Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ଆକ୍ରମଣର ଜବାବ ପାଇଁ ସୀମାରେ ଭାରତ ସେନାକୁ ସଜାଗ କଲା

ନୂଆଦିଲ୍ଲୀ: ଚୀନର ଚାଲାକି ରୋକିବା ପାଇଁ ଭାରତ ସଜାଗ ରହିଛି । ଏବେ ଏଲଏସିରେ ଭାରତ ସେନା ସେମାନଙ୍କ ପୋଜିଶନ ବଦଳାଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛନ୍ତି । ଅକ୍ସାଇ ଚୀନ କ୍ଷେତ୍ରରେ ଡ୍ରାଗନ ତାର ସୈନ୍ୟ ଶକ୍ତି ବୃଦ୍ଧି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ସେନା ଲଦାଖରେ…

[ଭାଇରାଲ୍ ଭିଡିଓ] ମହିଳାଙ୍କ ପେଟରୁ ବାହାରିଲା ୪ଫୁଟର ସାପ !

ଭୁବନେଶ୍ୱର: କଥାଟା ହଜମ ହେଉନଥିଲେ ବି ସତ । ଜଣେ ମହିଳାଙ୍କ ପାଟି ବାଟ ଦେଇ ପେଟରୁ ବାହାରିଲା ୪ଫୁଟ୍‌ର ସାପ । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଥିଲା । ଭିଡିଓରେ ଡାକ୍ତରମାନେ ଜଣେ ମହିଳାଙ୍କ ପାଟିରୁ ଏକ ଟ୍ୟୁବ୍ ଜରିଆରେ ସାପ ବାହାର…

ମୁହାଁମୁହିଁ ହେବେ ପ୍ରଭାସ୍ ଓ ସୈଫ !

ମୁମ୍ବାଇ: ଆଗକୁ ଆସୁଛି ଟଲିଉଡ ସୁପରଷ୍ଟାର ପ୍ରଭାସଙ୍କ ପାୱାର ପ୍ୟାକ୍‌ଡ୍ ମୁଭି ଆଦିପୁରୁଷ । ପ୍ରାୟତଃ ଷ୍ଟାରକାଷ୍ଟଙ୍କ ଚୟନ ସରିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ଆଉ ଏକ ବଡ ନାଁ । ନେଗେଟିଭ ରୋଲ୍‌ରେ ପ୍ରଭାସ୍‌ଙ୍କୁ ଟକ୍କର ଦେବେ ପଟୈଦୀ ଖାନଦାନର ଲାଡଲା ସୈଫ୍ ଅଲ୍ଲି ଖାନ । ଫିଲ୍ମ…

ଇଣ୍ଡଷ୍ଟ୍ରୀ ଥଣ୍ଡା, ହେଲେ ସଲମାନଙ୍କ ପକେଟ୍ ଗରମ୍ !

ମୁମ୍ବାଇ: କରୋନା ପାଇଁ ଠପ୍ ପଡିଛି ବଲିଉଡ ତଥା ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀ । ହେଲେ ସଲମାନ ଓରଫ ସଲ୍ଲୁମିଆଁଙ୍କ ଭାଉ କମିବାର ନାଁ ଧରୁନି । ଗତବର୍ଷ ବିଗ୍‌ବସ୍‌ର ପ୍ରତିଟି ଏପିସୋଡ୍ ପାଇଁ ସଲମାନ ୧୫.୫କୋଟି ଟଙ୍କା ନେଉଥିଲେ । ହେଲେ ଚଳିତବର୍ଷ ତାଙ୍କ ପାଉଣା ଆପଣଙ୍କ ହୋସ୍ ଉଡାଇଦେବ ।…

୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୪% କରୋନା ମାମଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୫୪% କରୋନା ମାମଲା ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛି । ଅନ୍ୟପଟେ ୫୧ % ମୃତ୍ୟୁ ମାମଲା ୬୦ ବା ତାଠାରୁ ଉର୍ଦ୍ଧ୍ୱ ବୟସରେ ହୋଇଥିବା ରେକର୍ଡ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ୧୫୭୮ ଟି କୋଭିଡ ଡାକ୍ତରଖାନା…

ଦେଶରେ ୨୪ ଘଣ୍ଟାରେ ୮୩ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା…

ଖସିଲା ସୁନା ଦର; ଜାଣନ୍ତୁ କେତେ ଅଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଶସ୍ତା ହେଉଛି ସୁନା । ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଏବଂ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି । ବୁଧବାର ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି ଗ୍ରାମ ସୁନା ମୂଲ୍ୟରେ ୬୧୪ ଟଙ୍କା ହ୍ରାସ ହୋଇଥିବା…

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା…

ଆଉ ଛପା ଯିବ ନାହିଁ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର, ଡିଜିଟାଲ ମୋଡରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଏଣିକି ସବୁ ପ୍ରକାର ସରକାରୀ କ୍ୟାଲେଣ୍ଡର, ଡାଏରୀ, ସିଡ୍ୟୁଲର ଓ ଅନ୍ୟାନ୍ୟ ସମାନ ଉଦ୍ଦେଶ୍ୟଯୁକ୍ତ ସାମଗ୍ରୀ ପୂର୍ବଭଳି ଛପାଯିବ ନାହିଁ । ଏହା ପରିବର୍ତ୍ତେ ସେସବୁକୁ ଡିଜିଟାଲ ମୋଡ଼ରେ ଉପଲବ୍ଧ କରାଯିବ । ସେହିଭଳି କଫି ଟେବୁଲ୍ ବୁକମାନଙ୍କର ପ୍ରକାଶନ ମଧ୍ୟ ବନ୍ଦ କରାଯିବ । ତାହା…