Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ଦେଶରେ କମିଛି ପଜିଟିଭ୍ ଓ ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୫୮୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୮୨ ହଜାର ୧୭୦ । ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ପାଖାପାଖି ୧୨ ହଜାର…

ସୁଶାନ୍ତ ସିଂ ମୃତ୍ୟୁ ମାମଲା ଉପରୁ ହଟିବ ପରଦା: ସିବିଆଇ ହାତରେ ଏମ୍ସ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରୁ ହଟିବ ପରଦା । ସାମ୍ନାକୁ ଆସିବ ସତ । ଜଣାପଡିବ ହତ୍ୟା ନା ଆତ୍ମହତ୍ୟା । ଏବେ ସିବିଆଇ ହାତରେ ଲାଗିଛି ସୁଶାନ୍ତ ସିଂଙ୍କ ଏମ୍ସ ରିପୋର୍ଟ । ବିଭିନ୍ନ ଦିଗକୁ ଯାଂଚ କରି ଏମ୍ସର ସ୍ୱତନ୍ତ୍ର ଟିମ୍ ସିବିଆଇକୁ ରିପୋର୍ଟ ଦେଇଛନ୍ତି । ଏହି…

ଆଜି ଆସିବ ଅନଲକ୍-୫ ଗାଇଡଲାଇନ୍, ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: ଦେଶରେ ମାଡ଼ି ମାଡ଼ି ଚାଲିଛି କରୋନା କାୟା । ଆସନ୍ତାକାଲି ଶେଷ ହେଉଛି ଅନଲକ୍ ୪ । ଆଜି ଆସିପାରେ ଅନଲକ୍ ୫ ଗାଇଡଲାଇନ୍ । କଣ ଖୋଲିବ, କେଉଁ କ୍ଷେତ୍ରକୁ କଟକଣାରୁ ବାଦ ଦିଆଯିବ ତାଉପରେ ସମସ୍ତଙ୍କ ନଜର । ଅନଲକ୍ ୫ରେ ସମସ୍ତଙ୍କ ନଜର ରହିଛି ସ୍କୁଲ, କଲେଜ, ଟ୍ରେନ୍ ଓ ସିନେମା ହଲ୍…

ରିୟାଙ୍କୁ ବେଲ୍ ହେବ ନା’ ଜେଲ୍‌, ବମ୍ବେ ହାଇକୋର୍ଟରେ ଫଇସଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ହେବ ନା ଜାମିନ ମିଳିବ । ତା’ଉପରେ ଆଜି ଫଇସଲା ଶୁଣାଇବେ ବମ୍ବେ ହାଇକୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ମଧ୍ୟ ଜାମିନ ଆବେଦନର ଆଜି…

ଆସାମରେ ପୁଣି ବନ୍ୟା, ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଦିସପୁର: ଆମାସରେ ପୁଣି ବନ୍ୟା । ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟାକୁ ସାମ୍ନା କୁରଛି ଆସାମ । ବନ୍ୟା ଯୋଗୁଁ ୧୩ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ସୂଚନା ଅନୁସାରେ ସୋମବାର ଆସମରେ ପ୍ରବଳ ବର୍ଷା ଯୋଗୁଁ ସେଠାକାର ବନ୍ୟା ସ୍ଥିତି ଆହୁରି ବିଗିଡି ଯାଇଛି । କରୋନା…

ନିର୍ଭୟ ମିସାଇଲ୍: ଲଦାଖରୁ ମାରିଲେ ତିବ୍ଦତରେ ଟାର୍ଗେଟ ଭେଦିବ, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଭାରତ-ଚୀନ୍ ସୀମା ବିବାଦ । ଏଲଏସିରେ ଏବେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଠୁଳ କଲେଣି । ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସୀମାରେ ସବୁଠୁ ଶକ୍ତିଶାଳୀ ମିସାଇଲକୁ ମୁତୟନ କରିଛି । ତୟାର ରହିଛି ନିର୍ଭୟ ମିସାଇଲ୍ । ଶହ ଶହ…

ପୁଣି ଥରେ ଜେରା ହେବେ ଦୀପିକା, ଶ୍ରଦ୍ଧା, ସାରା ଓ ରକୁଲ: ରିପୋର୍ଟ

ମୁମ୍ବାଇ: ଡ୍ରଗ୍ ଲିଙ୍କ ମାମଲାରେ ଆସିଛି ବଲିଉଡର ଆଗଧାଡ଼ିର ନାୟିକାଙ୍କ ନାମ। ଏନସିବି ଯାଞ୍ଚ ବେଳେ ଦୀପିକା ପାଦୁକୋନ୍, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ ସମାନ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ଏହି…

ଗୁଜୁରାଟରେ ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୩ ମୃତ

ବଡୋଦ୍ରା: ଗୁଜୁରାଟର ବଡୋଦ୍ରା ସ୍ଥିତ ଭାବନୀପୁରମ ଅଞ୍ଚଳରେ ଭୁଶୁଡି ପଡୁଛି ଏକ ୩ ମହଲା ବିଶିଷ୍ଟ ନିର୍ମାଣଧିନ କୋଠା । ଏଥିରେ ପ୍ରାୟ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।…

ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ

ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ । ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ…

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…