Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍‌ଡାଉନର ନିଚ୍ଛକ ଚିତ୍ର …କେଉଁଠି ମଣିଷ ପାଲଟିଛି ବଳଦ ତ କେଉଁଠି ମାଆ ଭିଡି ନେଉଥିବା ବ୍ୟାଗ୍ ଉପରେ ଥକି ଯାଇ…

ଭୁବନେଶ୍ୱର : ଲକ୍‌ଡାଉନ । ପ୍ରବାସୀ ଶ୍ରମିକଙ୍କ ପାଇଁ ଭୋକର ଭୂଗୋଳ ପାଲଟିଛି । କାମ ଧନ୍ଦା ନାହିଁ ହାତ ବାନ୍ଧି କେତେ ଦିନ ବା ବସିବେ । ସେପଟେ ଭୋକରେ ସାରା ପରିବାର । ଭାତ ମୁଠେ ପାଇଁ ପୁଅ ତାର କାନ୍ଦି କାନ୍ଦି ଗଡିଯାଉଛି । ଏପରି ପରିସ୍ଥିତିରେ ନିଜ ଭିଟାମାଟି ହିଁ ସବୁଠାରୁ ସୁରକ୍ଷିତ…

ଆସନ୍ତୁ ଜାଣିବା କେଉଁଠାରେ ଲକଡାଉନ ଉଠିବା ପରେ ଚୁଟି କାଟିବା ପାଇଁ ରାତି ଅଧରେ ଦୌଡିଲେ ଲୋକ

ହାମିଲଟନ: ନ୍ୟୁଜିଲାଣ୍ଡରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ୩ ଦିନ ମଧ୍ୟରେ କୌଣସି ନୂତନ କେସ୍ ଆସି ନାହିଁ । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସ୍ଥାନୀୟ ସରକାର ଲକଡାଉନ ନିୟମକୁ କୋହଳ କରି ଦେଇଥିଲେ । ଏହା ଘୋଷଣା ହେବା ପରେ ଅଧିକାଂଶ ବ୍ୟକ୍ତି ସେଲୁନକୁ ଦୌଡିଥିଲେ, ତାହା ପୁଣି…

ଭାରତ ଫେରିବେ ମାଲ୍ୟା, ସମସ୍ତ ଆଇନଗତ ବିକଳ୍ପ ଶେଷ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ସେ ଉଦ୍ୟମ କରିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇ ଯାଇଥିବାରୁ ଏଥର ଭାରତ ଫେରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।  ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ  ମାଲ୍ୟା…

କରୋନା ମୁକାବିଲା: ରାଷ୍ଟ୍ରପତି ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ଦରମା ନେବେ

ନୂଆଦିଲ୍ଲୀ:କରୋନା ସଂକ୍ରମଣରୁ ଦେଶକୁ ମୁକୁଳାଇବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଆଥଲେଟ, ଅଭିନେତାଠାରୁ ଆରମ୍ଭ କରି କମ୍ପାନୀ ମାଲିକମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପିଏମ କେୟାର ଫଣ୍ଡକୁ ସେ ଗୋଟିଏ…

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ମୋଦୀଙ୍କ ମେଗା ପ୍ୟାକେଜରେ ଉଠାଦୋକାନୀଙ୍କ ପାଇଁ ବଡ ଘୋଷଣା ହୋଇଛି ।ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ । ତେବେ…

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ…

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି…

ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନ କାର୍ଡ’ ସୁବିଧା । ୨୦୨୧ ସୁଦ୍ଧା ସାରା ଦେଶରେ ଏହା ଲାଗୁ ହେବ । ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ । ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଲାଭବାନ ହେବ । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।…

ମେ’ ୩୧କୁ ବଢ଼ିଲା କୃଷି ଋଣ ପରିଶୋଧ ଅବଧି

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି । ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୩କୋଟି…

ଜୁନ୍ ୩୦ ଯାଏଁ ରଦ୍ଦ ହେଲା ରେଳ ଟିକେଟ

ନୂଆଦିଲ୍ଲୀ: ରଦ୍ଦ ହେଲା ରେଳ ଟିକେଟ । ଆସନ୍ତା ଜୁନ୍ ୩୦ ଯାଏଁ ସମସ୍ତ ଟିକେଟକୁ ରେଳ ମନ୍ତ୍ରାଳୟ ରେଦ୍ଦ କରିଛି । କରୋନା ସଂକଟ ମଧ୍ୟରେ ପୁଣି ଥରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଭାରତୀୟ ରେଳୱେ ପକ୍ଷରୁ ସମସ୍ତ ଟିକେଟକୁ ରଦ୍ଦ କରାଯାଇଛି । ଏଥିସହିତ ହିଁ ଟିକେଟ୍ ଟଙ୍କା ରିଫଣ୍ଡ…