Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ୧୦୦ରୁ ଅଧିକ ଟୀକା: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଲାଗି ପଡିଛନ୍ତି ଟୀକା ତିଆରି ପାଇଁ । ବର୍ତ୍ତମାନ କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ଶହେରୁ ଅଧିକ ଟୀକା। ଏହି ଟୀକା ବିକଶିତ ହେଲେ ସମଗ୍ର ଦେଶକୁ ବଂଟାଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ…

‘ଏଚଆଇଭି’ ପରି ବିଶ୍ବରୁ କେବେବି ବିଦାୟ ନନେଇପାରେ କରୋନା ଭୂତାଣୁ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କରୋନା ଭାଇରସ ସମ୍ପର୍କରେ ଏକ ସାଙ୍ଘାତିକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନାଭାଇରସ୍ ବା କୋଭିଡ୍-୧୯ ହୁଏତ କେବେବି ବିଶ୍ବରୁ ବିଦାୟ ନନେଇ ପାରେ । ଏହା ମାରାତ୍ମକ ଏଚ୍‌ଆଇଭି ଭଳି ଆଗକୁ ମଧ୍ୟ ରହିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଏକ୍ଜିକ୍ୟୁଟିଭ୍…

ବଢୁଛି ଚିନ୍ତା; କରୋନା ସଂକ୍ରମଣରେ ଚୀନକୁ ଟପିବ ଭାରତ !

ନୂଆଦିଲ୍ଲୀ: ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ଟପିଲାଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି । ଭାରତରେ ଲଗାତାର ବଢୁଥିବା ଏହି ସଂଖ୍ୟା ପାଲଟିଛି ଚିନ୍ତାର କାରଣ । ବିଶ୍ବରେ କ‌ରୋନା ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଭାରତ ଏବେ ଦ୍ବାଦଶ ସ୍ଥାନରେ…

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର:  ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଉଦବେଗ ହେଉଛି ସ୍ଥିତି: ଭାରତରେ ୭୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୫୪୯ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । Spike of 3722 #COVID19 cases & 134 deaths in the last 24…

କାଳ ହେଉଛି ଘରବାହୁଡ଼ା: ସଡ଼କ ଦୁର୍ଘଟଣାରେ ୧୪ ଶ୍ରମିକ ମୃତ, ୫୦ ରୁ ଅଧିକ ଆହତ

ମୁମ୍ବାଇ: କାଳ ହେଲା ଘର ବାହୁଡା । ଶ୍ରମିକଙ୍କୁ ନେଇ ନିଜ ରାଜ୍ୟକୁ ଫେରୁଥୁବା ଆଉ ଏକ ବସ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୮ ଜଣ ଆହତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଲକଡାଉନ ଯୋଗୁଁ ମଧ୍ୟପ୍ରଦେଶରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଏକ…

ଲକଡ଼ାଉନରେ ହେବ ଅନଲାଇନ ପ୍ଲେସମେଣ୍ଟ: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡ଼ାଉନ ମଧ୍ୟରେ ପୂର୍ବ ସ୍ନାତକ, ସ୍ନାତକ ତଥା ଡିପ୍ଲୋମା କୋର୍ସ ଛାତ୍ରଛାତ୍ରୀଙ୍କ ଅନଲାଇନ ପ୍ଲେସମେଣ୍ଟ ଡ୍ରାଇଭ କାର‌୍ୟ୍ୟକ୍ରମ ପାଇଁ ଯୋଜନା କରୁଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ସୂଚନା ମିଳିଅଛି । ବିଶ୍ୱବିଦ୍ୟାଳୟ…

ଆସନ୍ତୁ ଜାଣିବା କିପରି ଶହ ଶହ ବାଦୁଡିଙ୍କ ସହ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ନେତ୍ରହୀନ ମହିଳା

ଅହମ୍ମଦାବାଦ:କରୋନା ଭାଇରସ ବାଦୁଡିଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି । ଫଳରେ ବାଦୁଡିକୁ ଦେଖିଲେ ମନ ଭିତରେ ଭୟ ସଂଚାର ହେଉଛି । ଆସନ୍ତୁ ଜାଣିବା କିପରି ଏହି ଭୟର ବାତାବରଣ ଭିତରେ ଜଣେ ଦୃଷ୍ଟିହୀନ ୭୫ ବର୍ଷୀୟା ମହିଳା ଶହ ଶହ ବାଦୁଡିଙ୍କ ମେଳରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ।…

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି…

ଡିସକମ୍ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ବିଦ୍ୟୁତ ବିତରଣ କମ୍ପାନୀଗୁଡିକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି କମ୍ପାନୀଗୁଡିକ ପାଇଁ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି । ଏହି ଅର୍ଥକୁ…