Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ୪୦ ସହରରେ କର୍ଫ୍ୟୁ, ହ୍ୱାଇଟ ହାଉସ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ଟ୍ରମ୍ପଙ୍କୁ ନିଆଗଲା

ୱାଶିଂଟନ: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ଘଟଣା ନେଇ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଛି । ରିପୋର୍ଟ ମୁତାବକ ୪୦ ସହରରେ କର୍ଫ୍ୟୁ ଲଗାଯାଇଛି । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିଲା । ପରିସ୍ଥିତି…

ସମୁଦ୍ର ସେତୁ ଅଭିଯାନ: ଶ୍ରୀଲଙ୍କାରୁ ତାମିଲନାଡୁ ଫେରୁଛନ୍ତି ୭୦୦ ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନା ଆରମ୍ଭ କରିଛି ସମୁଦ୍ର ସେତୁ ଅଭିଯାନର ଆଗାମୀ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଧରି…

ସଂକ୍ରମଣରେ ୮ମ ସ୍ଥାନରେ ଭାରତ: ୧ ଲକ୍ଷ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବେକାବୁ ହେଉଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣରେ ଅନ୍ୟ ଦେଶକୁ ପଛରେ ଛାଡି ୮ମ ସ୍ଥାନରେ ପହଞ୍ଚିଛି ଭାରତ। ଯାହା ନିହାତି…

ଆଜିଠୁ ଚାଲିବ ୨୦୦ଟି ସ୍ୱତନ୍ତ୍ର ଟ୍ରେନ; ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ଆଂଶିକ ଭାବେ ଆରମ୍ଭ ହେଉଛି ରେଳବାଇ ସେବା । ପ୍ରଥମ ଦିନରେ ୨୦୦ ଟ୍ରେନ ଚଳାଚଳ କରିବ ଏବଂ ଏଥିରେ ୧.୪୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଟ୍ରେନଗୁଡ଼ିକର ତାଲିକା ଏବଂ ତତସଂଲଗ୍ନ ସୂଚନା ନିମ୍ନରେ ଦିଆଯାଇଛି। ଶ୍ରମିକ ସ୍ପେଶାଲ ଟ୍ରେନ ଓ…

‘ଟ୍ରୁ କଲର’ ବ୍ୟବହାରକାରୀ ସାବଧାନ; ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ !

ଭୁବନେଶ୍ୱର: ଆପଣଙ୍କ ଫୋନରେ ରହିଛିକି 'ଟ୍ରୁ କଲର' ଆପ ? ଯଦି ହଁ, ତେବେ ହୋଇ ଯାଆନ୍ତୁ ସତର୍କ । ଜୀବନକୁ ସରଳ ଓ ସୁବିଧାଜନକ କରିବା ପାଇଁ ଆମେ ମୋବାଇଲରେ ଅନେକ ପ୍ରକାର ଆପ ଇନଷ୍ଟଲ କରିଥାଉ । ଆପ୍ ଟିଏ ଇନଷ୍ଟଲ କରିବା ସମୟରେ ଏହାର ଟର୍ମ ଓ କଣ୍ଡିସନ ସମ୍ପର୍କରେ ପ୍ରୟତଃ କେହି…

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ…

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ…

ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ସିଂହ ମହାରାଜଙ୍କୁ କରୋନା

ଡେରାଡୁନ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂହ ମହାରାଜ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସତପାଲ୍ କରୋନା ସଂକ୍ରମିତ…

ସୋମବାରଠୁ ଦେଶରେ ଗଡିବ ୨୦୦ ଟ୍ରେନ୍‌, କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଜୁନ୍ ୧ ରୁ ଅର୍ଥାତ ସୋମବାରଠାରୁ ଦେଶରେ ୨ଶହ ଟ୍ରେନ୍ ଗଡିବ । ପ୍ରଥମ ଦିନରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ଏବେ ସୁଦ୍ଧା ଜୁନ ୧ ରୁ ଜୁନ ୩୦ ପର୍ଯ୍ୟନ୍ତ ୨୬ ଲକ୍ଷ ଯାତ୍ରୀ ଆଗୁଆ ସିଟ୍ ରିଜରଭେସନ କରି ସାରିଛନ୍ତି। ତେବେ ରେଳ ଯାତ୍ରୀଙ୍କ ପାଇଁ କେତେକ ଗାଇଡଲାଇନ୍ ଜାରି…

ତାଇୱାନକୁ ଚୀନର ଧମକ: ମିଲିଟାରୀ ଆକ୍ସନ ଶେଷ ବିକଳ୍ପ

ବେଜିଂ: ଚୀନ ଏବେ ତାଇୱାନକୁ ଖୋଲାଖୋଲି ଭାବେ ଧମକ ଦେଇଛି । ଆବଶ୍ୟକ ପଡିଲେ ମିଲିଟାରୀ ଆକ୍ସନର ପନ୍ଥ ଗ୍ରହଣ କରାଯିବ ବୋଲି ଚୀନ ଧମକ ଦେଇଛି । ଚୀନ ସେନାର ବରିଷ୍ଠ ଜେନେରାଲ ଲି ଜୁଓଚେଙ୍ଗ କହିଛନ୍ତି କି ଆମେ ତାଇୱାନରେ ମିଲଟାରୀ ଆକ୍ସନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ମିଲଟାରୀ ଆକ୍ସନ…