Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଣ୍ଟି କରୋନା ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଇରାନ

ତେହରାନ୍‌: ଦିନକୁ ଦିନ କରୋନା ଭାଇରସ୍ ବ୍ୟାପୁଥିବା ବେଳେ ଏବେ ଅନେକ ଦେଶ କରୋନା ଟିକା ବାହାର କରିବାରେ ଲାଗିଛନ୍ତି । ଏଭଳି ସମୟରେ ଇରାନ ମେଡିକାଲ୍ ସାଇନଟିଷ୍ଟ ଖୁବ୍ ଶୀଘ୍ର ଆଣ୍ଟି କରୋନାଭାଇରସ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ କରିବେ ବୋଲି ସୂଚନା ମିଳିଛି । ଆଇଆରଏନଏ ନ୍ୟୁଜ୍…

ଦେଶରେ ୪୭ ଲକ୍ଷ ଟପିଲା କରୋନା ମାମଲା; ଆଜି ଚିହ୍ନଟ ହେଲେ ୯୪ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର…

ଅମିତ ଶାହା ଅସୁସ୍ଥ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୁଣି ଅସୁସ୍ଥ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି ଶାହା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

ସୀମାରେ ଭାରତ-ଚୀନ ସେନା ମୁହାଁ ମୁହିଁ, କିଛି ବି ହୋଇପାରେ !

ନୂଆଦିଲ୍ଲୀ:ଭାରତ-ଚୀନ ପୁନର୍ବାର ସୀମାରେ ମୁହାଁମୁହିଁ ହୋଇଛନ୍ତି । ଶାନ୍ତି ପ୍ର୍ରକ୍ରିୟା ନେଇ ବିଭିନ୍ନ ସ୍ତରରେ ଆଲୋଚନା ହେବା ସତ୍ୱେ ଚୀନ ତାର ବିଶ୍ୱାସଘାତକତା ପ୍ରବୃତିରୁ ବାହାରି ପାରୁ ନାହିଁ । ରିପୋର୍ଟ ମୁତାବକ ଲଦାଖର ପେଙ୍ଗାଙ୍ଗ ସେ ହ୍ରଦ ନିକଟରେ ଥିବା ସ୍ପାଙ୍ଗୁର ଗ୍ୟାପରେ ଚୀନ…

ସ୍ୱାମୀ ଅଗ୍ନିବେଶଙ୍କୁ ନେଇ ଆଇପିଏସ୍ ନାଗେଶ୍ୱର ରାଓଙ୍କ ଟ୍ୱିଟ୍ ପରେ ହଙ୍ଗାମା

ନୂଆଦିଲ୍ଲୀ: ବିବାଦରେ ଓଡିଆ ଆଇପିଏସ୍ ନାଗେଶ୍ୱର ରାଓ । ସ୍ୱାମୀ ଅଗ୍ନିବେଶଙ୍କ ମୃତ୍ୟୁକୁ ନେଇ ଟ୍ୱିଟ୍ କରି ବିବାଦୀୟ ହୋଇପଡିଛନ୍ତି ସିବିଆଇର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ । ବିଶିଷ୍ଟ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ ପରେ ଆଜି ସୋସିଆଲ ମିଡିଆରେ…

ଭଲ ଖବର, ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡର କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କରୋନା ଟିକାର ପରୀକ୍ଷଣ । ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ବେଳେ ଏବେ ପୁଣି ପରୀକ୍ଷଣ ଆରମ୍ଭ ହୋଇଛି । ବର୍ତ୍ତମାନ ଟିକା ସୁରକ୍ଷିତ ଥିବା ନେଇ ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଅନୁମତି ଦେବା ପରେ ବ୍ରିଟେନରେ ଟିକାର…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ତଦନ୍ତକାରୀ ଏଜେନ୍ସି ପାଇ ସାରିଛନ୍ତି : ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ପ୍ରମାଣ ୩ ପ୍ରମୁଖ ଏଜେନ୍ସି ପାଇ ସାରିଥିବା ଶନିବାର ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ସେ ତାଙ୍କ ଅଫିସିଆଲ ଟୁଇଟର ସାଇଟରେ ଏହା ଉଲ୍ଲେଖ କରିଛି । ସିବିଆଇ, ଇଡି ଓ ଏନସିବି ଯଥେଷ୍ଟ ପ୍ରମାଣ ପାଇଛନ୍ତି…

‘ବାପାଙ୍କ ଅନୁରୋଧ ପାଇଁ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା’

ନୂଆଦିଲ୍ଳୀ: ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ ତାଙ୍କୁ ମିଳିଛି ୱାଇ-କ୍ୟାଟେଗୋରୀ ସୁରକ୍ଷା । ତେବେ ଏହି ସୁରକ୍ଷା ତାଙ୍କୁ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.ମିଷନ ରେଡ୍ଡୀ କହିଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ…

୧୦୨.୩୯ କ୍ୟାରେଟର ହୀରା ନିଲାମ ହେବ, ସର୍ବନିମ୍ନ ମୂଲ୍ୟ ଶୁଣିଲେ ହୋସ୍ ଉଡିଯିବ !

ନ୍ୟୁୟର୍କ: ହଂକଂର ସୋଥୱାଇ ଅକ୍ସନ ହାଉସ ଶନିବାର ୧୦୨.୩୯ କ୍ୟାରେଟର ଏକ ହୀରା ନିଲାମ କରିବା ପାଇଁ ଘୋଷଣା କରିଛି । ଏହି ଅଣ୍ଡାକୃତି ହୀରାର ସର୍ବନିମ୍ନ ମୂଲ୍ୟ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ଆସନ୍ତା ମାସରେ ଏହାକୁ ନିଲାମ କରାଯିବ । ୨୦୧୮ରେ କାନାଡାର ଆଟୋଂରିୟା ଅଂଚଳର ଏକ ଖଣିରୁ ୨୭୧…

ଆସନ୍ତୁ ଜାଣିବା କିଏ କହିଲେ କରୋନା ଭାଇରସ ମାନବ ନିର୍ମିତ ବୋଲି ମୋ ପାଖରେ ପ୍ରମାଣ ଅଛି

ୱାଶିଂଟନ: ଚୀନରୁ ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି । ପୂର୍ବରୁ ଚୀନର କେତେକ ଡାକ୍ତର ଏଥିନେଇ ମୁହଁ ଖୋଲିବା ପରେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରିଥିଲେ । ତେବେ ଚୀନରୁ ଲୁଚି ପଳାଇ ଆସିଥିବା ଭାଇରୋଲୋଜିଷ୍ଟ ଲି ମେଙ୍ଗ ୟାନ ପୁନର୍ବାର ମୁହଁ ଖୋଲିଛନ୍ତି ।…