Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୫୦ ବର୍ଷ ପରେ ବ୍ରିଟେନରେ ଦେଖାଗଲା ବିରଳ ନୀଳ ପ୍ରଜାପତି

ଲଣ୍ଡନ:ଦୀର୍ଘ ୧୫୦ ବର୍ଷ ପରେ ବ୍ରିଟେନରେ ବିରଳ ନୀଳ ପ୍ରଜାପତି ଦେଖିବାକୁ ମିଳିଛି । ୧୯୭୯ ପରଠାରୁ ଏହା ଆଉ ଦେଖା ଯାଉ ନ ଥିଲା । କରୋନା ଯୋଗୁ ବିଶ୍ୱରେ ପ୍ରଦୂଷଣ ହାର କମିଛି । କଟସୋଲ୍ଡ ପାହଡରେ ଏହି ପ୍ରଜାପତି ଦେଖିବାକୁ ମିଳିଛି । ଗତବର୍ଷ ରୋଡବୋରୋ କମନ ଏଥିପାଇଁ ୮୬୭ ଏକର ଜମି ପ୍ରଦାନ…

ପ୍ରଧାନମନ୍ତ୍ରୀ କହିଲେ ଦେଶରେ କେବେ ଆସିବ କରୋନା ଟିକା ?

ନୂଆଦିଲ୍ଲୀ: କରୋନା ସହ ଲଢୁଛି ସାରା ଦେଶ । ଏବେ ଭ୍ୟାକିସିନ ବିକଶିତ କରିବାରେ ଲାଗିଛନ୍ତି ବିଶ୍ୱର ବିଭିନ୍ନ ଦେଶ । ଭାରତରେ କେବେ ଆସିବ କରୋନା ଟିକା, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଭ୍ୟାକସିନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଐତିହାସିକ ଲାଲକିଲ୍ଲାରୁ…

ଭାରତରେ ୨୪ ଘଣ୍ଟାରେ ୬୫ ହଜାରରୁ ଉର୍ଦ୍ଧ୍ୱ ପଜିଟିଭ, ୯୯୬ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୫,୨୬,୧୯୩କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ସୀମାରେ ଯବାନ ପାଳିଲେ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ସୀମାରେ ଯବାନ ପାଳିଲେ ୭୪ତମ ସ୍ୱାଧୀନତା ଦିବସ । ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାବାହିନୀ । ଲଦାଖରେ ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ୍ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଆଇଟିବିପି ଯବାନ । Indo-Tibetan Border Police (ITBP)…

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ, ଗୁଗୁଲର ଡୁଡୁଲ୍ ଜାରି

ନୂଆଦିଲ୍ଲୀ: ସାରା ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ମୁମ୍ବାଇର ଜଣେ ଆର୍ଟିଷ୍ଟ ସଚିନ ଘାନେକର ପ୍ରସ୍ତୁତ କରିଛନ୍ତି । ଏହି…

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା କଟକଣା ଭିତରେ ଏବର୍ଷ ପାଳିତ ହୋଇଛି ସ୍ୱାଧୀନତା…

ଲଗାତାର ସପ୍ତମ ଥର ଲାଲକିଲ୍ଲାରୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥର ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । କରୋନା…

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ଆଜି ପୂରିଛି ୭୪ ବର୍ଷ । ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ, କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଚଳିତବର୍ଷ କରୋନା ଯୋଗୁ କଟକଣା ଭିତରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । କିନ୍ତୁ ଦେଶବାସୀଙ୍କ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନ ମହାମାରୀ ଆରମ୍ଭରେ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ । କୋଭିଡ୍ ନେଇ ସଚେତନ କରାଉଥିବା ଅଧିକାରୀ ନିଜେ କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍…

୭୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ‘ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହ ଧୁମଧାମରେ ପାଳନ ହେବନାହିଁ । କରୋନା ପାଇଁ ଆମ…