Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଲ୍ ପାରିତ

ବେଜିଂ:ବିଭିନ୍ନ ସ୍ତରରେ ବିରୋଧ ହେବା ସତ୍ୱେ ଚୀନ ସଂସଦରେ ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ ହୋଇଛି । ଅଧିକାଂଶ ଦେଶ ଏହି ବିଲ୍ ବିରୋଧରେ ଥିଲେ । ସମସ୍ତଙ୍କ ଚ୍ୟାଲେଞ୍ଜକୁ ଆହ୍ୱାନ କରି ଚୀନ ବିଲ୍ ପାସ୍ କରିଛି । ଚୀନର ସଂସଦ ଏନସିପିରେ ଆଗତ ବିଲ୍‌କୁ ବହୁ ସାଂସଦ ସମର୍ଥନ…

ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ

କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି । ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା…

ସହାୟତା କଲେ ସୋନୁ ସୁଦ, ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ

ଭୁବନେଶ୍ୱର: କାଲି ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ । ସ୍ୱତନ୍ତ୍ର ବମାନ ଯୋଗେ ସୋମନେ ଫେରିବେ । ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସେ ପ୍ରବାସୀଙ୍କ ପାଇଁ ଏବେ ରିଲ ଲାଇଫ ହିରୋରୁ ରିଅଲ ଲାଇଫ୍ ହିରୋ ପାଲଟିଛନ୍ତି । ସୋନୁ ଏବେ ପ୍ରବାସୀ…

ପ୍ରବାସୀ ଶ୍ରମିକଙ୍କ ଦୁଃଖ ବୁଝିପାରୁନି ବିଜେପି: ସୋନିଆ

ନୂଆଦିଲ୍ଲୀ: ଦୁନିଆ ଦେଖିଲାଣି ପ୍ରବାସୀଙ୍କ ଦୁଃଖ । ସେମାନଙ୍କ ଭୟ, ସେମାନଙ୍କ କାତର ସ୍ୱର, ସେମାନଙ୍କ ଯନ୍ତ୍ରଣା, ଦେଶରେ ସମସ୍ତେ ଶୁଣିଲେଣି । ହେଲେ ବିଜେପି ସରକାରଙ୍କ କାନକୁ କିନ୍ତୁ ଏହା ଶୁଣାଯାଉନି । ସମସ୍ତେ ପ୍ରବାସୀଙ୍କୁ ଦୁଃଖ ଅନୁଭବ କରୁଛନ୍ତି କିନ୍ତୁ ବିଜେପି ଏହାକୁ ଦେଖି…

୨୭ ଦିନରେ ଏଭେରେଷ୍ଟର ଉଚ୍ଚତା ମାପିଲା ଚୀନ

ବେଜିଂ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ୱ ଏବେ ଚେଷ୍ଟା ଚଳାଇଛନ୍ତି । ତେବେ ଏହାର ଉତ୍ପତି ସ୍ଥଳ ଚୀନରେ କିନ୍ତୁ ସ୍ଥିତି ସାଧାରଣ ହେବାରେ ଲାଗିଛି । ଇତି ମଧ୍ୟରେ ଚୀନ ଏଭେରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଛି । ନେପାଳ ଦ୍ୱାରା କରାଯାଇଥିବା ମାପ ତୁଳନାରେ ଏହାର ଉଚ୍ଚତା ୩.୭…

ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଓ ଭଡା ଦେବେ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଏବେ ତାଲା ବନ୍ଦ ପଡିଛି । ଚାରିଆଡେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ । ଏହାରି ଭିତରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ଫେରିବା ବାଟରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେମାନେ । ଏହାକୁ ନଜରରେ ରଖି…

କରୋନା ଲକ୍ଷଣ ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ : ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନିକଟରେ କୋଭିଡ୧୯ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ସମ୍ବିତ…

ଆସନ୍ତୁ ଜାଣିବା କେଉଁ ମହଲରେ ରହିଛି ହିଟଲରଙ୍କ ୨୮ ଟନ ସୁନା

ମସ୍କୋ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡୋଲଫ ହିଟଲରଙ୍କୁ କିଏ ବା ନ ଜାଣେ । ବର୍ତମାନ ସେ ଲୁଚାଇ ରଖିଥିବା ୨୮ ଟନ ସୁନା ନେଇ ଆଲୋଚନା ଜୋର ଧରିଛି । ସେ ସମୟର ଜଣେ ସୈନିକଙ୍କ ଡାଏରୀରୁ ଏହି ତଥ୍ୟ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ତଥା ଜର୍ମାନୀର ସୈନିକମାନେ ରୁଷ ସେନା କବଳରୁ…

ଜୁନ୍ ୨ରେ ରୁଷିଆରୁ ଫେରିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଧରି ଜୁନ୍ ୨ ତାରିଖରେ ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ପହଞ୍ଚିବ । ଏସମ୍ପର୍କରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରି କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଏୟାର୍…

ଆସାମରେ ବନ୍ୟା ସ୍ଥିତି; ୩ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୧୧ ଜିଲ୍ଲାର ୩ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ ଗୋଲପରା ଜିଲ୍ଲାର ରଙ୍ଗଜୁଲିରେ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି…