Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିପଦରେ ଚାଇନିଜ ଆପ ଟିକଟକ୍; ଜାଣନ୍ତୁ କାରଣ

ଭୁବନେଶ୍ୱର: ବିପଦରେ ଚାଇନିଜ ଆପ ଟିକଟକ୍ । ଗୋଟିଏ ସମୟରେ ପ୍ଲେ ଷ୍ଟୋରରେ ରାଜ କରୁଥିବା ଟିକଟକ୍ ର ସ୍ଥିତି ଏବେ ଖରାପ । ତେବେ ଗତ କିଛିଦିନ ହେବ ପ୍ଲେ ଷ୍ଟୋରରେ ଏହାର ରେଟିଙ୍ଗ କମିବାରର ଲାଗିଛି। ୪.୬ ରେଟିଙ୍ଗ ଥିବା ଏହି ଆପର ରେଟିଙ୍ଗ ଲଗାତର ହ୍ରାସ ପାଇ ୧.୬ ରେ ପହଁଚିଥିଲା। ବର୍ତ୍ତମାନ…

ବଢୁଛି କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାର

ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୧ ହଜାର ୨୬୪ ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଯେଉଁଟାକି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହେବାରେ ଏକ ରେକର୍ଡ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଶନିବାର ସୁଦ୍ଧା ଦେଶରେ ୮୨ ହଜାର ୩୬୯ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ…

କ୍ୟାମେରା ଲେନ୍ସ ପଛରେ କରୋନା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଇରଫାନ ଖାନ !

ମୁମ୍ବାଇ: କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଅନେକ ବଲିଉଡ ତାରକା ପ୍ରତିଦିନ ହେଡଲାଇନରେ ଆସୁଛନ୍ତି। ତେବେ ଏଭଳି କିଛି କଳାକାର ଯେଉଁମାନ ସେମାନଙ୍କ ଉଦାରତାକୁ ଦେଖାଇ ଲୋକଲୋଚନକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି…

ଭାରତୀୟ ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ ।…

ଶ୍ରମିକ ଟ୍ରେନ ଚଳାଚଳ କ୍ଷେତ୍ରରେ ଅଧିକ ଯୋଜନା ଓ ସମନ୍ଵୟ ଲାଗି ରାଜ୍ୟ ମାନଙ୍କୁ ରେଳ ମନ୍ତ୍ରଣାଳୟର ଅନୁରୋଧ

ନୂଆଦିଲ୍ଲୀ: ଶ୍ରମିକ ସ୍ପେଶାଲ ଟ୍ରେନ ସଂକ୍ରାନ୍ତରେ ଉପଯୁକ୍ତ ଯୋଜନା ଏବଂ ସମନ୍ଵୟ ସୁନିଶ୍ଚିତ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି । ଏଥିସହିତ ଅଟକି ରହିଥିବା ପ୍ରବାସୀଙ୍କ ପରିବହନ ଲାଗି ଆନୁମାନିକ ଦାବି ଉପସ୍ଥାପନ ଅଧିକ ଯୋଜନାବଦ୍ଧ ଓ…

ଚୀନଠୁ ତିନିଗୁଣା ଶସ୍ତା ଓ ଉତ୍ତମ ମାନର ପିପିଇ କିଟ୍ ପ୍ରସ୍ତୁତ କଲା ରିଲାଏନ୍ସ

କରୋନା ସଂକ୍ରମଣ ବିରୋଧରେ ଲଢ଼େଇ ଲାଗି ମୁକେଶ ଅମ୍ବାନିଙ୍କର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଚୀନ୍‌ଠାରୁ ତିନି ଗୁଣ ଶସ୍ତା ଓ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପୋଷାକ) ବା ପିପିଇ କିଟ୍ ପ୍ରସ୍ତୁତ କରିଛି  । ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ କମ୍ପାନୀର ସିଲଭାସାସ୍ଥିତ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସହିଦ ହେଲେ ୭୫ ଭାରତୀୟ ଯବାନ, ସତ ନା ଗୁଜବ ?

ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି । ତ୍ରୀରଙ୍ଗାରେ ଆବୃତ କିଛି…

ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକା ଜଳୁଛି

ମିନେସେଟା: ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଏବେ ଆମେରିକା ଜଳୁଛି । ମିନେସେଟାରେ ଏମରଜେନ୍ସି ଲାଗୁ କରାଯାଇଛି । ପୋଲିସ କଠୋର ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଛି । ବର୍ତମାନ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଗିରଫ ହୋଇଥିବା ବେଳେ ୧୯ ବର୍ଷର ଜଣେ…

ୟୁଏନଏସସି ଅସ୍ଥାୟୀ ସଦସ୍ୟ ନିର୍ବାଚନ ଦୌଡରେ ଭାରତ ଆଗୁଆ

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟ ଦେଶ ପାଇଁ ମତ ଦିଆଯିବ । ଏହି ପ୍ରକ୍ରିୟା ଜୁନରେ ହେବ । ଏସିଆ-ପ୍ରଶାନ୍ତ ଜୋନରୁ ଭାରତ ଏକମାତ୍ର ଦାବୀଦାର ରହିଛି । ଫଳରେ ଭାରତ ଅସ୍ଥାୟୀ ସଦସ୍ୟ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ୧୯୩ ସଦସ୍ୟ ବିଶିଷ୍ଟ ମହାସଭା କରୋନା…

କୋଭିଡ-୧୯ ମେଗାଲ୍ୟାବ ପ୍ରୋଜେକ୍ଟ: ‘ଆଇଆଇଟି ଆଲୁମ୍‌ନି କାଉନସିଲ’ର ସହଭାଗୀ ହେଲା ‘ମୁମ୍ବାଇ…

ମୁମ୍ବାଇ: କୋଭିଡ-୧୯ ସଙ୍କଟ ତଥା ଅନ୍ୟ ରୋଗର ମୁକାବିଲା ପାଇଁ ତିଆରି ହେବାକୁ ଥିବା ବିଶ୍ୱର ସର୍ବ ବୃହତ ସଂକ୍ରାମକ ରୋଗ ଟେଷ୍ଟିଂ ଲ୍ୟାବ ବିସ୍ତାର ନିମନ୍ତେ ଆଇଆଇଟି ଆଲୁମ୍‌ନି କାଉନସିଲକୁ ସହଯୋଗର ହାତ ବଢାଇଛି ମୁମ୍ବାଇ ବିଶ୍ୱବିଦ୍ୟାଳୟ । ଅଧିକ ପଢନ୍ତୁ: ‘ଇନଟର୍ଣ୍ଣଶାଳା’ ସହଯୋଗରେ…