Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁଶାନ୍ତ ମୋ ସ୍ୱପ୍ନରେ ଆସି ସବୁ ସତ କହିବା ପାଇଁ କହିଛନ୍ତି: ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ:" ସୁଶାନ୍ତ ମୋ ସ୍ୱପ୍ନରେ ଆସିଥିଲେ, ମତେ କହିଲେ ଏବେ ଆଉ ଚୁପ ରୁହନାହିଁ । ସତ କଣ ସମସ୍ତଙ୍କୁ କହି ଦିଅ" ଏଭଳି ଏକ ବୟାନ ଦେଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ। ଦିନକୁ ଦିନ ନୂଆ ମୋଡ଼ ନେଉଛି ସ୍ବର୍ଗତ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ…

ଦେଶରେ ୩୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୭୮ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୮ ହଜାର ୭୬୧ ଭୂତାଣୁ ସଂକ୍ରମିତ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଚାରି ଦିନ ପରେ…

ଲତା ମଙ୍ଗେସକରଙ୍କ ବିଲଡିଂ ସିଲ୍

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିଲଡିଂକୁ ସିଲ୍ କରିଛି ମୁମ୍ୱାଇ ମୁନିସିପାଲ୍ କର୍ପୋରେସନ୍ (ବିଏମସି) । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ଭାବରେ ଲତାଙ୍କ ପ୍ରଭାକୁଞ୍ଜ ବାସଭବନକୁ ସିଲ୍ କରାଯାଇଛି । ଲତା ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତମାନ…

ଡିଜିଟାଲ କାରବାର ଉପରେ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ, ଆଦେଶ ଜାରୀ କଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରୁପେ କାର୍ଡ କିମ୍ବା ଭୀମ-ୟୁପିଆଇ ସହିତ କାରବାର ଉପରେ ଫି ଆଦାୟ କରୁଥିବା ବ୍ୟାଙ୍କମାନଙ୍କୁ ଆୟକର ବିଭାଗ କଠୋର ନିର୍ଦ୍ଦେଶ ଦେଇଛି। ବିଭାଗ କହିଛି ଯେ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୁଳ୍କ ଫେରସ୍ତ କରାଯିବା ଉଚିତ। ଭବିଷ୍ୟତରେ,…

ଦେଶରେ ୩୪ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମୋଟ୍ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଯାବତ୍ କରୋନାଭାଇରସ ସଂକ୍ରମଣରେ ୬୨ ହଜାର ୫୫୦ ଜଣ…

ସେନା ଏନକାଉଣ୍ଟରରେ ୭ ଆତଙ୍କବାଦୀ ନିହତ!

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟାରେ ପୁଲୱାମା ଓ ସୋପିଆନ୍‌ରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀର ଜୋନ୍ ପୋଲିସର ସୂଚନାନୁଯାୟୀ ଦକ୍ଷିଣ କାଶ୍ମୀର ସ୍ଥିତ ପୁଲୱାମା…

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।…

ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

-ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ…

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…