Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୌସୁମୀ ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ସାଂସଦଙ୍କ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ସାଂସଦ ମାନେ କରୋନା ପରୀକ୍ଷା କରାଇବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପାର୍ଲିଆମେଣ୍ଟ…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି…

ଆଇଏଏସ୍ ଉଷା ପାଢୀ ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି

ନୂଆଦିଲ୍ଲୀ: ଆଇଏଏସ୍ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ(ବିସିଏଏସ୍‌)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ସେ ଦାୟିତ୍ୱରେ ଯୋଗ ଦେଇଥିବା ବେଳେ ଏ ନେଇ ଶ୍ରୀମତୀ ପାଢୀ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ବିସିଏଏସ ଡିଜି…

ଟ୍ରକ୍ ଅଟକାଇ ୬ କୋଟି ମୂଲ୍ୟର ମୋବାଇଲ୍ ଫୋନ୍ ଲୁଟ୍ !

ଆନ୍ଧପ୍ରଦେଶ: ଦିନ ଦ୍ୱିପହରେ ଜାତୀୟ ରାଜପଥରେ ବଡ ଧରଣର ଲୁଟ୍ । ଟ୍ରକ୍‌ରୁ ଲୁଟେରା ଲୁଟିନେଲେ ୬କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ । ଏହି ମାମଲାର ପୋଲିସ ତଦନ୍ତ କରୁଥିଲାବେଳେ ଯୋଜନାବଦ୍ଧ ଭାବେ ଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି । ମଙ୍ଗଳାବର ୬ରୁ ୭ଜଣ ଅଜଣା ବ୍ୟକ୍ତି ଆନ୍ଧ୍ରପ୍ରଦେଶ ଓ…

ଡିସେମ୍ବରରେ ପାଇଲଟ୍ ହେବେ କଙ୍ଗନା ରଣାୱତ !

ମୁମ୍ବାଇ: ପାଇଲଟ୍ ବନିବେ କଙ୍ଗନା ରଣାୱତ୍ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ହେଲେ ରିୟଲ୍‌ରେ ନୁହେ ବରଂ ରିଲ୍ ଲାଇଫରେ ତାଙ୍କୁ ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫିଲ୍ମର ଟାଇଟଲ ତେଜସ୍ ରହିଥିଲାବେଳେ…

ୟୁଜିସି ପରୀକ୍ଷା ନେଇ କ’ଣ କହିଲେ ସୁପ୍ରିମକୋର୍ଟ, ଜାଣନ୍ତୁ

ନୂଆଦିଲ୍ଲୀ: ଗତ ଜୁଲାଇ ୬ରେ ୟୁଜିସି ଜାରି କରିଥିବା ସର୍କୁଲାରକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି/ପିଜି ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅବସରରେ ଜଷ୍ଟିସ୍ ଅଶୋକ ଭୂଷଣ, ଆର୍ ସୁଭାଷ ରେଡ୍ଡୀ ଏବଂ ଏମଆର…

ସେପ୍ଟେମ୍ବର ୧୦ରେ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ରାଫେଲ୍ ଜେଟ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୦ ତାରିଖ ଦିନ ଅମ୍ବାଲା ଏୟାର୍‌ବେସ୍‌ରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବ ଲଢୁଆ ରାଫେଲ୍ ଯୁଦ୍ଧ ବିମାନ । ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ…

କରୋନା ବାହାନାରେ ହସ୍ପିଟାଲରୁ କଏଦୀ ଚମ୍ପଟ୍ !

ହାଇଦ୍ରାବାଦ: କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ୨୯ଜଣ କଏଦୀ । ହେଲେ କରୋନାକୁ ଆଳ କରି ଚମ୍ପଟ ମାରିଲେ ୪ କଏଦୀ । କଏଦୀଙ୍କ ପାଇଁ ପୋଲିସ ନାକେଦମ ହୋଇଥିଲାବେଳେ ସିସିଟିଭ ଫୁଟେଜରୁ ମିଳିଲାନି କୌଣସି ସୁରାକ୍ । ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲରେ ୧୫ଦିନ ପୂର୍ବରୁ…

ସାତ ମାସରେ ଯେତିକି, ଅଗଷ୍ଟରେ ତାଠୁ ଲକ୍ଷେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ପାର କରିଛି । ଅଗଷ୍ଟ ଶେଷ ସପ୍ତାହରେ ଦେଶରେ ନୂଆ ରେକର୍ଡ କରିଛି କରୋନା । ଚଳିତମାସର ରେକର୍ଡ କହୁଛି ଦେଶରେ ମହାମାରୀ ଝଡ଼ ସୃଷ୍ଟି କରିଛି । ଫେବ୍ରୁଆରୀରୁ ଜୁଲାଇ (୬ ମାସ) ଭିତରେ ଦେଶରେ ଯେତିକି…