Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ୧୮ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ମାଡିଗଲା ଟ୍ରେନ: ୧୪ ଶ୍ରମିକ ମୃତ

ଔରଙ୍ଗାବାଦ: ମହାରାଷ୍ଟ୍ର ଔରଙ୍ଗାବାଦ କମାର୍ଡ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ମାଡି ଯିବାରୁ ୧୪ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶବ୍ୟାପି ତାଲା ବନ୍ଦ ରହିଥିବା ବେଳେ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ପ୍ରବାସୀ…

ଭାରତୀୟ ମାଙ୍କଡଙ୍କ ଉପରେ ଚାଇନାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ !

ନୂଆଦିଲ୍ଲୀ: ମାଙ୍କଡମାନଙ୍କ ଉପରେ ଏହାର ପ୍ରଥମ କୋଭିଡ-୧୯ ଟିକା ପରୀକ୍ଷଣ ସଫଳ ହୋଇଥିବା ଦାବି କରୁଛି ଚୀନ୍ । ଖବର ଅନୁଯାୟୀ, ବେଜିଂ ସ୍ଥିତ ସିନୋଭାକ୍ ବାୟୋଟେକ୍ ଦ୍ୱାରା ନିର୍ମିତ କୋଭିଡ୧୯ ଟିକା 'PiCoVacc', ଭାରତର ଏକ ପ୍ରକାର ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରିଥିଲା। ତିନି…

ଲକଡାଉନ ସମୟରେ ମଦ ନେଇ ଘରେ ପହଞ୍ଚାଇବ ଜୋମାଟୋ !

ଦିଲ୍ଲୀ: ଦେଶବ୍ୟାପୀ କରୋନାଭାଇରସ୍ ଯୋଗୁଁ ଲକଡାଉନ ସମୟରେ ମଦ ହୋମ ଡିଲିଭରି କରିବାକୁ ଇଚ୍ଛା ପ୍ରକଟ କରିଛି ଅନଲାଇନ ଫୁଡ଼ ଡେଲିଭରି ସଂସ୍ଥ ଜୋମାଟୋ । ଏନେଇ ଜୋମାଟୋର ଫୁଡ଼ ଡିଲିଭରି ସିଇଓ ମୋହିତ ଗୁପ୍ତା ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କୁ ଏକ…

ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆସିବ କରୋନା ଭ୍ୟାକ୍ସିନ: ୱାର୍ଲଡ଼ ହେଲଥ ଏକ୍ସପର୍ଟ

ଭୁବନେଶ୍ୱର: କରୋନାଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତ ସମେତ ଅନେକ ଦେଶ ଡାକ୍ତରୀ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି । ତେଣୁ ଆଗାମୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଏହି ପ୍ରତିଶୋଧକ ଟୀକା ବାହାରିବା ନେଇ ଓଡିଶା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡ. କେ ଶ୍ରୀନଥ ରେଡ୍ଡୀ ଆଶା…

ଆଲିଆ ନୁହେଁ ବରଂ ଏହି ସେଲିବ୍ରେଟିଙ୍କ ସହ ରଣବୀରଙ୍କ ବିବାହ କରାଇବାକୁ ଚାହୁଁଥିଲେ ରିଷି!

ମୁମ୍ବାଇ: ବି-ଟାଉନର ଚକୋଲେଟ୍ ବୟେ ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି ନୁହେଁ ତାଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି ନିଜ ଆଫେୟାର୍ସ ପାଇଁ । ବଲିଉଡର ଅନେକ ସୁନ୍ଦରୀଙ୍କୁ ଡେଟ କରିବା ପରେ ରଣବୀର କପୁର ବର୍ତ୍ତମାନ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଅଛନ୍ତି ରିଲେସନସିପରେ।…

ଜୁନ ସୁଦ୍ଧା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ କରୋନା ଭାଇରସ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିସାରିଥିବା କରୋନାଭାଇରସର ଏହି ଧାରା ବର୍ତ୍ତମାନ ଜାରି ରହିବ । ଜୁନ ମାସ ସୁଦ୍ଧା ଏହା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ । କିନ୍ତୁ ଏହା ପରେ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିବ ବୋଲି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶଙ୍କା; ଓଡ଼ିଶା ହୋଇପାରେ ‘କରୋନା ହଟ୍‌ସ୍ପଟ୍‌’ !

ନୂଆଦିଲ୍ଲୀ: ଗୋଟିଏ ଦିନରେ ରାଜ୍ୟରେ ୩୪ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆଗାମୀ ଦିନରେ ଓଡ଼ିଶା କରୋନା ହଟ୍‌ସ୍ପଟ୍ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । ଦେଶରେ ଏବେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଦ୍ରୁତଗତିରେ କରୋନା…

ଭାରତରେ ୫୨୩୧ଟି ରେଳ କୋଚରେ କୋଭିଡ ଯତ୍ନ କେନ୍ଦ୍ର ବ୍ୟବସ୍ଥା; ଓଡ଼ିଶାରେ ୯ଟି ଷ୍ଟେସନ ପ୍ରସ୍ତୁତ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୨୩୧ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-୧୯ ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି…

ବିଶାଖାପାଟଣା ଗ୍ୟାସ ଲିକ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶାଖାପାଟଣା ଗ୍ୟାସ ଲିକ ଘଟଣା ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡିକୁ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ତଥା ଦୁର୍ଘଟଣାସ୍ଥଳୀର ସୁରକ୍ଷା ନେଇ ନିଆଯାଇଥିବା ପଦକ୍ଷେପର ସେ ବିସ୍ତୃତ…