Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଆସିଲେ ପ୍ରାର୍ଥୀ

ପାଟନା: ପାଖରେ ଚାରି ଚକିଆ ଗାଡ଼ି ନାହିଁ । ମଇଁଷି ଉପରେ ବସି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ । ବିହାରରୁ ଏମିତି ଘଟଣା ସାମନାକୁ ଆସିଛି । ବାହାଦୂରପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ନଚାରୀ ମଣ୍ଡଳ ସମର୍ଥକଙ୍କ ଗହଣରେ ମଇଁଷି ଉପରେ ବସି ପ୍ରାର୍ଥିପତ୍ର…

ଫେବୃଆରୀ ସୁଦ୍ଧା ଅଧା ଭାରତୀୟଙ୍କୁ ହେବ କରୋନା!

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଭାରତୀୟ କରୋନାରେ ଆକ୍ରାନ୍ତ ହେବେ ବୋଲି ଆକଳନ କରାଯାଇଛି । କରୋନା ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିର ଜଣେ ସଦସ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଅର୍ଥାତ ଫେବୃଆରୀ ବେଳକୁ ଦେଶର ୫୦% ଲୋକ କରୋନାରେ ଆକ୍ରାନ୍ତ ହୋଇ…

ବିଡେନ୍‌ ଭାରତ ପାଇଁ ଖରାପ; ଜୁନିୟର୍‌ ଟ୍ରମ୍ପ

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଯେତ‌େ ପାଖେଇ ଆସୁଛି ଏହାକୁ ନେଇ ଚର୍ଚ୍ଚା ମଧ୍ୟ ସେତିକି ବଢ଼ିବାରେ ଲାଗିଛି।  ତେବେ ଏହି ପରିପ୍ରେକ୍ଷୀରେ ରିପବ୍ଲିକ୍ ଦଳର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି…

କରୋନା ମୁକାବିଲା କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ; ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ପରୋପକାରୀ କାର୍ଯ୍ୟ ସହ ଜଡିତ ବିଶିଷ୍ଟ ଶିଳ୍ପପତି ତଥା ବିଲିୟନେୟାର ବିଲ୍ ଗେଟ୍‌ସ କହିଛନ୍ତି ଯେ କୋଭିଡ -୧୯ ସହିତ ମୁକାବିଲା କରିବାରେ ବିଶେଷ କରି ବ୍ୟାପକ ସ୍ତରରେ ଟିକା ପ୍ରସ୍ତୁତ ଏବଂ ଅନୁସନ୍ଧାନ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗେଟ୍‌ସ ,…

ଜେଲରୁ ବାହାରିବେ କି ସୌଭିକ୍ ଚକ୍ରବର୍ତ୍ତୀ ? ଆଜି ବେଲ୍ ଆବେଦନର ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ପରେ ଜାମିନରେ ଆସିଛନ୍ତି ବଲିଉଡ ଅଭନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏଯାଏ ଜେଲରେ ଅଛନ୍ତି । ସୌଭିକଙ୍କୁ ମିଳିବ କି ବେଲ୍ ? ଆଜି ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ପୂର୍ବରୁ ତାଙ୍କ ଜାମିନ ଆବେଦନ ଖାରଜ…

ଆରପାରିରେ ବାୟୁସେନାର ପ୍ରଥମ ମହିଳା ଉଇଙ୍ଗ୍ କମାଣ୍ଡର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଉଇଙ୍ଗ୍‌ କମାଣ୍ଡର ଡା. ବିଜୟଲକ୍ଷ୍ମୀ ରମଣଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବିଜୟଲକ୍ଷ୍ମୀ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୧୯୫୫ରେ ସେ ବାୟୁସେନାରେ ଯୋଗ ଦେଇଥିଲେ ଏବଂ…

୫୦ ହଜାର ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍, ମୃତ୍ୟୁସଂଖ୍ୟା ୬୦୦ରୁ କମ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ଶହ ତଳକୁ ଖସିଛି । ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୬ ହଜାର ୭୯୧ ଜଣ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ…

ପାକିସ୍ତାନକୁ ପୁଣି ଫେରିଲା ଟିକ୍‌ଟକ୍‌

ଇସଲାମବାଦ୍‌: ପୁଣି ଫେରିଛି ଟିକ୍‌ଟକ୍‌। ପାକିସ୍ତାନରେ ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇ ଦିଆଯାଇଛି। ଅଶ୍ଳୀଳତା ପାଇଁ ସରକାରଙ୍କ ପକ୍ଷରୁ ଟିକ୍‌ଟକ୍‌ ଆପ୍‌ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିଲା। କିନ୍ତୁ ଏବେ ପୁଣି ଚୀନ୍‌ ଚାପରେ ଟିକ୍‌ଟକ୍‌ ଆପ୍‌କୁ ଅନୁମତି ପ୍ରଦାନ କରିଛି ପାକିସ୍ତାନ।…

ଭାଲୁ ମଡେଲିଂ କରୁଛି !

ମସ୍କୋ: ମଣିଷ ମଡେଲିଂରେ ନିଜର କ୍ୟାରିୟର କରୁଛି । କିନ୍ତୁ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ରୁଷିଆରେ ଏପରି ଏକ ଭାଲୁ ଅଛି ଯିଏ କି ମଡେଲିଂ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ପାରିଶ୍ରମିକ ପାଉଛି । ଏହି ଭାଲୁର ନାମ ହେଲା ଷ୍ଟିଫେନ । ଏହାକୁ ସୋସିଆଲ ସାଇଟରେ ଲୋକପ୍ରିୟ କରାଇଛନ୍ତି…

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ…