Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଫେଇ ପାଇଁ ବାଲୁକା କଳାରେ ସୁଦର୍ଶନଙ୍କ ଆହ୍ୱାନ

ଭୁବନେଶ୍ୱର: ‘ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ରେ ପଦ୍ମଶ୍ରୀ ବିଜେତା ତଥା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମି ସଫେଇ କରିବା ପାଇଁ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ପୁରୀ ବେଳାଭୂମିରେ ମୋ ବିଚ୍ କାର୍ଯ୍ୟକ୍ରମ ଅଧିନରେ ବଡ ଧରଣର ସଫେଇ କାର୍ଯ୍ୟ…

ଦେଶରେ ୫୩ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୫୩,୦୮,୦୧୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବିଶ୍ୱ ବାଉଁଶ ଦିବସରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ବାମ୍ବୋ କୁକିଜ୍

ବଜାରରେ ବହୁତ ପ୍ରକାରର କୁକିଜ୍ ମିଳୁଛି । ହେଲେ ଜାଣିଛନ୍ତି କି ବାଉଁଶରୁ ବି ପ୍ରସ୍ତୁତ ହେଉଛି ଏକ ସ୍ୱତନ୍ତ୍ର ଧରଣର କୁକିଜ୍ । ଶୁକ୍ରବାର ବିଶ୍ୱ ବାଉଁଶ ଦିବସରେ ବାଉଁଶ ଗଜାରୁ ପ୍ରସ୍ତୁତ ଏଭଳି ଏକ ସ୍ୱତନ୍ତ୍ର କୁକିଜ୍‌ର ଶୁଭାରମ୍ଭ କରିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ…

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଉପରେ ସାଇବର ଆକ୍ରମଣ

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ ଡାଟା ଏଜେନ୍ସି ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର) ଉପରେ ସାଇବର ଆକ୍ରମଣ ହୋଇଛି, ଯାହା କି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏହି ଆକ୍ରମଣକୁ ନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମାମଲା ରୁଜୁ କରି ତଦନ୍ତ…

ମୁଖତାର ଅନ୍ସାରୀଙ୍କ ପତ୍ନୀ, ଶାଳକଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ

ଲକ୍ଷ୍ନୌ: ମୁଖତାର ଅନ୍ସାରୀଙ୍କ ପରିବାରର କଳା କାରନାମାର ହିସାବ ଆରମ୍ଭ ହୋଇଯାଇଛି । ଶୁକ୍ରବାର ମୁଖତାରଙ୍କ ପତ୍ନୀ ଆଫସା ଅନ୍ସାରୀ, ଦୁଇ ଶାଳକ ସର୍ଜିଲ ରାଜା ଓ ଅନବଦ ଶେହଜାଦଙ୍କ ନାମରେ ଗ୍ୟାଙ୍ଗଷ୍ଟାର ଆକ୍ଟ ରୁଜୁ କରାଯାଇଛି । ଏଥିରେ ଅଭିଯୁକ୍ତଙ୍କ ସଙ୍ଗେ ସଙ୍ଗେ ଜାମିନ ମିଳେ ନାହିଁ।…

ଗୁଗୁଲ୍ ପ୍ଲେ-ଷ୍ଟୋରକୁ ପୁଣି ଫେରିଲା ପେଟିଏମ୍‌

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ-ଷ୍ଟୋରରୁ ଶୁକ୍ରବାର ଦିନ ଲୋକପ୍ରିୟ ଡିଜିଟାଲ୍ ପେମେଣ୍ଟ ଆପ୍ଲିକେସନ୍ ପେଟିଏମ୍ ହଟିବାର କେଇ ଘଣ୍ଟା ପରେ ପୁଣି ସାମିଲ ହୋଇଛି । ଏସମ୍ପର୍କରେ ଆଜି ସନ୍ଧ୍ୟା ସମୟରେ ଟ୍ୱିଟ୍ କରି ପେଟିଏମ୍ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ…

ସଲମାନ, ଆଦିତ୍ୟ, ଭଁସାଲୀଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଶୁକ୍ରବାର ମୁଜାଫରପୁର ଜିଲା ନ୍ୟାୟଳୟ ସଲମାନ ଖାଁ, କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତଙ୍କ କେସରେ ଓକିଲ ସୁଧୀର ଓଝା ଉପରୋକ୍ତ ବ୍ୟକ୍ତବିଶେଷଙ୍କୁ ଦାୟୀ କରି…

ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ପେଟିଏମ୍ ଆପ୍‌, ଜାଣନ୍ତୁ କାହିଁକି ?

ଭୁବନେଶ୍ୱର : ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ୍ଲିକେସନ ପେଟିଏମକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି ଗୁଗୁଲ୍ । ଏହା ଦ୍ୱାରା ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆଉ ପେ ଟିମ୍ ଆପ୍ ଡାଉନଲୋଡ କରାଯାଇପାରିବ ନାହିଁ । ତେବେ ପେଟିଏମର ମୂଳ କମ୍ପାନି ୱାନ୯୭ କମ୍ୟୁନିକେସନ ମାଲିକାନାରେ ଥିବା ପେଟିଏମ୍ ମନି…

ଅକ୍ଟୋବର ୨ ଯାଏଁ ଏୟାର ଇଣ୍ଡିଆକୁ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ ତାରିଖ ଯାଏଁ ଏୟାର ଇଣ୍ଡିଆ ବିମାନ ଉଡାଣକୁ ବାତିଲ କରିଛି ଦୁବାଇ । ପ୍ରାପ୍ତ ସୂଚନାନୁଯାୟୀ ଗତ ଦୁଇ ସପ୍ତାହ ମଧ୍ୟରେ ଦୁବାଇ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ଥର କରୋନା ଆକ୍ରାନ୍ତ ବ୍ୟକ୍ତି ଥିବା ଜଣାପଡିଥିଲା । ଏପରିକି ଉକ୍ତ କରୋନା…

ସୁଶାନ୍ତ ସିଂଙ୍କ ମହମ ପ୍ରତିମୂର୍ତ୍ତି ତିଆରି କଲେ ପଶ୍ଚିମବଙ୍ଗର ଏହି ଶିଳ୍ପୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଶିଳ୍ପୀ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କର ଏକ ମହମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଶିଳ୍ପୀ ସୁକାନ୍ତ ରାୟ କହିଛନ୍ତି ଯେ, ସେ ରାଜପୁତଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତି ତିଆରି କରିଥିବା କହିଛନ୍ତି। ସୁଶାନ୍ତଙ୍କ…