Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗରିବ ଓ ଦିନ ମଜୁରିଆଙ୍କୁ ଘର ଯୋଗାଇବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଓ ପ୍ରବସୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ସୁଲଭ ମୂଲ୍ୟରେ ସହରରେ ରହୁଥିବା ଗରିବ ଦିନ ମଜୁରିଆ ଓ ପ୍ରବାସୀଙ୍କ ପାଇଁ ସରକାର ଘର ଯୋଗାଇ ଦେବେ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ଓ…

ଆଉ ୩ ମାସ ଯାଏଁ ମିଳିବ ମାଗଣା ଗ୍ୟାସ୍ ଓ ରାସନ

ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍‌ ଓ ସିସିଇଏ ବୈଠକରେ କିଛି…

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ…

ଜନ୍ମଦିନରେ ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ କିଛି ଜଣା- ଅଜଣା କଥା

ମୁମ୍ବାଇ: ସୌରଭ ଗାଙ୍ଗୁଲି ଓରଫ ଦାଦା । ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବେଶ୍ ନାଁ ରହିଛି ଦାଦାଙ୍କର । ଜଣେ ସାଧାରଣ କ୍ରିକେଟରରୁ ଯାତ୍ରା ଆରମ୍ଭ କରିଥିବା ସୌରଭ ବର୍ତ୍ତମାନର ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି। ଆଜି ସେ ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି। ବୀରେନ୍ଦ୍ର…

ଫରିଦାବାଦରେ ପୋଲିସ ପଂହଚିବା ପୂର୍ବରୁ ଖସିଗଲା ବିକାଶ ଦୁବେ

ଫରିଦାବାଦ: ମୋଷ୍ଟ ୱାନଟେଡ ଅପରାଧୀ ବିକାଶ ଦୁବେ ଅଳ୍ପକେ ପୋଲିସ ହାତରୁ ଖସିଯାଇଛି । ରିପୋର୍ଟ ମୁତାବକ ଫରିଦାବାଦ ସେକ୍ଟର-୮୭ରେ ବିକାଶ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ସେଠାରୁ ନିକଟରେ ଥିବା ଏକ ହୋଟେଲରେ ରହୁଥିଲା । ହୋଟେଲରେ ପୋଲିସ ଖବରପାଇ ଆସିଲାବେଳକୁ ବିକାଶ ସେଠାରୁ ଖସି…

୨୪ ଘଣ୍ଟାରେ ରାଜ୍ୟରେ ନୂଆ ୫୨୭ କରୋନା ପଜିଟିଭ୍

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ପାଞ୍ଚ ଶହରୁ ଅଧିକ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ବାହାରିଛି ଆଉ ୫୨୭ ପଜିଟିଭ୍ କେସ୍ । ୩୩୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ଗଞ୍ଜାମ ଜିଲ୍ଲାରୁ…

ମାସ୍କ ପିନ୍ଧିବା ପରେ ମଧ୍ୟ କେତେ ରହିଛି ସଂକ୍ରମଣର ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱକୁ ଗ୍ରାସିଲାଣି କରୋନା ସଙ୍କଟ । ଏତେ କଟକଣା ଓ ସତର୍କତା ସତ୍ତ୍ୱେ ବି କମିବା ବଦଳରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ ଏଯାଏଁ କୌଣସି ଔଷଧରେ ବାଜି ନାହିଁ ମୋହର । ଏଭଳି ସମୟରେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ…

‘ହୁ’ ରୁ ଓହରିଲା ଆମେରିକା !

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ତଥ୍ୟ ଲୁଚାଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ 'ହୁ' ରୁ ସମ୍ପୂର୍ଣ୍ଣ ରୂପେ ଓହରିବା ନେଇ ନିଷ୍ପତ୍ତି ନେଇଛି ଆମେରିକା। ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୬ ତାରିଖରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରୁ ଆମେରିକା ଓହରି ଯିବା ନେଇ ରାଷ୍ଟ୍ରପତି ଟ୍ରମ୍ପ୍…

ଦେଶରେ ବଢୁଛି କରୋନା ଚିନ୍ତା: ସାଢ଼େ ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୨,୬୪,୯୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୪୨, ୮୩୧…

ଏନକାଉଣ୍ଟରରେ ଟଳିଲା କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀ

ଉତ୍ତରପ୍ରଦେଶ: କାନପୁର ଏନକାଉଣ୍ଟରେ କେସରେ ପୋଲିସକୁ ବଡ଼ ସଫଳତା । ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୁଖ୍ୟ ସହଯୋଗୀକୁ ଏନକାଉଣ୍ଟର କରିଛି ପୋଲିସ । ତା ନାଁ ଅମର ଦୁବେ । ଆଜି ସକାଳୁ ହମିରପୁରରେ ତାକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶର ଏସଟିଏଫ୍ । ଅମର ଖସି ଯିବାକୁ ଚେଷ୍ଟ କରୁଥିଲା ।…