Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦଉଡି ପକାଇଲେ ମଦ ଆସୁଛି, କରୋନା ହସ୍ପିଟାଲର ଭିତିରି କଥା

ୟୁପି: କରୋନା ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତର ଔଷଧ ଦିଅନ୍ତି ଆଉ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କରନ୍ତି । ହେଲେ ଉତ୍ତର ପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଚର୍ଚ୍ଚିତ ଚିତ୍ର । ଯେଉଁଠି କରୋନା ରୋଗୀଙ୍କ ପାଇଁ ମିଳୁଛି ମଦ । ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ହର୍ଷବର୍ଦ୍ଧନ କହିଲେ, ‘ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ଚାରି ମାସ ଭିତରେ ଆସିପାରେ କରୋନ ଭ୍ୟାକସିନ୍ । ତେବେ ଭ୍ୟାକସିନ୍ ଆସିବା ପରେ ପ୍ରଥମେ ମୁଁ ନେବି। ରବିବାର ଏଭଳି କିଛି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ…

କରୋନା ହେଲେ କିଭଳି ସଂକ୍ରମିତ ହୁଏ ଶ୍ୱାସନଳୀ, ଫଟୋ ଜାରି କଲେ ବୈଜ୍ଞାନିକ

ୱାଶିଂଟନ: ସାମ୍ନାକୁ ଆସିଲା କରୋନା ଭାଇରସ ସଂକ୍ରମିତ ଜୀବକୋଷର ଫଟୋ । ଏହି ଫଟୋକୁ ବୈଜ୍ଞାନିକମାନେ ଜାରି କରିଛନ୍ତି । ଏହି ଫଟୋ ହେଉଛି ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନା ଭାଇରସ ଆକ୍ରାନ୍ତ ଶ୍ୱାସନଳୀ ଜୀବକୋଷର । ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ…

ଆଫଗାନିସ୍ତାନ, ତାଲିବାନ ଶାନ୍ତି ପ୍ରକ୍ରିୟାରେ ଚାଲାକ ଚୀନ ଚିନ୍ତିତ

ବେଜିଂ: ଆଫଗାନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ପ୍ରକ୍ରିୟା ପାଇଁ ଆମେରିକାର ଉଦ୍ୟମ ଚାଲାକ ଚୀନକୁ ଚିନ୍ତାରେ ପକାଇଛି । ଏହାର ମୂଖ୍ୟ କାରଣ ହେଲା ସିପିଇସି ପ୍ରୋଜେକ୍ଟ । ତାଲିବାନ ଯଦି ବେଲୁଚିସ୍ତାନ ବିଦ୍ରୋହୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବ ତାହାହେଲେ ଏଥିରେ ଅସୁବିଧା ସୃଷ୍ଟି ହେବ ।…

ବିଜେପି କଙ୍ଗନାଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ: ସଞ୍ଜୟ ରାଉତ

ମୁ୍‌ମ୍ବାଇ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ ପିଓକେ କହିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବିଜେପି ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇର ମହତ୍ୱକୁ କମ କରିବାକୁ ପ୍ରଚେଷ୍ଟା ଚାଲିଛି…

ଆଇପିଏଲ୍ ପୂର୍ବରୁ ଆସିଲା ଫିକ୍ସିଂ ଅଭିଯୋଗ, ବିଦା ହେଲେ ୨ କ୍ରିକେଟର

ନୂଆଦିଲ୍ଲୀ: ଆସନ୍ତା ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୧୩ତମ ସିଜିନ୍ । ତେବେ ଏହା ପୂର୍ବରୁ ଆସିଛି ଚାଂଚଲ୍ୟକର ଖରବ । ୟୁଏଇରୁ ଫିକ୍ସି ଅଭିଯୋଗ ଆସିଛି । ୟୁଏଇର ଦୁଇ ଖେଳାଳିଙ୍କୁ ଏମିରାଟ୍ସ କ୍ରିକେଟ୍ ବୋର୍ଡ ଆଇସିସି ଦୁର୍ନୀତି ନିରୋଧୀ ଆଇନର ଉଲ୍ଲଂଘନ କରିବା…

ଡ୍ରଗ୍ସ ସ୍କାନରରେ ନାହାଁନ୍ତି କେହି ବଲିଉଡ ସେଲିବ୍ରିଟି: ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ବଲିଉଡ ସେଲିବ୍ରିଟିଙ୍କ ନାମ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୨୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା…

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ…

କଙ୍ଗନାଙ୍କ ସମର୍ଥନରେ ସୁରଟରେ ମଣିକର୍ଣ୍ଣିକା ଶାଢ଼ୀ

ମୁମ୍ବାଇ: ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରୁଥିବା ବେଳେ ଦେଶରେ ଅନ୍ୟ ସ୍ଥାନରେ ସମର୍ଥନର ସୂଅ ଛୁଟିବାରେ ଲାଗିଛି । ସୁରଟରେ ପୁରୁଷୋତମ ଝୁନଝୁନୱାଲା ନାମକ ଜଣେ କପଡା ବ୍ୟବସାୟୀ କଙ୍ଗନା ଶାଢ଼ୀ ବାହାର କରିଛନ୍ତି । ଏଥିରେ ମଣିକର୍ଣ୍ଣିକା ପୋଷ୍ଟର…

ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢ଼ୁଛି ଦିନକୁ ଦିନ ବିବାଦ । ଶିବସେନା ଓ କଙ୍ଗନାଙକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହାରି ଭିତରେ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି । ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ…