Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବିରୋଧରେ ଯିବା ପାଇଁ ନେପାଳର ଓଲି, ପ୍ରଚଣ୍ଡ ଚୀନଠାରୁ ନେଇଥିଲେ ୯୦୦ କୋଟି ଟଙ୍କାର ଲାଂଚ

କାଠମାଣ୍ଡୁ: ନେପାଳ ହଠାତ୍ କାହିଁକି ଭାରତ ବିରୋଧୀ ହୋଇପଡିଲା ସେ ନେଇ ବୁଦ୍ଧିଜୀବୀମାନେ କାରଣ ପାଉ ନ ଥିଲେ । ଧିରେ ଧିରେ ଏହି ଷଡଯନ୍ତ୍ରରୁ ପରଦା ଉଠିବାରେ ଲାଗିଛି । ନେପାଳୀ ନ୍ୟୁଜ୍ ସାଇଟ୍ ମାଇ ରିପବ୍ଲିକ୍ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭଟ୍ଟ ରାଇ କହିଛନ୍ତି ପିଏମ୍ କେପି ଶର୍ମା…

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ କେବଳ ୨୫୦ ଲୋକଙ୍କୁ ଦୈନନ୍ଦିନ ମନ୍ଦିର ଭିତରକୁ ଯିବାକୁ…

୧୫ ବର୍ଷ ପରେ କୋଲକାତା ରାସ୍ତାରେ ଗଡିଲା ଡବଲ୍ ଡେକର୍ ବସ୍ !

କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ । ଆଗକୁ…

ରାଜନୀତି ମୈଦାନକୁ ଓହ୍ଲାଇଲେ ବିହାରୀ ବାବୁଙ୍କ ପୁଅ

ପାଟନା: ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବଲିଉଡର ପ୍ରତିଷ୍ଠିତ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ରାଜନୀତି ମୈଦାନରେ ନିଜ ଭାଗ୍ୟ ପରଖି ସାରିଛନ୍ତି । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏଥର ବିହାର ନିର୍ବାଚନରେ…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…

TRP ସ୍କାମ: ରିପବ୍ଳିକ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟିଆର୍‌ପି ଦୁର୍ନୀତିରେ ମୁମ୍ବାଇ ପୁଲିସ୍‌କୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ୍‌ ଟିଭି ଓ ତା’ର ସଂପାଦକ ଅର୍ଣ୍ଣବ ଗୌସ୍ୱାମୀ କରିଥିବା ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଥମେ ବମ୍ବେ ହାଇକୋର୍ଟରେ…

ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି ଜୋରସୋର ପ୍ରଚାର। ନେତା ମନ୍ତ୍ରୀମାନେ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜେଡିୟୁ ଆଶାୟୀଙ୍କ…

ଟିଆର୍‌ପି ସ୍କାମ: ୩ ମାସ ପାଇଁ ଆସିବନି ଟିଆର୍‌ପି

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକର ଆଉ ଆସିବନି ଟିଆର୍‌ପି । ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସପ୍ତାହିକ ଟେଲିଭିଜନ ରେଟିଂ ପଏଣ୍ଟ ବନ୍ଦ କରିଛି ବାର୍କ (ବ୍ରଡକାଷ୍ଟା ଅଡିଆନ୍ସ ରିସର୍ଚ୍ଚ କାଉନସିଲ) । ଟିଆର୍‌ପି ବିବାଦ ପରେ ବାର୍କ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଟିଆର୍‌ପି ଡାଟା ଆକଳନ…

ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ । ବିବେକଙ୍କ ଭିଣୋଇ ଆଦିତ୍ୟ ଆଲଭାଙ୍କ ଡ୍ରଗ୍ସ ଲିଙ୍କ ଦର୍ଶାଇ ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ ଯାଞ୍ଚ କରିଥିବା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ (ଟିଏନଏ)ରେ ରିପୋର୍ଟ ପ୍ରକାଶ। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ୍…

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…