Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାଭାଇରସ ସଂକ୍ରମଣ; ଆରୋଗ୍ୟ ହେଲେ କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ(କୋଭିଡ-୧୯) ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ସୋଫି କହିଛନ୍ତି ଯେ ମୁଁ ଏବେ ସୁସ୍ଥ ହୋଇଛି, ଆଉ ଏଥିପାଇଁ ମୁଁ ବହୁତ…

ଲକଡାଉନ ପ୍ରଭାବ: ବାୟୁମଣ୍ଡଳର ଏଭଳି ପରିବର୍ତ୍ତନକୁ ଅବିଶ୍ୱସନୀୟ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ଭାଇରସ ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସମ୍ପୂର୍ଣ୍ଣ ଭାରତକୁ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନର ଆଜି ୫ମ ଦିନ ହୋଇଥିବା ବେଳେ ଏକ ସନ୍ତୋଷଜନକ ଖବର ସାମ୍ନାକୁ ଆସିଛି। କ୍ରମାଗତ…

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ…

ଆମ ଆଦମୀ ପାର୍ଟି ବିଧାୟକଙ୍କ ଉପରେ କେସ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ତଥା ପ୍ରବକ୍ତା ରାଘବ ଚଢ଼ାଙ୍କ ଉପରେ ଓକିଲ ପ୍ରଶାନ୍ତ ଉମରାଓ ପଟେଲ କେସ୍ କରିଛନ୍ତି । ଲକଡାଉନ ସମୟରେ ରାଜେନ୍ଦ୍ର ନଗରର ବିଧାୟକ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଛି । ସେ ଟୁଇଟ କରିଥିଲେ,…

ଗ୍ରାସୁଛି କରୋନା: ଭାରତରେ ୨୫ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ବେଳକୁ ବେଳ ଭୟଙ୍କର ହେଉଛି କରୋନା ସ୍ଥିତି । ଅନ୍ୟ ସଂକ୍ରମିତ ଦେଶ ଗୁଡିକ ଭଳି ଭାରତରେ ମଧ୍ୟ ଏହା ସଂଖ୍ୟା ବିସ୍ତାର କରିବାରେ ଲାଗିଲାଣି । ୨ ଦିନ ତଳେ କରୋନା ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ରୁ ୬୦୦ ମଧ୍ୟରେ ଥିବା ବେଳେ ମୃତ୍ୟୁ ସଂଖ୍ୟ ୧୫ ମଧ୍ୟରେ ରହିଥିଲା । ମାତ୍ର…

କରୋନା: ଆଇସୋଲେସନ ପାଇଁ ନାହିଁ ଘର; ଗଛରେ କ୍ୱାରେଣ୍ଟାଇନ ହେଲେ ଯୁବକ

କୋଲକାତା: କରୋନାଭାଇରସର ଆତଙ୍କକୁ ଦେଖି ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ଏହି କାରଣରୁ ସହରରେ କାମ କରୁଥିବା ଶ୍ରମିକମାନେ ଗାଁକୁ ଫେରୁଛନ୍ତି । ଗାଁକୁ ଫେରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ ସ୍ୱରୂପ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ ରହିବାକୁ ପରାମର୍ଶ ଦିଆଯାଇଛି । ସେଥିପାଇଁ…

କରୋନା ମୁକାବିଲା: ପ୍ରଥମ ସ୍ବଦେଶୀ କୋଭିଡ-୧୯ କିଟ ପ୍ରସ୍ତୁତ କଲା ଭାରତ

ମୁମ୍ବାଇ: ପୁନେ ସ୍ଥିତ ଡିସକୋଭରି ସଲ୍ୟୁସନର ଭାଇରୋଲୋଜିଷ୍ଟ ମୀନଲ ଢାକଲେ ଭୋସଲେ ଅଳ୍ପ ଖର୍ଚ୍ଚରେ କରୋନା ପରୀକ୍ଷା ନିମନ୍ତେ ଏକ ପରୀକ୍ଷଣ କିଟ୍ ବିକଶିତ କରିଛନ୍ତି । ବାଣିଜ୍ୟିକ ବ୍ୟବହାର ପାଇଁ କିଟ୍ ଖୁବଶୀଘ୍ର ଉପଲବ୍ଧ ହେବ। କୌତୁହଳର କଥା ଯେ, ନିକଟରେ ମାତୃତ୍ୱ ଲାଭ କରିଥିବା ମୀନଲ…

କରୋନା ପ୍ରଭାବ: ଆର୍ଥିକ ସଙ୍କଟରେ ଗୋ ଚାଷୀ

ଜଗତସିଂହପୁର : କରୋନା କଟକଣା ଯୋଗୁଁ ସମଗ୍ର ଜିଲ୍ଲାରେ ଦୁଗ୍ଧ ବ୍ୟବସାୟ ମାନ୍ଦା ଅବସ୍ଥାରେ ପହଂଚିଛି । କରୋନା ଭୟରେ ଲୋକେ ଦୁଗ୍ଧ ବିକ୍ର କରି ନ ପାରିବାରୁ ପ୍ରତିଦିନ ହଜାର ହଜାର ଲିଟର ଦୁଗ୍ଧ ନଷ୍ଟ ହେବାରେ ଲାଗିଛି । ଏପରିକି ଏଭଳି ପରିସ୍ଥିତିରେ ଓମଫେଡ୍ ତାର ଅନୁବନ୍ଦିତ ଚାଷୀ ମାନଙ୍କ…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୭୫ ଭାରତୀୟ

ରାଜସ୍ଥାନ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୭୫ ଜଣ ଭାରତୀୟଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ଫେରାଇ ଅଣାଯାଇଛି । ଏକ ସ୍ୱତନ୍ତ୍ର ବିମାନରେ ୨୭୫ ଜଣ ଭାରତୀୟଙ୍କୁ ଧରି ରାଜସ୍ଥାନର ଯୋଧପୁରରେ ଆସି ପହଞ୍ଚିଛି । ସେମାନଙ୍କୁ ଇଣ୍ଡିଆନ ଆର୍ମି ୱେଲନେସ୍…

କରୋନା ସଂକ୍ରମଣରେ ଆଗରେ ଅଛନ୍ତି ବିଶ୍ୱର ଏହି ୫ ଟି ଦେଶ

ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ୧୯୦ ତୁ ଉର୍ଦ୍ଧ୍ବ ଦେଶ ଏହି ଭୁତାଣୁ ରେ କବଳିତ । ବିଶ୍ୱ ବ୍ୟାପି କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି ।…