Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୧୮ ଶହରୁ ଅଧିକ ମୁଣ୍ଡ; ବିଶ୍ୱରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୧,୮୯୧ ଜଣଙ୍କ ମୃତ୍ୟୁ ସହ…

କରୋନା ମୁକାବିଲା: ଦୂରଦୂରାନ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି ଡାକ ବିଭାଗ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ କାଳରେ ଭାରତୀୟ ଡାକ ବିଭାଗ ଏହାର ବିଶାଳ ସଂଗଠନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛି । ଯୋଗାଯୋଗ, ଆଇନ, ନ୍ୟାୟ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ପ୍ରତ୍ୟେକ ରାଜ୍ୟର ମୁଖ୍ୟ…

ସରିଲା ରାମାୟଣ; ଏବେ କ’ଣ ପ୍ରସାରଣ କରିବ ଦୂରଦର୍ଶନ, ଜାଣନ୍ତୁ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରାଦେଶରେ ଲକଡାଉନ । ସମସ୍ତ ଲୋକ ଘରେ ବନ୍ଦ ହୋଇ ରହୁଥିବା ବେଳେ ଡିଡି ନ୍ୟାସନାଲ ପକ୍ଷରୁ ଅନେକ ପୁରୁଣା ତଥା ପ୍ରସିଦ୍ଧ ସିରିଏଲ ମାନ ପ୍ରସାରଣ ଆରମ୍ଭ ହୋଇଥିଲା। ଏହା ମଧ୍ୟରୁ ରାମାନନ୍ଦ ସାଗରଙ୍କ ରାମାୟଣ ହେଉଛି ଅନ୍ୟତମ । ସେ ସମୟରେ ଲୋକାଦୃତ ପାଇଥିବା…

ଅଘଟଣ ଘଟାଇବା ନେଇ ନକ୍ସଲଙ୍କର ଯୋଜନା ପଣ୍ଡ

ଦାନ୍ତେୱାଡା: ଲକ୍‌ଡାଉନ ସମୟରେ ନକ୍ସଲମାନେ କିଛି ଗୋଟେ ବଡ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ବେଳେ ଏହାର ପର୍ଦ୍ଦାପାଶ ହୋଇଛି । ଦାନ୍ତେୱାଡା-କଟେକଲ୍ୟାଣ ମାର୍ଗର ଗାଟମ ନିକଟବର୍ତ୍ତୀ ନକ୍ସଲମାନେ ଏକ ସୁଡଙ୍ଗ ଖୋଳିଥିବା ନେଇ ସୂଚନା ମିଳିଥିଲା । ଡିଆରଜି ଯବାନମାନେ ଘଟଣା ସ୍ଥଳରେ…

ଟିମ୍ ଇଣ୍ଡିଆ ଏବେ ଟିମ୍ ମାସ୍କ ଫୋର୍ସ; ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ଶେୟାର କରିଛି ଟିମ୍ ମାସ୍କ ଫୋର୍ସ ର ଭିଡିଓ । ଏଥିରେ ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲିଙ୍କ ଭଳି ମହାନ କ୍ରିକେଟର ଭାରତୀୟ ଜନତାଙ୍କୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ସଚେତନ କରିଛନ୍ତି ।…

ମୁଁ ନୁହେଁ ଜାଇରା ୱାସିମ୍ , ତୁମ ଧମକରେ ଡରିବି କେମିତି ?

ନୂଆଦିଲ୍ଲୀ: ଫିଲ୍ମ ଦଙ୍ଗଲରେ ଅଭିନୟ କରିଥିବା ଜାଇରା ୱାସିମ୍ ଧମକ ପାଇବା ପରେ ବଲିଉଡ ଛାଡିଥିଲେ । ତାଙ୍କୁ ଉଦାହରଣ ସ୍ୱରୂପ ନେଇ ନିନ୍ଦୁକଙ୍କୁ କଡା ତାଗିଦ କରିଛନ୍ତି ରେସଲର୍ ବବିତା ଫୋଗଟ୍ । ତାବଲିଗି ଜମାତିଙ୍କ ବିଷୟରେ ଟୁଇଟ୍ କରିବା ପରେ ବବିତାଙ୍କୁ କ୍ରମାଗତ ମିଳିଆସୁଛି ହତ୍ୟା ଧମକ ।…

କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି…

ଲୁଧିଆନା: ପଞ୍ଜାବପ ପ୍ରଦେଶ ଲୁଧିଆନାର ଆସିଷ୍ଟାଷ୍ଟ କମିଶନର୍ ଅଫ ପୋଲିସ (ଏସିପି) ହେଲେ ଅନିଲ୍ କୋହଲି । ଜନସାଧାରଣଙ୍କୁ କରୋନା କବଳରୁ ବଞ୍ଚାଇବା ଲାଗି ଦିନ ରାତି ଖରାରେ ଛିଡ଼ା ହୋଇ ସେବା ସହିତ କର୍ତ୍ତବ୍ୟ କରୁଥିଲେ । କରୋନା ଭୂତାଣୁରେ ସଂକ୍ରମିତ ହେବାପରେ ଚିକିତ୍ସିତ ହେଉଥିଲେ । ଶନିବାର…

ମହଙ୍ଗା ପଡିଲା ଦ୍ୱେଷପୂର୍ଣ୍ଣ ଭାଷଣ, ଗିରଫ ହେଲେ ଏଜାଜ ଖାନ୍ !

ମୁମ୍ବାଇ: ପୁଣି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍ । ହେଲେ ଏଥର କୌଣସି ନେତା କି ଅଭିନେତାଙ୍କୁ ଧମକ ଦେଇ ନୁହେଁ ବରଂ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଭାଷଣ ମାରି ପୋଲିସ ହାତରେ ବନ୍ଧା ହୋଇଛନ୍ତି । Mumbai: Actor Ajaz Khan has been arrested & case registered against…

ପାକିସ୍ତାନରେ ଚାଲିଛି ଅଜବ କାର୍ଯ୍ୟ; ନାଚିଲେ ମିଳୁଛି କରୋନା ସହଯୋଗ !

ଇସ୍ଲାମାବାଦ: ଘାତକ କରୋନା ମହାମାରୀର ଯନ୍ତ୍ରଣା ଭୋଗୁଛି ଏବେ ସାରା ବିଶ୍ୱ । ତେବେ ପାକିସ୍ତାନରେ ସାଧାରଣ ଜନତାଙ୍କ ସମେତ ଗରିବ ଅସହାୟ ଜନସାଧାରଣ ଅସହ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଅଧିକାଂଶ ଗରିବ ଜନସାଧାରଣ ଭୋଗୁଛନ୍ତି ଅବ୍ୟକ୍ତ ଯନ୍ତ୍ରଣା । କେବଳ ଜନସାଧାରଣ…