Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା…

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର…

ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର, ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ ସ୍କ୍ରନିଂ ବ୍ୟବସ୍ଥା…

ଟ୍ୱିନସିଟିରେ ଅନଲାଇନରେ ଗ୍ରୋସରୀ ଦେବ ଜିଓମାର୍ଟ

ମୁମ୍ବାଇ: ଟ୍ୱିନସିଟିବାସୀଙ୍କ ପାଇଁ ଖୁସି ଖବର । ଏଣିକି କଟକ ଓ ଭୁବନେଶ୍ୱର ବାସିନ୍ଦା ଘରେ ବସି ଅନଲାଇନରେ ଅର୍ଡର କରି ମଗାଇପାରିବେ ଗ୍ରୋସରୀ ସାମଗ୍ରୀ । ତାପୁଣି ଏମଆରପି ଠାରୁ ପାଞ୍ଚ ପ୍ରତିଶତ କମ୍ ଦରରେ । ତେବେ କ୍ୟାସ୍ ଅନ ଡେଲିଭରୀ ନୁହଁ କେବଳ ପ୍ରିପେଡ୍ ପେମେଣ୍ଟ ମୋଡରେ ମିଳିବ ଏହି…

ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ନାନ୍ଦେଡ: ଆଶ୍ରମ ଭିତରେ ପୁଣି ଜଣେ ସାଧୁଙ୍କୁ ହତ୍ୟା । ମହାରାଷ୍ଟ୍ରର ପାଲଘରରେ ସାଧୁଙ୍କୁ ହତ୍ୟା ପରେ ଏବେ ନନ୍ଦେଡରେ ଲିଙ୍ଗାୟତ ସମ୍ପ୍ରଦାୟର ଆଉ ଜଣେ ସାଧୁ ଏବଂ ତାଙ୍କର ଜଣେ ସେବକଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସାଧୁଙ୍କ ମୃତଦେହ…

ଚୀନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ

ବେଜିଂ: ଚୀନର ଜୋର ଜବରଦସ୍ତ ନୀତିକୁ ହଂକଂ ଖୋଲିଖୋଲି ଭାବେ ବିରୋଧ କରି ଆସୁଛି । ଧିରେ ଧିରେ ଏହି ବିରୋଧ ତୀବ୍ର ହେବାରେ ଲାଗିଛି । ରିପୋର୍ଟ ମୁତାବକ ନ୍ୟାଶନାଲ ସିକ୍ୟୁରିଟି କାନୁନ ବିରୋଧରେ ହଂକଂରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ପୋଲିସ ପ୍ରଦର୍ଶନକୁ ନିୟନ୍ତ୍ରଣ କରି ନ ପାରିବାରୁ…

ଆସନ୍ତା ସେପ୍ଟେମ୍ବରରୁ ପୁଣି ବସିବ ‘ହୁନର ହାଟ’

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ହୁନର ହାଟ । ଲୋକଲଟୁ ଗ୍ଲୋବାଲ ବାର୍ତ୍ତା ନେଇ ଏହି ହାଟ ଖୋଲିବ । କରୋନା ପାଇଁ ପ୍ରାୟ ୫ ମାସ ଧରି ଏହା ବନ୍ଦ ଥିଲା । ଚଳିତ ଥର ଲହି ହାଟରେ ବହୁ କାରିଗର ଓ ଶିଳ୍ପୀ ନିଜର ଅନୁପମ ହାତ ତିଆରି ସାମଗ୍ରୀ ସହ ଯୋଗ ଦେବା ସମ୍ଭାବନା ରହିଛି ।…

ଉହାନ ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା

ବେଜିଂ:ଚୀନର ଉହାନ ସହରରେ ଥିବା ଭାଇରୋଲୋଜି ଇନଷ୍ଟିଚ୍ୟୁଟର ଲ୍ୟାବରୁ ବାଦୁଡିରୁ ୩ ପ୍ରକାର ଭାଇରସ ମିଳିଲା । ତେବେ ଏଥିରୁ କୌଣସି ଗୋଟିଏ କରୋନା ଭାଇରସ ସହ ମେଳ ଖାଉନି । କରୋନାର ଆରମ୍ଭ ଉହାନରୁ ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ହସ୍ତଗତ ହୋଇ ନାହିଁ ।…

ଭାରତୀୟ ଯବାନଙ୍କୁ ଅଟକ ରଖାଯାଇନଥିଲା: ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କେତେକ ମିଡିଆ ଭାରତୀୟ ଯବାନଙ୍କୁ ଚୀନ ଅଟକ ରଖିଥିବା ଖବର ପ୍ରକାଶ କରିଥିଲା । ତେବେ ଭାରତୀୟ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏ ଭଳି କୌଣସି ଘଟଣା ଘଟି ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଭାରତୀୟ ଯବାନଙ୍କୁ…

ଦିଲ୍ଲୀ ହିଂସାରେ ପୋଲିସକୁ ବଡ ସଫଳତା : ପିଞ୍ଜରା ତୋଡ ସଂଗଠନର ୨ ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ରବିବାର ପୋଲିସକୁ ବଡ ସଫଳତା ମିଳିଛି । ପିଞ୍ଜରା ତୋଡ ସଂଗଠନର ୨ ମହିଳା ଲୋକଙ୍କୁ ଉସୁକାଉଥିବାର ପ୍ରମାଣ ପାଇବା ପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରୁଛି । ଏମାନଙ୍କ ନାମ ହେଲା ନତାଶା ଓ ଦେବଙ୍ଗନା । ନାଗରିକତା ସଂଶୋଧନ ଆଇନ (ସିଏଏ)…