Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ଆମେରିକା: ଇସ୍ରାଏଲ-ୟୁଏଇ ଶାନ୍ତି ଚୁକ୍ତି ଉଦ୍ୟମ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ଇଭାଙ୍କା ଟ୍ରମ୍ପ ଏକ ଫକ୍ସ ନ୍ୟୁଜ୍ ରିପୋର୍ଟକୁ ଟୁଇଟ୍ କରିଛନ୍ତି, Trump nominated for Nobel Peace Prize by Norwegian…

ବେରୋଜଗାରୀ ବିରୋଧରେ ଦୀପ ଜାଳିବାକୁ ଲୋକଙ୍କୁ କହିଲେ ଆରଜେଡ଼ି ନେତା ତେଜସ୍ଵୀ ଯାଦବ

ପାଟନା: ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ବୁଧବାର ରାତି ୯ଟାରୁ ଟେରାସରେ, ବାଲକୋନୀରେ କିମ୍ବା ଘର ବାହାରେ ଡିଆ, ମହମବତୀ ଏବଂ ଦୀପ ଜାଳିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବିହାର ସରକାରଙ୍କ ଯୁବକମାନଙ୍କୁ ଚାକିରି ଯୋଗାଇବାରେ "ଅକ୍ଷମତା" ବିରୋଧରେ ଏହି ପ୍ରଦର୍ଶନ କରିବା କଥା ସେ…

ନିଶା ପାଇଁ ନାବାଳକକୁ ମର୍ଡର, ୪ ଗିରଫ

ଭୁବନେଶ୍ୱର: ନିଶା ପାଇଁ ନାବାଳକର ଗଲା ଜୀବନ । କିଛି ଅସମାଜିକ ଯୁବକଙ୍କୁ ଟଙ୍କା ନଦେବାରୁ ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ରାଜଧାନୀ ଭରତପୁର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ରାତିରେ ନାବଳକଙ୍କ…

ଆଇଏସ୍ ଅଫିସରଙ୍କ ପାଇଁ ଅଟୋ ଡ୍ରାଇଭର ପାଲଟିଲେ ଡାକ୍ତର !

କର୍ଣ୍ଣାଟକ: ପଢିଛନ୍ତି ଡାକ୍ତରୀ ପାଠ । ପେଶା ବି ଥିଲା ଡାକ୍ତର । ହେଲେ ଏବେ ଅଟୋ ଡ୍ରାଇଭର । ଖାସ ଜଣେ ଆଇଏସ୍ ଅଫିସରଙ୍କ ପାଇଁ । ଏହି ସମସ୍ତ ଧାଡି ପଢିବାକୁ ଅଖାଡୁଆ ଲାଗୁଥିବ । ହେଲେ ଘଟଣା ଭିତରରେ ରହସ୍ୟ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ୫୩ ବର୍ଷୀିୟ ଡାକ୍ତର ରବିନ୍ଦ୍ରନାଥ ।…

ଚାକିରୀ ପାଇଁ ସଂଗ୍ରାମ କରୁଥିବା ଯୁବକମାନଙ୍କୁ ସମର୍ଥନ କରିବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର କହିଛନ୍ତି ଯେ ରୋଜଗାର ପାଇଁ ସଂଗ୍ରାମ କରୁଥିବା ଯୁବକ ମାନଙ୍କୁ ସମର୍ଥନ କରିବାର ଆବଶ୍ୟକତା ରହିଛି । ଯୁବକମାନେ ଅଟକି ରହିଥିବା ନିଯୁକ୍ତି, ପରୀକ୍ଷା ତାରିଖ ଏବଂ ନୂତନ ଚାକିରି ଉପରେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହି ଦେଶର…

କଙ୍ଗନାଙ୍କ ଅଫିସ ଭଙ୍ଗା ଉପରେ କୋର୍ଟ ଲଗାଇଲେ ରୋକ, ବିଏମ୍‌ସିକୁ ଜବାବ ତଲବ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ୍ ଭାଙ୍ଗିବା ଉପରେ ଲାଗିଲା ରୋକ । ବମ୍ବେ ହାଇକୋର୍ଟ ଏହାଉପରେ ରହିତାଦେଶ ଲଗାଇଛନ୍ତି । ଏଥିସହ ଏନେଇ ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ (ବିଏମସି)କୁ ଜବାବ ତଲବ ମଧ୍ୟ କରିଛନ୍ତି । ଆଜି ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ…

କଙ୍ଗନା ରାନାୱତଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପରେ ଗୃହମନ୍ତ୍ରୀଙ୍କୁ ଆସୁଛି ଧମକ କଲ : ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିବାଦକୁ ନେଇ ପୁଣିଥରେ ଧମକ ଆସିଥିବା ସୂଚନା ମିଳିଛି। ଶ୍ରୀ ଦେଶମୁଖ ମଙ୍ଗଳବାର ଦିନ ହିମାଚଳ ପ୍ରଦେଶରୁ ଏବଂ ଅନ୍ୟ ଏକ ସ୍ଥାନରୁ ବିଭିନ୍ନ ସ୍ଥାନରୁ କଲ୍ ଗ୍ରହଣ କରିଛନ୍ତି । ଆଜି ସକାଳ ପ୍ରାୟ ୬ ଟା…

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ଯଦି ବିଡେନ…

ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସ ଭାଙ୍ଗିଲା ବିଏମସି

ମୁମ୍ବାଇ: ମୁମ୍ବାଇ ସ୍ଥିତ କଙ୍ଗନାଙ୍କ ଅଫିସକୁ ଭାଙ୍ଗିବା ଆରମ୍ଭ କରିଛି ମୁମ୍ବାଇ ପୋଲିସ । ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନା ରାଣାଓ୍ୱତଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ଅଫିସଟି ବେଆଇନ୍ ଭାବେ କରାଯାଇଥିବା ଦର୍ଶାଇ ଏହାର କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଛନ୍ତି ବିଏମସି…

ରିୟାଙ୍କ ନୂଆ ଠିକଣା ବାଇକୁଲା ଜେଲ୍, ଦୋଷୀ ହେଲେ ଏତେବର୍ଷ ଜେଲ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ରିୟ ଚକ୍ରବର୍ତ୍ତୀଙ୍କୁ ନୂଆ ଠିକଣା ମୁମ୍ବାଇ ବାଇକୁଲା ଜେଲ୍ । ଆଜି ତାଙ୍କୁ ୧୪ ଦିନ ପାଇଁ ସେ ସେଠାରେ ରହିବେ । ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ…