Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ମଦିନ ଅବସରରେ କହିଲେ ଅମିତ ଶାହ- “ମୋଦିଙ୍କ ଅଧୀନରେ ମା’ ଭାରତୀଙ୍କ ସେବା କରି ମୁଁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କୁ "ଦେଶର ସବୁଠାରୁ ଲୋକପ୍ରିୟ ନେତା" ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦେଶ ସେବା କରିବା ପାଇଁ ସେ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି।…

ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପୁରୀ ବେଳାଭୂମିରେ ବାଲୁକାକଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।…

ଦେଶରେ ୫୧ ଲକ୍ଷ ଟପିଲା କରୋନା ମାମଲା; ୧୦ ଲକ୍ଷ ଟପିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ୭୦ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି ନବୀନ। ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ, ନରେନ୍ଦ୍ର…

୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଭିନ୍ନ ମହଲରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ବର୍ଷରେ ପାଦ ଥାପିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ଜନ୍ମଦିନର ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ…

ଭାରତର ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଗଲା ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପାକିସ୍ତାନ ବୁଧବାର ଭାରତକୁ ଚ୍ୟାଲେଞ୍ଜ ଦେବା ଭଳି କାର୍ଯ୍ୟ କରିଛି । ରିପୋର୍ଟ ମୁତାବକ ପାକିସ୍ତାନ ନେଭି ଭାରତୀୟ ସମୁଦ୍ର ସୀମାରେ ପ୍ରବେଶ କରି ୪୫ ମାଛଧରାଳିଙ୍କୁ ନେଇଯାଇଛି । ୮ ବୋଟରେ ଏହି ମାଛଧରାଳିମାନେ ମାଛ ଧରି ଫେରୁଥିବା ବେଳେ ପାକିସ୍ତାନ ଏଭଳି କାପୁରୁଷ କାର୍ଯ୍ୟ…

ଏକାଥରେ ଆସୁଛି ୫ଟି ସାମୁଦ୍ରିକ ଝଡ !

ନୂଆଦିଲ୍ଲୀ: ଏକାଥରକେ ମାଡି ଆସୁଛି ୫ଟି ସାମୁଦ୍ରିକ ଝଡ । ଏହି ବାତ୍ୟାଗୁଡିକ ସୃଷ୍ଟି ହୋଇଛି ଆଂଟଲାଟିକ ମହାସାଗରରେ । ସାଟେଲାଇଟ ଜରିଆରେ ଏହି ୫ଟ ବାତ୍ୟାର ସ୍ପଷ୍ଟ ଚିତ୍ର ଦେଖାଦେଉଛି । ଏହି ବାତ୍ୟାଗୁଡିକୁ ପାଉଲେଟ୍‌, ରେନେ, ସାଲେ, ଟେଡି ଓ ଭିକି ନାମକରଣ କରାଯାଇଛି । ‘ପାଉଲେଟ’ ବରମୁଡା…

ଭାରତ-ଚୀନ ସୀମା ବିବାଦ: ଫୁଟିଲାଣି ୨୦୦ ରାଉଣ୍ଡ ଗୁଳି

ନୂଆଦିଲ୍ଲୀ: ଅଶାନ୍ତ ରହିଛି ଭାରତ ଚୀନ ସୀମା । ଏଣୁ କିଛି ଦିନ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟି ମସ୍କୋରେ ଏକ ଚୁକ୍ତିନାମାରେ କରିଛନ୍ତି । ଲଦାଖରେ ଥିବା LAC ରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ପକ୍ଷରୁ…

ଏହି ଦିନ ଧମାକା କରିବ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’

ମୁମ୍ବାଇ: ଦୀପାବଳିରେ ଧମାକା କରିବ ଖିଲାଡି ଷ୍ଟାର ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’ । ନିଜ ପୁଅର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏହି ସ୍ପେଶାଲ ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀବମ୍‌’ର ରିଲିଜ…

ନୂଆ ସଂସଦ ଭବନ ତିଆରି କରିବ ଟାଟା, ଖର୍ଚ୍ଚ ହେବ ୮୬୧.୯ କୋଟି ଟଙ୍କା

ନୂଆଦିଲ୍ଲୀ: ଟାଟା ପ୍ରୋଜେକ୍ଟ ଦ୍ୱାରା ୮୬୧.୯୦ କୋଟି ଟଙ୍କା ବ୍ୟୟରେ ନୂତନ ସଂସଦ ଭବନ ନିର୍ମାଣ ହେବ। ଟାଟା ୮୬୫ କୋଟି ଟେଣ୍ଡର ଦାଖଲ କରିଥିବା ଲାରସେନ୍ ଏବଂ ଟୁବ୍ରୋଙ୍କୁ ପରାସ୍ତ କରିଛି । ସରକାରୀ ସିଭିକ ସଂସ୍ଥାର ମୂଲ୍ୟ ୯୪୦ କୋଟି ଥିଲା। କେନ୍ଦ୍ରୀୟ ଲୋକସମ୍ପର୍କ ବିଭାଗ ଆଜି ଏକ ନୂତନ…