Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ପୋଲିସ…

ରିପବ୍ଲିକ୍ ନେଟୱର୍କର କାର୍ଯ୍ୟକଳାପରେ ବାର୍କ ନିରାଶ

ନୂଆଦିଲ୍ଲୀ: ଟିଆରପି ଘୋଟାଲାରେ ରିପବ୍ଲିକ୍ ଟିଭିର ନାମ ସାମ୍ନାକୁ ଆସିବା ପରେ ରିପବ୍ଲିକ୍ ଟିଭି ପକ୍ଷରୁ ଅନେକ ଦାବି କରାଯାଉଛି । ଏଭଳି ସମୟରେ କିଛି ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟକୁ ପରିପ୍ରକାଶ କରିଥିବାରୁ ବ୍ରୋଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (ବାର୍କ) ନିରାଶ ହୋଇଥିବା କହିଛି ।…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…

ପୁଣି ପବ୍‌ଜି ଆତଙ୍କ, ବାପାର ଗଳା କାଟିଲା ପୁଅ !

ଉତ୍ତରପ୍ରଦେଶ: ଭାରତରେ ବ୍ୟାନ୍ ହୋଇଥିଲେ ବି ଥମିନି ପବ୍‌ଜି ମହାମାରୀ । ଅନେକ ପରିବାର ଏହି ଭିଡିଓ ଗେମ୍ ପାଇଁ ଧ୍ୱଂସ ହୋଇସାରିଛି । ଉତ୍ତରପ୍ରଦେଶର ରାଜଧାନୀ ମିରଟ୍ ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅବିଶ୍ୱସନୀୟ ଘଟଣା । ଯେଉଁଠି ପବ୍‌ଜି ଖେଳିବାକୁ ମନା କରିବାରୁ ବାପାର ଗଳା କାଟିବାକୁ…

ଶେଷରେ ମାନିଲେ ସରକାର, ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସଂକ୍ରମଣର ୯ମାସ ପରେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ଦେଶର ଅନେକ ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିସନ ହେଉଛି। ପଶ୍ଚିମବଙ୍ଗରେ କମ୍ୟୁନିଟି ଟ୍ରାନ୍ସମିସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…

ଭାରତର ପ୍ରଥମ ମହିଳା ଭାବେ ଐଶ୍ଵର୍ଯ୍ୟାଙ୍କୁ ମିଳିଲା ଚଳିତ ବର୍ଷର ଶ୍ରେଷ୍ଠ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଭାବେ ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ଶ୍ରୀଧରଙ୍କୁ ମିଳିଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପୁରସ୍କାର। ଏହି ସମ୍ମାନ ପାଇବାରେ ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ୮୦ ରୁ ଅଧିକ ଦେଶର ୫୦ ହଜାରରୁ ଉର୍ଦ୍ଧ୍ବ ଫଟୋ ମଧ୍ୟରୁ ତାଙ୍କ ଫଟୋକୁ…

ଧାରା ୩୭୦ ରଦ୍ଦକୁ କରୋନା ସହ ତୁଳନା କଲେ କାଶ୍ମୀର ନେତା, ତାପରେ ଏମିତି କହିଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ସଭାପତି ସାଜାଦ ଗାନି ଲୋନ ରବିବାର ଦିନ କରୋନାଭାଇରସ ସଂକ୍ରମଣ ସହିତ ଧାରା ୩୭୦ ରଦ୍ଦକୁ ତୁଳନା କରିଛନ୍ତି । ଇଣ୍ଡିଆ ଟୁଡେ ଟିଭି ସହିତ ସ୍ବତନ୍ତ୍ର ସାକ୍ଷାତକାର କରି ସାଜାଦ ଗାନି ଲୋନ କହିଛନ୍ତି ଯେ ଯେପରି କୋଭିଡ-୧୯ ର ପାଞ୍ଚ ଦିନ ପରେ…

ଫୁଟିଲା କାର ବୋମା; ୧୨ ମୃତ,ଶତାଧିକ ଆହତ

ହେରାଟ: ଆଫଗାନିସ୍ତାନର ପଶ୍ଚିମ ଘୋର ପ୍ରଦେଶରେ ଥିବା ଆଫଗାନିସ୍ତାନ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି ରବିବାର ଦିନ ଏକ କାର ବୋମା ଫୁଟିଛି । ଏଥିରେ ଅତି କମରେ ୧୨ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଶତାଧିକରୁ ଅଧିକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଆକ୍ରମଣ ଘୋର…

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି। ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ…