Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଦୁଡି ସମ୍ପର୍କରେ ଅଜବ ଟ୍ୱିଟ କରି ପୁଣି ଥରେ ଟ୍ରୋଲ ହେଲେ ଅମିତାଭ ବଚ୍ଚନ

ଭୁବନେଶ୍ୱର: ବଲିଉଡର ମହାନାୟକ ଅମିତାଭଙ୍କର କିଛି ବିଚିତ୍ର ଟ୍ୱିଟ୍ ପରେ ଲାଗୁଛି ଯେ ଆଜିକାଲି ପ୍ରଶଂସକ ତାଙ୍କ ଉପରେ ଖୁସି ନୁହଁନ୍ତି। ନିଜର ଏକ ଅଜବ ଟ୍ୱିଟ ପାଇଁ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ବିଗ-ବି । କିମ୍ବଦନ୍ତୀ ଅଭିନେତା ଅମିତାଭ ତାଙ୍କ ଘରେ ପ୍ରବେଶ କରିଥିବା…

ଏହି କଂଗ୍ରେସ ନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ଅଭିନେତ୍ରୀ କରୀନା କପୁର !

ଭୁବନେଶ୍ୱର: ବଲିଉଡର ଡିଭା ତଥା ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରିନା ବିବାହ ପରେ ଖୁସିରେ କାଟୁଛନ୍ତି ଦିନ । ତେବେ କରୀନା କପୁର ଏକଦା କହିଥିଲେ ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରିଲେସନସିପରେ ରହିବାକୁ ଚାହୁଁଛନ୍ତି। ହଁ, ଆପଣ ଠିକ୍ ପଢ଼ିଛନ୍ତି ! ବଲିଉଡର ସୁନ୍ଦରୀ…

ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତର ଆଧାର ପ୍ରାଧିକରଣ (ୟୁଆଇଡ଼ିଏଆଇ) ପକ୍ଷରୁ ଦେଶରେ ଜନସାଧାରଣଙ୍କ ଆଧାର ଅପଡେ଼ଟ୍ ଲାଗି ୨୦,୦୦୦ ସାଧାରଣ ସେବା କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଏହି ସେବା କେନ୍ଦ୍ର ଗୁଡ଼ିକୁ ସର୍ତ୍ତମୂଳକ ଭାବେ ଅନୁମୋଦନ କରାଯାଇଥିବା ପିଟିଆଇ ସୂତ୍ରରୁ ସୂଚନା ମିଳିଛି । ଏଥିରେ…

ସୁସ୍ଥ ହୋଇଥିବା ରୋଗୀଙ୍କ ଠାରୁ ବ୍ୟାପିବନି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବ ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ…

ଡାକ୍ତରଙ୍କ ଦି ସଙ୍ଗ ଅଫ ହୋପ୍ ଲୋକଙ୍କ ମନ କିଣୁଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସମସ୍ତଙ୍କ ମନକୁ ଭୟଭୀତ କରି ରଖିଛି କହିଲେ ଭୁଲ ହେବ ନାହିଁ । ଏହି ରୋଗ ଏବଂ ଭୟରୁ ଆମକୁ ମୁକୁଳାଇବାରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିତର ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ୬୦ ଜଣ ଡାକ୍ତର ମିଶି ପ୍ରସ୍ତୁତ କରିଛନ୍ତି ଦି ସଙ୍ଗ ଅଫ…

ଲକଡାଉନର ଖାଲି ସମୟରେ ଇଟାଲୀର ଜଣେ ଛାତ୍ର ପ୍ରସ୍ତୁତ କଲେ କରୋନା ଭାଇରସ ଭିଡିଓ ଗେମ୍

ମିଲାନ: କରୋନା ଭାଇରସ ଯୋଗୁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଏଥିରୁ ମିଳୁଥିବା ଖାଲି ସମୟରେ ଇଟାଲୀର ଜଣେ ଛାତ୍ର କରୋନା ଭାଇରସ ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ।…

ନାବାଳକଙ୍କ ଉପରୁ ମୃତ୍ୟୁ ଦଣ୍ଡାଦେଶ ଉଠାଇଲା ସାଉଦି ଆରବ

ରିୟାଦ:ସାଉଦି ଆରବ ରାଜା ସଲମାନ ସୋମବାର ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହା ଅନୁସାରେ ଆଗକୁ ସାଉଦି ଆରବରେ କୌଣସି ନାବାଳକଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯିବ ନାହିଁ । ପୂର୍ବରୁ ସର୍ବସମ୍ମୁଖରେ ବେତ ପ୍ରହାର ଦଣ୍ଡକୁ ମଧ୍ୟ ସେ ଉଠାଇ ଦେଇଥିଲେ । ରିପୋର୍ଟ ମୁତାବକ କ୍ରାଉନ ପ୍ରିନ୍ସ…

କିମ ଜୋଙ୍ଗଙ୍କ ଉପରୁ ରହସ୍ୟର ପର୍ଦ୍ଦା ଉଠୁନାହିଁ, ଦକ୍ଷିଣ କୋରିଆ କହିଲା ସୁସ୍ଥ ଅଛନ୍ତି

ସିଓଲ: ଉତରକୋରିଆର ବିବାଦୀୟ ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ (୩୬)ଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ରହସ୍ୟର ପର୍ଦ୍ଦା ଏ ପର୍ଯ୍ୟନ୍ତ ଉଠି ନାହିଁ । କେତେକ ସେ ମୃତ୍ୟୁବରଣ କରିଥିବା କହୁଥିବା ବେଳେ ଅନ୍ୟମାନେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଉତରକୋରିଆର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଚୀନ୍‌ର ବିସ୍ତାରବାଦୀ ଅର୍ଥନୈତିକ ଚାଲ୍‌; ଭାରତ କିପରି କରୁଛି ଏହାର ମୁକାବିଲା…

ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଭାବେ ଆମେରିକା ଓ ଚୀନ୍ ଏବେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ| କୋଭିଡର ପ୍ରବଳ ପ୍ରତାପ ସମୟରେ ଅବଶ୍ୟ ବାଣିଜ୍ୟ ଯୁଦ୍ଧରେ ଟିକେ ଭଟ୍ଟା ପଡ଼ିଛି| ମାତ୍ର ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତି ଆପାତତଃ ସୁଧୁରିଥିବା ଚୀନ୍ ପକ୍ଷରୁ କୁହାଯାଉଥିବା ବେଳେ କମ୍ୟୁନିଷ୍ଟ…