Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୋକିଆର ତାମିଲନାଡୁ ପ୍ଲାଣ୍ଟ ଉପରେ କରୋନା ମାଡ଼

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ ଫୋନ କମ୍ପାନି ନୋକିଆ ଉପରେ କରୋନା ମାଡ଼ । କମ୍ପାନିର କିଛି କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ ସାମୟିକଭାବେ ବନ୍ଦ କରିଦିଆଯାଇଛି ନୋକିଆର ତାମିଲନାଡୁ ପ୍ଲାଣ୍ଟ । ତାମିଲନାଡୁର ଶ୍ରୀପେରୁମ୍ୱଦୁରସ୍ଥିତ ଏହି ପ୍ଲାଣ୍ଟରେ କିନ୍ତୁ କେତେଜଣଙ୍କ ନିକଟରେ…

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର…

ଚୀନ ନରମିଲା, ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ବେଜିଂ: ଲଦାଖ ଓ ଉତର ସିକ୍କିମ ସୀମାରେ ଉପୁଜିଥିବା ସୀମା ବିବାଦ ନେଇ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଥିଲେ । ଭାରତ ପଛଘୁଂଚା ନ ଦେବାରୁ ଚୀନ ବୁଧବାର ନରମିଛି । ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । ଆଲୋଚନା ଓ ବୁଝାମଣା ମାଧ୍ୟମରେ ଏହାର ସମାଧାନ ରାସ୍ତା ବାହାର…

୪ ଦିନ ହେବ ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ

ଡେରାଡୁନ୍‌: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ୪ ଦିନରୁ ଅଧିକ ହେବ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । କରୋନା ସଂକଟ ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିର ପ୍ରଚଣ୍ଡ ତାଣ୍ଡବ ଚାଲିଛି । ଆକଶରୁ ନିଆଁ ବର୍ଷା ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର…

ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ପିହୁ ନିର୍ଦ୍ଦେଶକ

ପାଟନା: ଲକଡାଉନ ଅବସରରେ ଅସୁସ୍ଥ ବାପାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ଦରଭଙ୍ଗା ଆଣିଥିବା ଜ୍ୟୋତି କୁମାରୀଙ୍କ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ପିହୁ ନିର୍ଦ୍ଦେଶକ ବିନୋଦ କାପାଡୀ ଘୋଷଣା କରିଛନ୍ତି । ଜ୍ୟୋତି…

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ

ବେଜିଂ: ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ସେନାକୁ ଯୁ୍‌ଦ୍ଧ ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସମସ୍ତ ପଡୋଶୀଙ୍କ ସହ ଅଶାନ୍ତିକର ବାତାବରଣ ସୃଷ୍ଟି କରିଥିବା ଚୀନକୁ ଏବେ ଯୁଦ୍ଧ ଭୟ ଘାରିଛି । ଭାରତ, ତାଇୱାନ ଓ ହଂକଂକୁ ଆମେରିକାର ସମର୍ଥନ…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ ଅନୁମତି ଦେଲା ଗୃହ ମନ୍ତ୍ରାଳୟ! କେତେ ସତ କେତେ ଗୁଜବ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା। ଲୋକମାନେ ମଧ୍ୟ ଏହାକୁ ନେଇ ସଚେତନ ହୋଇ ଗଲେଣି । ଅତି ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି । କରୋନା କଟକଣା ମଧ୍ୟରେ ଦେଶର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ ରଖାଯାଇଛି । ମାତ୍ର ଗୃହ ମନ୍ତ୍ରାଳୟ…

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା…

୩୨୭୪ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ୪୪ ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଲା ରେଳବାଇ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ…