Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁଲାଇରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ଆସନ୍ତା ଜୁଲାଇ ମାସ ରେ ସ୍କୁଲ ଖୋଲିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ଆସନ୍ତା ଜୁନ ୫ ତାରିଖ ସୁଦ୍ଧା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ତଥା…

ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୨୦୨୦ ଶେଷ ପରୀକ୍ଷା ଆବେଦନର ଶେଷ ତାରିଖ  ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି । ଆବେଦନରର ସମସ୍ତ ଅନୁଦେଶ ତଥା ଗାଇଡଲାଇନ ସମ୍ବନ୍ଧୀୟ ସୂଚନା ଛାତ୍ରମାନେ ଏହି  exam.ignou.ac.in  ଲିଙ୍କରୁ…

‘ସାଇକେଲ ଗାର୍ଲ’ ଜ୍ୟୋତି କୁମାରୀଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା…

ଭୁବନେଶ୍ୱର: ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର ସାଇକେଲ ଗାର୍ଲ ଜ୍ୟୋତି କୁମାରୀ ଙ୍କୁ ମାଗଣା ଶିକ୍ଷାଦାନ ର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କୋରନା ଲକ୍‌ଡ଼ାଉନ ସତ୍ତ୍ୱେ ସୁଦୂର ଗୁରୁ୍‌ଗ୍ରାମ ଠାରୁ ବିହାର ର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ନିଜ ଅସୁସ୍ଥ ପିତା ଙ୍କୁ…

ନୋକିଆର ତାମିଲନାଡୁ ପ୍ଲାଣ୍ଟ ଉପରେ କରୋନା ମାଡ଼

ନୂଆଦିଲ୍ଲୀ: ଅଗ୍ରଣୀ ମୋବାଇଲ ଫୋନ କମ୍ପାନି ନୋକିଆ ଉପରେ କରୋନା ମାଡ଼ । କମ୍ପାନିର କିଛି କର୍ମଚାରୀଙ୍କର କରୋନା ପଜିଟିଭ ବାହାରିବା ପରେ ସାମୟିକଭାବେ ବନ୍ଦ କରିଦିଆଯାଇଛି ନୋକିଆର ତାମିଲନାଡୁ ପ୍ଲାଣ୍ଟ । ତାମିଲନାଡୁର ଶ୍ରୀପେରୁମ୍ୱଦୁରସ୍ଥିତ ଏହି ପ୍ଲାଣ୍ଟରେ କିନ୍ତୁ କେତେଜଣଙ୍କ ନିକଟରେ…

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର…

ଚୀନ ନରମିଲା, ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ବେଜିଂ: ଲଦାଖ ଓ ଉତର ସିକ୍କିମ ସୀମାରେ ଉପୁଜିଥିବା ସୀମା ବିବାଦ ନେଇ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଥିଲେ । ଭାରତ ପଛଘୁଂଚା ନ ଦେବାରୁ ଚୀନ ବୁଧବାର ନରମିଛି । ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । ଆଲୋଚନା ଓ ବୁଝାମଣା ମାଧ୍ୟମରେ ଏହାର ସମାଧାନ ରାସ୍ତା ବାହାର…

୪ ଦିନ ହେବ ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ

ଡେରାଡୁନ୍‌: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ୪ ଦିନରୁ ଅଧିକ ହେବ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । କରୋନା ସଂକଟ ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିର ପ୍ରଚଣ୍ଡ ତାଣ୍ଡବ ଚାଲିଛି । ଆକଶରୁ ନିଆଁ ବର୍ଷା ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର…

ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ପିହୁ ନିର୍ଦ୍ଦେଶକ

ପାଟନା: ଲକଡାଉନ ଅବସରରେ ଅସୁସ୍ଥ ବାପାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ଦରଭଙ୍ଗା ଆଣିଥିବା ଜ୍ୟୋତି କୁମାରୀଙ୍କ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ପିହୁ ନିର୍ଦ୍ଦେଶକ ବିନୋଦ କାପାଡୀ ଘୋଷଣା କରିଛନ୍ତି । ଜ୍ୟୋତି…

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ

ବେଜିଂ: ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ସେନାକୁ ଯୁ୍‌ଦ୍ଧ ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସମସ୍ତ ପଡୋଶୀଙ୍କ ସହ ଅଶାନ୍ତିକର ବାତାବରଣ ସୃଷ୍ଟି କରିଥିବା ଚୀନକୁ ଏବେ ଯୁଦ୍ଧ ଭୟ ଘାରିଛି । ଭାରତ, ତାଇୱାନ ଓ ହଂକଂକୁ ଆମେରିକାର ସମର୍ଥନ…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…