Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି । ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର…

ଦିଲ୍ଲୀରେ ଆରମ୍ଭ ହେଲା ଭାରତର ପ୍ରଥମ ବିମାନବନ୍ଦର କରୋନାଭାଇରସ୍ ପରୀକ୍ଷା ସୁବିଧା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରତର ପ୍ରଥମ କରୋନାଭାଇରସ୍ ବିମାନବନ୍ଦର ପରୀକ୍ଷା ସୁବିଧା ଶୁକ୍ରବାର ଦିନ ଆରମ୍ଭ କରାଯାଇଛି। ବିମାନ ବନ୍ଦରର ଟର୍ମିନାଲ୍-୩ ରେ ଏହି ସୁବିଧା ଉପଲବ୍ଧ ହେବ । ଏହା ସହରକୁ ପ୍ରବେଶ କରୁଥିବା ସମସ୍ତ ଘରୋଇ ସଂଯୋଗ ବିମାନ…

ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି, ଟ୍ରମ୍ପଙ୍କ ଦ୍ୱିତୀୟ କୂଟନୈତିକ ବିଜୟ

ୱାଶିଂଟନ: ବାହାରିନ୍ ସହିତ ଶାନ୍ତି ଚୁକ୍ତି ପାଇଁ ଇସ୍ରାଏଲ ରାଜି ହୋଇଛି । ଦୀର୍ଘ ଦିନ ଧରି ଉଭୟ ଦେଶ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମ ବଳରେ ଉଭୟ ଦେଶ ଚୁକ୍ତି ପାଇଁ ରାଜି ହୋଇଛନ୍ତି । ୩୦ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତିପକ୍ଷ…

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ରାହୁଲ ଗାନ୍ଧୀ ଠିକ କହିଛନ୍ତି: ସଚିନ ପାଇଲଟ

ଜୟପୁର: ଖରାପ ଅର୍ଥନୀତିକୁ ନେଇ ମୋଦୀ ସରକାରଙ୍କୁ ରାହୁଲଙ୍କ ସମାଲୋଚନାକୁ ସମର୍ଥନ କରିଛନ୍ତି ଯୁବ ନେତା ସଚିନ ପାଇଲଟ । କଂଗ୍ରେସ ନେତା ସଚିନ ପାଇଲଟ କହିଛନ୍ତି ଯେ ପୂର୍ବତନ ଦଳର ମୁଖ୍ୟ ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଯଥାର୍ଥ ଅଟେ । ଶିଳ୍ପଗୁଡିକ ବନ୍ଦ ଥିବାରୁ ଦେଶର…

କେଜ୍ରିୱାଲ୍ ସରକାରଙ୍କ ଉଦ୍ୟମକୁ ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ: ଗୋଆ ଆପ୍

ପଣଜି: ଜାତୀୟ ରାଜଧାନୀ ଦିଲ୍ଲୀ ରେ କୋଭିଡ ନିୟନ୍ତ୍ରଣର କ୍ରେଡ଼ିଟ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମିଳିବା ପରେ ଏହାର ଉତ୍ତର ରଖିଛି ଗୋଆ ଆପ୍ । ଶନିବାର ଦିନ ଗୋଆରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୁରେନ ତିଲଭେ କହିଛନ୍ତି ଯେ ଦିଲ୍ଲୀ ମଡେଲ କୁ ନେଇ  ଗୋଆ…

ସିଙ୍ଗର ଭାବେ ଡେବ୍ୟୁ କରିବେ ଟାଇଗର ସ୍ରଫ୍‌, ଆସନ୍ତା ୨୨ରେ ହେବ ଗୀତ ରିଲିଜ

ମୁମ୍ବାଇ: ସବୁ ବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତା ଟାଇଗର ସ୍ରଫ୍‌, ତେବେ ଏବେ ତାଙ୍କ ପ୍ରତିଭାର ଆଉ ଏକ ନୂଆ ଦିଗ ଦେଖିବାକୁ ମିଳିବ । ସେ ଡେବ୍ୟୁ କରିବେ ସିଙ୍ଗର ଭାବରେ । ଆସନ୍ତା ୨୨ ତାରିଖରେ ଏହି ଗୀତ ‘ଅନବିଲିଭେବୁଲ’ ରିଲିଜ ହେବ । ଆଜି ସେ ଏହାର ଟିଜର ସୋସିଆଲ…

ବିହାର ନିର୍ବାଚନ: ୨୨୦ ସିଟରେ ଏନଡ଼ିଏ ଜିତିବ ବୋଲି ଦୃଢୋକ୍ତି ଦେଲେ କେନ୍ଦ୍ରମନ୍ତ୍ରୀ

ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ୨୨୦ ଟି ଆସନ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୨୪୩ ଟି ଆସନ ମଧ୍ୟରୁ ୨୨୦ ଟି ଜିତି ଏନଡିଏ ରାଜ୍ୟରେ ସରକାର ଗଠନ କରିବ ବୋଲି ଶୁକ୍ରବାର ଦିନ…

ସଫଳ ହେଲା କରୋନା ଟୀକା କୋଭାକ୍ସିନ ପରୀକ୍ଷଣ: ଭାରତ ବାୟୋଟେକ

ହାଇଦ୍ରାବାଦ: କରୋନାଭାଇରସ୍ ଭ୍ୟାକ୍ସିନ୍ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି ବୋଲି କହିଛି ଭାରତ ବାୟୋଟେକ ।ଟୀକା ନିର୍ମାତା ଭାରତ ବାୟୋଟେକ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା କୋଭାକ୍ସିନର ପଶୁଙ୍କ ଦେହରେ ପରୀକ୍ଷା ସଫଳ ହୋଇଛି। ଲାଇଭ୍ ଭାଇରାଲ୍ ଚ୍ୟାଲେଞ୍ଜ୍ ମଡେଲରେ…

ମାର୍କସିଟ୍ ହୋଇଯାଇଛି ‘ପ୍ରେସର ସିଟ୍’, ନୂତନ ଶିକ୍ଷାନୀତିରେ ଏହାକୁ ହଟାଇବାକୁ ଲକ୍ଷ୍ୟ ରଖିଛି: ପିଏମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଥିବାବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ଏକ ନୂତନ ପାଠ୍ୟକ୍ରମ ରହିବା ଉଚିତ । ଏଥିପାଇଁ ନୂତନ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ମାର୍କସିଟ୍ ଛାତ୍ରମାନଙ୍କ ପାଇଁ…