Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳାଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ୍ ଖୋଲି ବିବାଦୀୟ ପୋଷ୍ଟ ଅଭିଯୋଗରେ ରାୟପୁର ଯୁବକ ଗିରଫ

ରାୟପୁର: ଆଜିକାଲି ମିଛ ନାଁରେ ବିଶେଷ କରି ମହିଳାଙ୍କ ନାଁ ଓ ଫୋଟୋ ଥିବା ନକଲି ବା ଫେକ୍ ଫେସ୍‌ବୁକ୍ ଆଇଡି ଖୋଲି ସାଧାରଣ ଲେକାଙ୍କୁ ବଭ୍ରାନ୍ତ କରିବା ଏକପ୍ରକାର ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ଓଡିଆ ଆଲ୍‌ବମ୍ ଗୀତରେ ଫେସବୁକ୍‌ର ଆଞ୍ଜେଲ୍ ପ୍ରିୟା ଶୁକୁଟି ସାହୁ ହେବା ଭଳି ସୋସିଆଲ୍…

କରୋନା ପାଇଁ କଟିବନି ପେନ୍‌ସନ୍‌: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ପାଇଁ କଟିବନି ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ । ପେନ୍‌ସନ୍ ବନ୍ଦ କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏ ସମ୍ପର୍କରେ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା…

ମେ’ ୩ ପରେ ବି ଗଡିବନି ଟ୍ରେନ୍‌, ଉଡିବନି ବିମାନ !

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ପଡିଥିବା ତାଲାବନ୍ଦ ମେ’ ୩ ପରେ ଖୋଲିବ । ହେଲେ ଲକଡାଉନ ହଟିବା ପରେ ବି ବିମାନ ଓ ଟ୍ରେନ ଚଳାଚଳ ହୋଇ ନପାରେ । ଏନେଇ ସମ୍ଭାବନା କମ୍ ରହିଛି । ଆଜି ମନ୍ତ୍ରୀ ସମୂହ ବୈଠକରେ ବିମାନ ଓ ଟ୍ରେନ୍ ଚଳାଚଳ ଆରମ୍ଭ ନକରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାପରେ…

ଲକଡାଉନ ୨.୦: ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରିବେନି ଇ-କମର୍ସ କମ୍ପାନୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଥିବା ବେଳେ ଇ-ବାଣିଜ୍ୟ କମ୍ପାନୀ ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ “ଇ-କମର୍ସ କମ୍ପାନୀ ଏବଂ ଇ-କମର୍ସ ଅପରେଟରଙ୍କ ଦ୍ୱାରା ବ୍ୟବହୃତ ହେଉଥିବା…

ଦିଲ୍ଲୀ: ଗୋଟିଏ ପରିବାରର ୩୧ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ଏହାର ଭୟାବହତାକୁ ଅନୁଭବ କରି ସରକାର ଆଗାମୀ ମେ ମାସ ୩ ତାରିଖ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଭାରତରେ ଧୀରେ ଧୀରେ ଏହାର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୧୫ ହଜାର ୭୧୨…

କରୋନା ଲଢେଇରେ ଝାସ ଦେଲା ୪୫ ଦିନର ଶିଶୁ !

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରେ ଭାରତରେ ଜଣେ ଦେଢ଼ ମାସ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ଡାକ୍ତରଙ୍କଠାରୁ ଏହି ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଶନିବାର ଦିଲ୍ଲୀର କାଲାୱଟୀ ସରାନ ଶିଶୁ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ତିନି ଦିନ ପୂର୍ବରୁ…

ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର୍ସ୍; ଆଜି ହିଁ କରନ୍ତୁ ଟ୍ରାଏ

ନୂଆଦିଲ୍ଲୀ: ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପକୁ ବ୍ୟବହାର କରୁଛନ୍ତି ୨ବିଲିୟନରୁ ଅଧିକ ଲୋକ। ଏହି ଲୋକପ୍ରିୟ ମେସେଜିଙ୍ଗ ଆପ କିଛି ନୂଆ ଫିଚର୍ସ ସହ ନିଜକୁ ଅପଡେଟ କରିଛି । ଫରୱାର୍ଡ ମେସେଜ ଉପରେ ରୋକ: ଫରୱାର୍ଡ ମେସେଜିଙ୍ଗ ହ୍ଵାଟ୍ସଆପ୍ ଚାଟିଂର ଏକ ଜରୁରୀ ଏବଂ ଆକର୍ଷଣୀୟ ଫିଚର୍ସ ଅଟେ।…

ଏହିସବୁ ମୋବାଇଲ କମ୍ପାନୀ ମେ ୩ ଯାଏଁ ବଢାଇଲେ ନିଜ ଉପଭୋକ୍ତାଙ୍କ ନମ୍ବରର ବୈଧତା

ନୂଆଦିଲ୍ଲୀ: କରୋନା ପାଇଁ ସାରଦେଶରେ ତାଲା । ଏହି ସଙ୍କଟ ସମୟରେ କିଛି ମୋବାଇଲ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛନ୍ତି ଖୁସି ଖବର । ରିଲାଏନ୍ସ ଜିଓ, ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଭଳି ମୋବାଇଲ କମ୍ପାନୀ ମାନେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ନିଜ ପ୍ରିପେଡ୍ ସେବା…

ଭାରତରେ ୧୫ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୧୩୩୪ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୫,୭୧୨  ଛୁଇଁଛି । ଗତ ୨୪ ଘଣ୍ଟାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର: ଅନ୍ୟ ପାଇଁ ରିଚାର୍ଜ କରି ପାଇପାରିବେ କମିଶନ, ଜାଣନ୍ତୁ କିପରି

ଭୁବନେଶ୍ଵର: ଦେଶ ସାରା ଲକଡାଉନ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ…