Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୫୬ ଲକ୍ଷ ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାକୁ ଲାଗୁନି ଲଗାମ । ପୁଣି ଗତ ୨୪ ଘଂଟା ଭିତରେ ୮୩,୩୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୦୧୦ରେ ପହଂଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହା ସହ…

ନରମିଲା ଚୀନ୍‌: ସୀମାରେ ଦୁଇ ପକ୍ଷ ଆଉ ବଢ଼ାଇବେନି ସୈନ୍ୟ ବଳ

ନୂଆଦିଲ୍ଲୀ: ଶେଷରେ ନରମିଲା ଚୀନ୍ । ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନାରେ ମାନିଲା ଡ୍ରାଗନ । ଦୀର୍ଘ ୧୩ ଘଂଟାର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ପରେ ବାହାରିଲା ନିଷ୍କର୍ସ । ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନ୍ ଆଉ ସୀମାନ୍ତ ଅଂଚଳରେ ବଢାଇବେନି ସୈନ୍ୟ ବଳ । ଏହା…

ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ପ୍ରତିଦିନ ୯୦ ହଜାରୁର ଏକ ଲକ୍ଷ ପର୍ଯ୍ୟନ୍ତ ନୂଆ ମାମଲା ଆସଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଆଜି ମୋଦୀ ମହାମାରୀ କରୋନା ଦ୍ୱାରା…

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା…

କଙ୍ଗନାଙ୍କୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ; ଏହି କାରଣରୁ ଛାଡିଲେ ମଣିକର୍ଣ୍ଣିକା

ମୁମ୍ବାଇ: ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରେଡିଟ୍ ଉପରେ ଏକ ବିବାଦ ଯୋଗୁଁ ମଣିକର୍ଣ୍ଣିକାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୋନୁ ସୁଦ ଅଗଷ୍ଟ ୨୦୧୮ରେ ଚଳଚ୍ଚିତ୍ର ଛାଡିଥିଲେ। ସିମ୍ବା ସିନେମା ପାଇଁ ତାଙ୍କ ପ୍ରତିବଦ୍ଧତା ମଧ୍ୟ ଅନ୍ୟ ଏକ କାରଣ ଥିବା ସେ କହିଥିଲେ । ସୋନୁ କହିଥିଲେ ଯେ ସେ…

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…

ସୁଶାନ୍ତ ସିଂଙ୍କ ‘ପୁନର୍ଜନ୍ମ’: ଏପରି ନ୍ୟୁଜ କରି ଟ୍ରୋଲ ହେଲା ଏହି ଅଗ୍ରଣୀ ଗଣମାଧ୍ୟମ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଅବିକଳ ମହମ ମୂର୍ତ୍ତି ତିଆରି କରିଛନ୍ତି ପଶ୍ଚିମବଙ୍ଗର ପ୍ରଖ୍ୟାତ କଳାକାର ସୁଶାନ୍ତ ରାୟ । ତେବେ କଳାକାରଙ୍କ ଏହି ଜୀବନ୍ତ କଳାକୁ ସବୁ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ତେବେ ଜାତୀୟ ଗଣମାଧ୍ୟମ 'ଜି ନ୍ୟୁଜ୍' ସୁଶାନ୍ତଙ୍କ ମହମ…

ଅନୁରାଗଙ୍କ ବିରୁଦ୍ଧରେ FIR ଦେଇପାରୁନାହାନ୍ତି ପାୟଲ ଘୋଷ, କାହିଁକି ଜାଣନ୍ତୁ

ମୁମ୍ବାଇ: ବଲିଉଡର ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିପାରୁ ନାହାନ୍ତି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନକୁ ବିଏମସି ସିଲ୍ କରିଥିବା ସୂଚନା ମିଳିଛି।…

ଜିଓର ଆଇପିଏଲ୍ ଦେଖିବା ସହ ଆର୍ଷଣୀୟ ପୁରସ୍କାର ଜିତିପାରିବାର ସୁଯୋଗ ଆଣିଛି ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’

ଆଇପିଏଲ୍ ଦେଖିବା ସହ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ସହିତ ଏବେ ଖେଳିବାର ସମୟ ଆସିଛି ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି । ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ…

ଚାଷୀଙ୍କ ପାଇଁ ବାର୍ଷିକ ୧୦୦୦୦ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ

ଭୋପାଳ: କୃଷକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧୦୦୦୦ ସହାୟତା ରାଶି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର 'କିସାନ ସମ୍ମାନ ନିଧି' ଅଧୀନରେ କୃଷକମାନଙ୍କୁ ଏହି ରାଶି ମିଳିବ ବୋଲି ଜଣା ପଡ଼ିଛି । ଏହାପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ ସାମନ…