Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୋର ଫେରାଇଦେଲା ଚୋରି କରିଥିବା ବାଇକ୍‌

ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର…

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା, ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରାନ୍ତ

ୟେରେଭାନ୍‌: ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ କରୋନା ସଂକ୍ରମିତ ଥିବା ସୋମବାର ଜଣାପଡିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କରୋନାର କୌଣସି ଲକ୍ଷଣ ନ ଥିବା ସତ୍ୱେ ନିକୋଲଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ନିକଟରେ ଏକ ବୈଠକରେ ଜଣେ…

ବଢ଼ିଲା ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ୧୪ଟି ଖରିଫ ଫସଲର ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି…

ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଋଣ, ୭% ସୁଧ ଛାଡ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ବସିଥିଲା । ଏଥିରେ କେତକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଶିଳ୍ପ ସହ ରାସ୍ତାକଡ଼ରେ ବିକ୍ରି କରୁଥିବା ଦୋକାନୀ ଓ ଚାଷ ଉପରେ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀଙ୍କ ୩ ଲକ୍ଷ ଋଣ ଉପରେ ୨% ସୁଧ ଛାଡ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଖବର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ର କ୍ୟାବିନେଟର ଆଜି ଏକ…

ଆୟର୍ଲାଣ୍ଡରେ ମ୍ୟାଚିଂ ମାସ୍କର ଚାହିଦା ବୃଦ୍ଧି

ଡୁବଲିନ୍‌: କରୋନା ମହାମାରୀ ସାରା ବିଶ୍ୱଙ୍କୁ ଅସୁବିଧାରେ ପକାଇଛି । ବ୍ୟବସାୟୀମାନେ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେବେ କରୋନାକୁ ନେଇ ଆୟର୍ଲାଣ୍ଡର ଫେଶନ ଏବେ ଚର୍ଚ୍ଚାର କାରଣ ସାଜିଛି । ନବବଧୂଙ୍କ ପାଇଁ ଫେଶନ ଡିଜାଇନର ଓଆନା ମ୍ୟାଚିଂ ମାସ୍କ ତିଆରି କରିଛନ୍ତି । ଯାହା…

ଆମେରିକା ବର୍ହିବ୍ୟାପାର ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ :‘ଚୀନ ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି’

ୱାଶିଂଟନ: ଆମେରିକା ବର୍ହିବ୍ୟାପାର ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ବୟାନ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ସେ ସିଧାସଳଖ କହିଛନ୍ତି ଦୀର୍ଘ ଦିନ ଧରି ଭାରତ ପାଇଁ ଚୀନ ବିପଦ ସୃଷ୍ଟି କରୁଛି । ଭାରତକୁ ଅନ୍ୟ ଦେଶର ସହାୟତା ଆବଶ୍ୟକ । ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ…

ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ; ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ସାଙ୍ଗକୁ ମହଙ୍ଗା ମାଡ଼। ଦେଶର ତୈଳ ବଜାର ଏଚପିସିଏଲ, ବିପିସିଏଲ, ଆଇଓସି ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟରେ ଟ୍ୟାକ୍ସର ପରିମାଣ ଅଲଗା ଅଲଗା ରହିଥାଏ ତେଣୁ ଦାମରେ ମଧ୍ୟ…

କରୋନା ଅପଡ଼େଟ୍: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ୧୧ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨୬ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।…

ପାକିସ୍ତାନ ଆଇଏସଆଇର ୨ ଏଜେଂଟ ଗିରଫ

ନୂଆଦିଲ୍ଲୀ:ପାକିସ୍ତାନର ଦୁଇ ଆଇଏସଆଇ ଏଜେଂଟ ଦିଲ୍ଲୀରେ ଧରାପଡିଛନ୍ତି । ସେମାନେ ପାକିସ୍ତାନ ହାଇ କମିଶନଙ୍କ ଭିଜା ଆସିଷ୍ଟାଂଟ ଭାବେ ଆସି ଜାସୁସୀ କରୁଥିଲେ । ସେମାନଙ୍କ ନାମ ହେଲା ଆବିଦ ହୁସେନ ଓ ତାହିର ଖାନ୍ । ଜାଲ୍ ଭାରତୀୟ ପରିଚୟପତ୍ର ନେଇ ଦିଲ୍ଲୀରେ ତଥ୍ୟ ସଂଗ୍ରହ କରୁଥିବା ବେଳେ…