Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିଶୁକନ୍ୟାର ଦାମ୍ ରହିଥିଲା ମାତ୍ର ୪୦ହଜାର ଟଙ୍କା !

ନୂଆଦିଲ୍ଲୀ: ୨ମାସର ଶିଶୁକନ୍ୟାକୁ ନେଇ ହୋଇଥିଲା ବିଜନେସ୍ ଡିଲ୍ । ହେଲେ କେହି ବାହାର ଲୋକ ନୁହେଁ ବରଂ ଖୋଦ ତା ବାପା ସାଜିଥିଲା ସୌଦାଗର । ଟଙ୍କା ଧାର୍ଯ୍ୟ କରିବା ଓ ତାକୁ ବିକ୍ରି କରିବାରେ ଖଳନାୟକ ସାଜିଥିଲା ଖୋଦ ଶିଶୁକନ୍ୟାର ବାପା । ତେବେ ଥରେ ନୁହେଁ ବରଂ ବାରମ୍ବାର ସେହି…

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର…

କରୋନା ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ମୁକ୍ତ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ନିଜେ ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏଥି ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ଶୁଭେଚ୍ଛୁ ଯେଉଁମାନେ…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…

ଛୋଟ ପରଦାକୁ ଫେରୁଛନ୍ତି କମେଡି ଷ୍ଟାର ସୁନୀଲ ଗ୍ରୋଭର !

ମୁମ୍ବାଇ: ପୁଣିଥରେ ଦର୍ଶକଙ୍କୁ ହସେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନୀଲ ଗ୍ରୋଭର । ଗ୍ୟାଙ୍ଗ ଅଫ୍ ଫିଲ୍ମିସ୍ତାନ ଭଳି ବ୍ରାଣ୍ଡ ନ୍ୟୁ ସୋ' ଜରିଆରେ ସେ ଦର୍ଶକଙ୍କ ନିକଟକୁ ଆସୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହେବାକୁ ଥିବା ଏହି କମେଡି ସୋ'ରେ ବହୁ ଜଣାଶୁଣା କମେଡି କଳାକାରଙ୍କୁ…

ରାଜସ୍ଥାନରେ ଆସ୍ଥା ଭୋଟ୍ ଜିଣିଲେ ଅଶୋକ ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାର ଦିନ ଆସ୍ଥା ଭୋଟରେ ବହୁମତ ହାସଲ କରିଛନ୍ତି । ରାଜସ୍ଥାନ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ଆଗତ ହୋଇଥିଲା ବେଳେ ଗେହଲଟ୍ ସରକାର ବହୁମତ ହାସଲ କରିଥିଲେ । ବିରୋଧି ମାନଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ବହୁମତ…

ଭାରତୀୟ ସ୍କୁଲ, ହେଲେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା !

ମହାରାଷ୍ଟ୍ର: ଔରଙ୍ଗାବାଦର ଏକ ସ୍କୁଲ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ସ୍କୁଲରେ ଛାତ୍ରଛାତ୍ରୀ କହୁଛନ୍ତି ଜାପାନିଜ ଭାଷା । ହେଲେ କାହିଁକି ଓ କେମିତି ଆସନ୍ତୁ ଜାଣିବା । ରୋବୋଟିକ୍ସ ଓ ଜାପାନୀ କୌଶଳ ପ୍ରତି ଆକର୍ଷଣ ଏହି ପିଲାଙ୍କ ମନରେ…

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ‘ଓଡିଆ ଭାଷା’କୁ ସ୍ଥାନ ମିଳିବା ନେଇ କମ୍ପାନୀ ପକ୍ଷରୁ ଏକବିବୃତ୍ତିରେ କୁହାଯାଇଛି । ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍‌, ଅଫିସ୍‌, ଟ୍ରାନ୍ସଲେଟର ଫର୍ ବିଙ୍ଗ, ବ୍ୟବସାୟ ଓ ଡେଭଲପପରଙ୍କ ପାଇଁ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର…

ସ୍ୱାଧୀନତା ଦିବସ ଅବସରରେ ଓଡିଶାରୁ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ପୋଲିସ ଅଧିକାରୀଙ୍କୁ ଦିଆଯିବାକୁ ଥିବା ପଦକ ସମ୍ପର୍କରେ ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନାମ ଘୋଷଣା କରାଯାଇଛି। ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ…

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ । ୨ମାସ ବିତି ଗଲାଣି ସୁଶାନ୍ତଙ୍କ…