Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ଆଜି କେତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ବଲିଉଡର ଏହି ତାରକାଙ୍କର ନିଜ ଶାଶୁଙ୍କ ସହ କିଭଳି ରହିଛି ସମ୍ପର୍କ; ଆସନ୍ତୁ ଜାଣିବା

ମୁମ୍ବାଇ: ଶାଶୁ ବୋହୁ ସମ୍ପର୍କରେ ସାମାନ୍ୟ ତିକ୍ତତା ରହିବା ଅତି ସାଧାରଣ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଶାଶୁ ବୋହୁ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ତିକ୍ତତା ବଦଳରେ ଭଲପାଇବା ଦେଖିବାକୁ ପାଇଛୁ । ଆମେ କହୁଛୁ ବଲିଉଡର ଷ୍ଟାର ଶାଶୁ ବୋହୁଙ୍କ ସମ୍ପର୍କରେ। ଏହି…

ରାୟଗଡରେ ୫ ମହଲା କୋଠା ଭୁଷୁଡି ୧ ମୃତ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡରେ ଅଘଟଣ । ମୁମ୍ବାଇରୁ ୧୭୦ କିଲୋମିଟର ଦୂର ରାୟଗଡ ଜିଲ୍ଲା ମହଡ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଷୁଡି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଅନେକ ଏବେ ବି ଭଙ୍ଗା କୋଠା ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଆଜି ସନ୍ଧ୍ୟା ୬ଟା ୫୦ ସମୟରେ ଏହି…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହରିୟାଣା: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଥିଲି । ଆଜି ତାର ରିପୋର୍ଟ ପଜିଟିଭ…

କିମ୍ ଜୋଙ୍ଗ ଉନ ମୃତ !

ପ୍ୟାଙ୍ଗୟଙ୍ଗ: ଏବେ କିଛି ଦିନ ହେବ ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ରବିବାର ସେ କୋମା ଷ୍ଟେଜରେ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ସୋମବାର ରୟ କେଲୀ ନାମକ ଏକ ପତ୍ରକାର ଦୃଢ଼ତା ସହକାରେ କହିଛନ୍ତି କିମ୍…

ସରିଲା ହାଇଡ୍ରାମା: ସୋନିଆ ରହିଲେ ଅନ୍ତରୀଣ ଅଧ୍ୟକ୍ଷା

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଆସି କଂଗ୍ରେସର କାର୍ଯ୍ୟକାରଣୀ ବୈଠକରେ ଚାଲିଥିବା ଦିନ ତମାମ ହାଇଡ୍ରାମା । ଆରୋପ ପ୍ରତ୍ୟାରୋପ ମଧ୍ୟ ହେଲା । ବେଶ୍ ମାନସମନ୍ଥନ ହେଲା କିନ୍ତୁ କିଛି ବଦଳିଲାନି । ଶେଷରେ ସୋନିଆ ଗାନ୍ଧୀ ହିଁ ରହିଲେ ଦଳର ଅନ୍ତରୀଣ ଅଧ୍ୟକ୍ଷା । ବର୍ତ୍ତମନା…

ଟ୍ରମ୍ପଙ୍କୁ ତାଙ୍କ ଭଉଣୀ ମିଛୁଆ, କ୍ରୁର କହିଲେ !

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ଶକ୍ତ ଧକ୍କା ଲାଗିଛି । ନିର୍ବାଚନ ପୂର୍ବରୁ ତାଙ୍କ ଭଉଣୀ ଜଜ ମାରିଅନ ଟ୍ରମ୍ପଙ୍କ ଏକ ଅଡିଓ ଟେପ୍ ଲିକ୍ ହୋଇଛି । ଏଥିରେ ପୂର୍ବତନ ଫେଡରଲ ନିଜ ଭାଇଙ୍କୁ ମିଛୁଆ ଓ କ୍ରୁର କହିଥିଲେ । ତାଙ୍କ ଭଣଜା ଏହି ଟେପ୍ ରେକର୍ଡ କରିଥିବା ସ୍ୱୀକାର କରିଛନ୍ତି ।…

କଂଗ୍ରେସରେ ବରିଷ୍ଠ ନେତାଙ୍କ ବଦଳୁଛି ମତ

ନୂଆଦିଲ୍ଲୀ: ନେତୃତ୍ୱ ପରିବର୍ତ୍ତନ ନେଇ କଂଗ୍ରେସରେ ଟଣାଓଟରା ଚାଲିଥିବା ବେଳେ ବଦଳୁଛି ବରିଷ୍ଠ ନେତାଙ୍କ ମତ । ରାହୁଲ ଗାନ୍ଧିଙ୍କ ବିଜେପି ଷଡଯନ୍ତ୍ର ଥିଓରୀକୁ ନେଇ ପ୍ରଶ୍ନ ଉଠାଇଥିବା ଦଳର ବରିଷ୍ଠ ନେତା କପିଲ ସିବଲ ନିଜର ଟ୍ୱିଟ୍ ଫେରାଇନେଇଛନ୍ତି । ସିବଲ କହିଛନ୍ତି, ରାହୁଲ ବ୍ୟକ୍ତିଗତ…

ସିଡବ୍ଲୁସି ବୈଠକ: ନେତୃତ୍ୱ ପରିବର୍ତ୍ତନ ଚିଠିର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆ ଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ମୁଖିଆ ପ୍ରସଙ୍ଗରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ବରିଷ୍ଠ ନେତାଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ବିଶେଷ କରି ନେତୃତ୍ୱ ପରିବର୍ତ୍ତନ ସମ୍ପର୍କିତ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧି । ସିଡବ୍ଲୁସି ବୈଠକରେ ରାହୁଲ…

ଡିସେମ୍ବର ୩୧ ଯାଏଁ ପୁଣି ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ନୂଆଦିଲ୍ଲୀ: ଦେଶରେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ରର ଅବଧିକୁ ଆସନ୍ତା ଡିସେମ୍ବର ଯାଏଁ ବଢାଇଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ୨୦୨୦ ମସିହା ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏଁ ଗାଡି ଫିଟନେସ୍‌, ପରମିଟ୍‌, ଲାଇସେନ୍ସ, ପଞ୍ଜିକରଣ ସମେତ ଅନ୍ୟ ଡକ୍ୟୁମେଣ୍ଟର ବୈଧତା ବୃଦ୍ଧି…