Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସେହିପରି କମୁଛି ମୃତ୍ୟୁ ସଂଖ୍ୟା । ଭାରତର କରୋନା ମୃତ୍ୟୁ ହାର ସମଗ୍ର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ବୋଳି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।…

ପେନସିଲ ମୁନରେ ବିମୋହିତ କଳାକୃତି

ମସ୍କୋ: ମସ୍କୋର ଉଫା ଅଂଚଳର ୪୭ ବର୍ଷୀୟ ଓକିଲ ସାଲଭାତ ଫିଦାଇଙ୍କ କଳାକୃତି ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟତା ହାସଲ କରୁଛି । ପେନସିଲ ମୁନରେ ତାଙ୍କ କଳାକୃତି ଅବିଶ୍ୱସନୀୟ ଲାଗୁଛି । ଏହାର ଚାହିଦା ବଢ଼ିବାରୁ ଗୋଟିଏ କଳାକୃତି ପାଇଁ ତାଙ୍କ ୨୦୦୦ ପାଉଣ୍ଡ ମିଳୁଛି । ୨୦୧୪ରେ ସେ ଏହା…

ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀ କାମୁଡା ଖାଇଲେ ୩ ଭାଇ: ଅସୁସ୍ଥ ହେବା ପରେ ଡାକ୍ତରଖାନାରେ ଭର୍ତି

ସୁକ୍ର: ଛୋଟପିଲାଙ୍କ ଉପରେ କିପରି ଭାବେ କମିକ୍ସ ବୁକର ପ୍ରଭାବ ପଡେ ତାହା ପୁନର୍ବାର ପ୍ରମାଣିତ ହୋଇଛି । ବଲିଭିଆର ୩ ଭାଇ ସ୍ପାଇଡର ମ୍ୟାନ ହେବା ପାଇଁ ଜାଣିଶୁଣି ବୁଢ଼ିୟାଣୀଠାରୁ କାମୁଡା ଖାଇଥିଲେ । ସମାନଙ୍କ ବୟସ ଯଥାକ୍ରମେ ୮, ୧୦ ଓ ୧୨ । ସ୍ପାଇଡର ମ୍ୟାନ ହେବା ବଦଳରେ କିଛି ସମୟ ପରେ…

ସଂକ୍ରମଣ ବଢ଼ୁଛି, କଟକଣା ହଟାଉଛନ୍ତି ସରକାର, ଏବେ ପ୍ଲାନ-ବି କ’ଣ?

ନୂଆଦିଲ୍ଲୀ: ଲକଡାଉନ୍‌କୁ ନେଇ ଆରମ୍ଭ ହୋଇଛି ରାଜନୀତି । ଦେଶରେ ଫେଲ ମାରିଛି ତାଲାବନ୍ଦ । ସାରା ଦେଶରେ ସଂକ୍ରମଣ ବଢ଼ୁଛି ଆଉ ଏପଟେ ସରକାର କଟକଣା ହଟାଉଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦୀ ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି,…

ବଞ୍ଚିବାକୁ ହେବ ଭୂତାଣୁ ସହ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଓଡ଼ିଶାରେ ମହାମାରୀ କୋଭିଡ-୧୯ ର ସଂକ୍ରମଣକୁ ରୋକିବା ଲାଗି ଦୀର୍ଘ ୬୮ ଦିନର ଲକ୍ ଡାଉନ୍ ଶେଷହେବ ମେ’ ୩୧ ତାରିଖରେ| ସାରା ଭାରତରେ ଏହି ଅବରୋଧ ମାର୍ଚ୍ଚ ୨୫ରୁ ଜାରି କରାଯାଇଥିବା ଯୋଗୁ ସଂକ୍ରମଣର ବ୍ୟାପ୍ତିକୁ ନିୟନ୍ତ୍ରଣ କରିବା ସମ୍ଭବ…

ଦିଲ୍ଲୀର ତୁଗଲକବାଦରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲାକବାଦରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ହେତୁ ପ୍ରାୟ ୧୫୦୦ ବସ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି ଏବଂ ଶହ ଶହ ଲୋକ ଭୂମିହୀନ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ରାତି ପ୍ରାୟ ୧୨ଟା ୫୦…

ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା

ତେଲେଙ୍ଗାନା: ତେଲେଙ୍ଗାନାର ୱାରଙ୍ଗାଲ କୂଅରୁ ମିଳିଥିବା ୯ ମୃତ ଦେହ ଘଟଣାର ରହସ୍ୟ ଖୋଲିଲା । ୱାରଙ୍ଗଲ ପୋଲିସ କହିଛି ଯେ, ବିହାରର ପ୍ରବାସୀ ଶ୍ରମିକ ସଞ୍ଜୟ କୁମାର ଯାଦବ ନିଜ ପ୍ରେମିକାର ହତ୍ୟା କରିସାରିଛି ଏହାର ରହସ୍ୟ ନ ଖୋଲୁ ସେଥିପାଇଁ ସେ ନଅ ଜଣଙ୍କୁ ହତ୍ୟା କରିଥିଲା । ଗିରଫ ହେବାପରେ…

ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ଯୋଗଦାନ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢ଼ୁଥିବାରୁ ପଡୋଶୀ ଚୀନ ଈଷ୍‌ର୍ାନ୍ୱିତ ହୋଇପଡିଛି । ନିକଟରେ ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ୨ ବିଜେପି ଏମପି ପ୍ରତିନିଧିତ୍ୱ କରିଥିଲେ । ତେବେ ସେମାନଙ୍କ ଅଂଶଗ୍ରହଣ ନେଇ ଚୀନ କ୍ଷୁବ୍ଧ ହୋଇଛି । ବିଜେପି ଏମପି…

କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ଡବ୍ଲ୍ୟୁଏଚଓ

ଜେନେଭା:କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ଏହି ମେଡିସନ କରୋନା ରୋଗୀଙ୍କୁ ଦେଲେ ଜୀବନ ପ୍ରତି ବିପଦ ରହୁଛି ବୋଲି ଗବେଷଣାରୁ ଜଣାପଡିଛି । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ ଗେବ୍ରେୟେସସ କହିଛନ୍ତି ।…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪୯ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…