Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲକ୍‌-ଡାଉନରେ ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କର୍ଣ୍ଣ।ଟକ: କଥାରେ ଅଛି ରଜାପୁଅକୁ ସଜା ନାହିଁ । ବୋଧ ହୁଏ ସେଥିପାଇଁ ସାରା ଦେଶ ଲକ୍‌-ଡାଉନ୍ ଥିଲେ ବି କର୍ଣ୍ଣ।ଟକର ହେଭିିୱେଟ୍ ପଲିଟିକାଲ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡାଙ୍କ ପରିବାର ବିବାହର ଆୟୋଜନ କରିପାରିଥିଲା । ଶୁକ୍ରବାର ପୂର୍ବତନ କର୍ଣ୍ଣ।ଟକ…

ସରକାର ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବା ଖବର ଏକ ଗୁଜବ, ସତ୍ୟତା ନାହିଁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ଦେଶବ୍ୟାପୀ ଲକ୍ ଡାଉନ ଜାରି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବିବିଧ ପ୍ରକାରର ଗୁଜବ ଓ ମିଥ୍ୟା ଖବର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ସରକାରଙ୍କ ପକ୍ଷରୁ ହେଲିକ୍ୟାପ୍ଟରରୁ ଲୋକଙ୍କ ପାଇଁ ଟଙ୍କା ପକାଇବେ ବୋଲି ଏକ ମିଛ…

ଭାରତର ଅର୍ଥନୀତି ସୁଧାରିବାକୁ ‘ଆରବିଆଇ’ର ପ୍ରୟାସ:୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍

ନୂଆଦିଲ୍ଲୀ: ବିଶ୍ୱ ସମେତ ଭାରତରେ ଏବେ କରୋନା ଭାଇରସର ମହାସଙ୍କଟ । ସାରାଦେଶ ଲକଡାଉନ। ଏହା ମଧ୍ୟରେ ଦେଶର ଅର୍ଥନୀତିକୁ ମନରେ ଉଙ୍କି ମାରୁଛି ଅନେକ ଆଶଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଦିନ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦେଶର…

ଆମେରିକାରେ ମୃତ୍ୟୁର ତାଣ୍ଡବ: ୩୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକାରେ ଏପର୍ଯ୍ୟନ୍ତ ୬୭୮,୨୧୦…

ସୋପିଆନରେ ସେନା ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର ଦାଇରୋ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ…

କରୋନା କବଳରେ ବିଶ୍ବ: ଦେଢ଼ ଲକ୍ଷ ପାଖାପାଖି ପହଞ୍ଚିଲା ମୃତ୍ୟୁ ସଂଖ୍ୟା  

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧ ଲକ୍ଷ ୫୭ ହଜାର ୧୦୮ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

ବ୍ୟାପୁଛି କରୋନାଭାଇରସ; ଗୋଟିଏ ଦିନରେ ଭାରତରେ ୧୦୦୭ ପଜିଟିଭ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧୩,୩୮୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

କରୋନା ସଂକ୍ରମଣ ଭୟରେ କୁନି ଝିଅ ପାଖକୁ ଆସିପାରୁ ନାହାନ୍ତି ବାପା, ଭିଡିଓ ଭାଇରାଲ

ବାପା କାଚ କବାଟର ସେପାଖେ, କୁନି ଝିଅ ଏ ପାଖେ । ବାପା ଏବେ ଅଫିସରୁ ଆସିଛନ୍ତି କୁନି ଝିଅର ମନ ବାପା ପାଖେ କାଖ ହୋଇ ବହୁତ ଗେଲ ହୁଅନ୍ତା । ତା କୁନି କୁନି କଥା କୁହା ଓଠରେ କେତେ କଣ ଗପି ଦିଅନ୍ତା । କିନ୍ତୁ ବାପା କବାଟ ସେପାଖେ ଥାଇ ଝିଅକୁ ଫ୍ଲାଇଙ୍ଗ କିସ୍ ଦେଉଛନ୍ତି । ତେବେ କାହିଁକି ସେ…

ରେକର୍ଡ କଲା ଆରୋଗ୍ୟ ସେତୁ ଆପ୍: ୧୩ ଦିନରେ ଡାଉନଲୋଡ଼ କଲେ ୫ କୋଟି ଉପଭୋକ୍ତା !

ନୂଆଦିଲ୍ଲୀ: ଭାରତ ଆଜି କୋଭିଡ-୧୯ ଅର୍ଥାତ୍ କରୋନାଭାଇରସ୍ ପରି ମହାମାରୀର ସମ୍ମୁଖୀନ ହୋଇଛି ଏବଂ ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ଏହି ଜୀବାଣୁ ରୋକିବା ପାଇଁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ସରକାର ନିକଟରେ କରୋନାଭାଇରସ୍ ସହିତ ଲଢ଼ିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ଆପ୍…

ଭାରତରେ ଲଞ୍ଚ ହେଲା ଆଇଫୋନ୍ ଏସଇ୨୦୨୦; ଜାଣନ୍ତୁ କଣ ରହିଛି ଏହାର ମୂଲ୍ୟ ଓ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଆପଲ୍ ଆଇଫୋନ୍ ଏସଇ୨୦୨୦ ଲଞ୍ଚ: ଆପଲ୍ ର ସର୍ବଶେଷ ହ୍ୟାଣ୍ଡସେଟ୍ ଆପଲ୍ ଆଇଫୋନ୍ ଏସଇ୨୦୨୦ ଭାରତରେ ଲଞ୍ଚ କରାଯାଇଛି। ଆପଲ୍ ର ସର୍ବଶେଷ ଫୋନର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହା ଆଇଫୋନ୍ ୮ (ଆଇଫୋନ୍ ୮) ପରି ଦେଖାଯାଉଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ…