Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭଲ ଖବର: ଚିହ୍ନଟ ହେଉଛନ୍ତି କମ୍ କରୋନା ଆକ୍ରାନ୍ତ, ସୁସ୍ଥ ଅଧିକ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିଛି । ଏବେ ପାଖାପାଖି ଲକ୍ଷେ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଣିକି ପ୍ରତିଦିନ ପଜିଟିଭ୍ କମ୍ ବାହାରୁଛନ୍ତି ଓ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତ ପାଞ୍ଚ ଦିନରେ ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ପରଲୋକରେ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ମୁମ୍ବାଇ: ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଆଉ ଜଣେ ଅଭିନେତା । ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି । ବହୁ ଦିନ ଧରି ସେ ଫୁସ୍‌ଫୁସ୍ କ୍ୟାନ୍‌ସରରେ ପୀଡିତ ଥିଲେ । ସେ କ୍ୟାନ୍‌ସର ଷ୍ଟେଜ-୪ ରେ ଥିଲେ । ଗତକାଲି ତାଙ୍କ…

ସୁରତ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ଲେବାନନ ଭଳି ବିସ୍ଫୋରଣ

ସୁରତ: ଗୁଜରାଟର ସୁରତରେ ଲେବନନ୍ ଭଳି ବିସ୍ଫୋରଣ। ଜାହିରା ସ୍ଥିତ ଓଏନସିଜି ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଓଏନସିଜି ପ୍ଲାଣ୍ଟର ଦୁଇଟି ଟର୍ମିନାଲରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଛି । ଭୋର ସାଢେ ୩ଟା ବେଳେ ହଠାତ ପାଇପଲାଇନରେ…

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସୁରେଶ ଅଙ୍ଗଦି କରୋନା ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୧…

ଅକ୍ଟୋବର ୧୫ ତାରିଖରେ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ କରିବ ରୁଷିଆ

ମସ୍କୋ: କରୋନା କାଳରେ ପୁଣି ସାରା ବିଶ୍ୱକୁ ଖୁସି କରିବା ଭଳି ଖବର ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ରୁଷିଆ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ ଆରମ୍ଭ କରିବ । ଆଜି ଏନେଇ ନିଜେ ପୁଟିନ୍ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭ୍ୟାକସିନକୁ ବିକଶିତ କରିଛନ୍ତି ଭେକ୍ଟର…

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ । ଦଳର…

ଦୀପିକା, ସାରା, ଶ୍ରଦ୍ଧା କପୁର ସମେତ ଏସବୁ ଅଭିନେତ୍ରୀଙ୍କୁ NCBର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କର ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଯେତିକି ଆଗେଉଛି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଡ୍ରଗ୍ସ ଲିଙ୍କରେ ବଢିଛି ବଲିଉଡ୍ ବିୟୁଟି ତଥା ମସ୍ତାନୀ ଗର୍ଲ ଦୀପିକା ପାଦୁକୋନଙ୍କ ଅଡୁଆ । ହାଜର ହେବାକୁ ସମନ କରିଛି…

[ଦେଖନ୍ତୁ ଭିଡ଼ିଓ] ଭାରତୀୟ ସେନାର ପରାକ୍ରମ ଦେଖି ଭୟରେ କାନ୍ଦୁଛନ୍ତି ଚୀନ ସୈନିକ

ବେଜିଙ୍ଗ: ସୀମାରେ ଭାରତୀୟ ସେନାର ଶକ୍ତି ଦେଖି ଭୟଭୀତ ହୋଇପଡିଛନ୍ତି ଚୀନ ସୈନିକ। ଏପରିକି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଗଲାଣି । ଚାଇନାର ସୈନିକ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କାନ୍ଦୁଥିବାର ଦେଖାଯାଉଛି। ଭାରତ ସୀମାରେ…

ଲଗାତାର ବର୍ଷାରେ ବେହାଲ ସ୍ୱପ୍ନ ନଗରୀ ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାସ୍ତା ଓ ରେଳ ଚଳାଚଳ ବ୍ୟାହତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସାରା ସହରରେ ବର୍ଷା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ରାତିସାରା କିଛି ଘଣ୍ଟା ଧରି ପ୍ରବଳ ବର୍ଷା…

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ…