Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର । କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ…

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A village in Chittapur of…

ଆମେରିକାରେ ସ୍ଥିତି ଅସମ୍ଭାଳ; କରୋନା ମୃତ୍ୟୁ ସଂଖ୍ୟା ୩୬ ହଜାର ଛୁଇଁଲା

ୱାଶିଂଟନ: କରୋନାର ଆତଙ୍କରେ ସାରା ବିଶ୍ୱ ଭୟଭୀତ ହୋଇ ପଡିଛି। ଏପରିକି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଆମେରିକାରେ ସର୍ବାଧିକ କରୋନା ସଂକ୍ରମଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାରେ ଏଯାବତ…

ସଂକ୍ରମଣକୁ ନୁହେଁ ଆକ୍ରମଣକୁ ଭୟ; ଏମ୍ସ ଡାକ୍ତର ସଂଘ !

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଆଗ ଧାଡିରେ ଛିଡା ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ହେଲେ ଦିନକୁଦିନ ହସ୍ପିଟାଲ କର୍ମଚାରୀଙ୍କ ପ୍ରତି ଆକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ର (RDA) ସମସ୍ତ ସଦସ୍ୟ…

ଆସ କିଏ ଖାଇବ ଲକ୍‌-ଡାଉନରେ କରୋନା ଭୋଜି !

ତାମିଲନାଡୁ: ସରିଥିଲା କରୋନା ଭୋଜି ହେଲେ ମହଙ୍ଗା ପଡିଲା ସୋସିଆଲ୍ ମିଡିଆରେ ବାହାଦୁରୀ । ଯେଉଁଠି କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌-ଡାଉନ୍ ସେଠି, ସାଙ୍ଗମାନଙ୍କୁ କରୋନା ଭୋଜି ଦେଇ ଗିରଫ ହୋଇଛି ଜଣେ ୨୯ବର୍ଷିୟ ବ୍ୟକ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ଦିନ ୧୪,୩୭୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ…

ଭାରତୀୟ ନୌସେନାରେ କରୋନା; ୨୧ ନୌସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ !

ମୁମ୍ବାଇ: ମରଣାନ୍ତକ କରୋନା ଭୂତାଣୁ ଏବେ ଭାରତୀୟ ସେନା ଓ ନୌସେନାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୂର୍ବରୁ ଭାରତୀୟ ସେନାରେ ୮ ଜଣ ସେନା କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭାରତୀୟ ନୌସେନାରେ ପ୍ରାୟ ୨୧ ଜଣ ନୌସେନା କର୍ମଚାରୀ କୋଭିଡ୍ ୧୯ ରେ ଆକ୍ରାନ୍ତ ହୋଇଥିବା ଟାଇମ୍ସ…

ଲକ୍‌-ଡାଉନରେ ଫସିଥିଲା ସ୍ତ୍ରୀ, ପ୍ରେମିକାକୁ ବିବାହ କଲା ସ୍ୱାମୀ !

ବିହାର: ପାଲିଗଂଜ ଭରତପୁରାର ଧୀରଜ କୁମାର । ଲକ୍‌-ଡାଉନ୍ ପୂର୍ବରୁ ସ୍ତ୍ରୀ ଯାଇଥିଲା ଶ୍ୱଶୁର ଘର । ହେଲେ ରାସ୍ତାଘାଟ ବନ୍ଦ ଥିବାରୁ ଆଉ ଫେରିପାରିନଥିଲା । ଶେଷରେ ରାଗ ଶୁଝାଇବାକୁ ଯାଇ ପୂର୍ବତନ ପ୍ରେମିକାକୁ ବିବାହ କରି ଗିରଫ ହୋଇଛି । ବିବାହ ପରେ ସ୍ତ୍ରୀ ଦୁଲହିନ୍ ବଜାରସ୍ଥିତ ନିଜ…

ଦେଖନ୍ତୁ ଭିଡ଼ିଓ: ପୋଲିସକୁ ଲୋକେ କାହିଁକି ଫିଙ୍ଗିଲେ ଗୋଲାପ ପାଖୁଡ଼ା !

ଚଣ୍ଡିଗଡ଼: ସାରା ଦେଶରେ ଏବେ ଚାଲିଛି ଲକ୍‌ଡାଉନ୍ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ଭାରତ ଏବେ ଦେଶବ୍ୟାପି ଲକ୍‌ଡାଉନକୁ ଆଦରି ନେଇଛି । କେବଳ କେନ୍ଦ୍ର ସରକାରକି ରାଜ୍ୟ ସରକାର ନୁହନ୍ତି ଜନସାଧାରଣ ମଧ୍ୟ ଅନୁଭବ କରିଛନ୍ତି ଲକ୍‌ଡାଉନର ଆବଶ୍ୟକତା । ଦେଶରେ ଲକ୍‌ଡାଉନକୁ ସଫଳ କରିବା…

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ…