Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାତରେ ଟଙ୍କା ଧରୁଥିଲେ ଭଲଭାବେ ହ୍ୟାଣ୍ଡୱାସ କରନ୍ତୁ: ଆଇବିଏ

ମୁମ୍ବାଇ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଭାରତୀୟ ବ୍ୟାଙ୍କ ଆସୋସିଏସନ (ଆଇବିଏ) ମଧ୍ୟ ଜନସାଧାରଣଙ୍କୁ ସଚେତନ ଲାଗି ଆଗଭର ହୋଇଛି । ଜାତୀୟ…

କୋଭିଡ-୧୯: ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ କରୋନାର ପ୍ରଭାବ ଜାରି ରହିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୧୫ କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭୂତାଣୁର ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତ ସରକାର ରାଜ୍ୟଗୁଡିକୁ ଲକଡାଉନ କଡାକଡି କରିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ…

ଲକଡାଉନ୍ କରୋନାଭାଇରସ ମୁକାବିଲା ଲାଗି ଯଥେଷ୍ଟ ନୁହେଁ: ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ପ୍ରାୟ ୧୯୨ ରାଷ୍ଟ୍ରକୁ ବ୍ୟାପୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ହେଲେ କେବଳ ଲକଡାଉନ ଏହି ସଂକ୍ରମଣକୁ ରୋକିବା ଲାଗି ଯଥେଷ୍ଟ ନୁହେଁ । ଏନେଇ ବିବିସି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଶ୍ୱ…

କୋଭିଡ-୧୯: ମହାରାଷ୍ଟ୍ରରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ମୁମ୍ବାଇ: ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ହୋଇଥିବା ଅଧିକାରୀ ମାନେ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦେଇଥିବା ସୂଚନା ଅନୁସାରେ ଭାରତରେ ମୋଟ…

ଫ୍ଲାଇଟରେ ଥିଲେ କରୋନା ସଦିଗ୍ଧ, କକପିଟ ଦେଇ ଡେଇଁ ପଳାଇଲେ ପାଇଲଟ୍‌

ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଭିନ୍ନ ରାଷ୍ଟ୍ରକୁ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଦିନକୁ ଦିନ ଜନସାଧାରଣମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବା ସହ ଆତଙ୍କିତ ହୋଇପଡିଛନ୍ତି । ନିକଟ ଅତିତରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ଏକପ୍ରକାର…

ଅଜାଣତରେ ଏହି ଭୁଲ ଯୋଗୁଁ ଦ୍ରୁତ ଗତିରେ ବ୍ୟାପୁଛି କରୋନା; ଜାଣନ୍ତୁ ଓ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ ସହ ଲଢ଼ିବା ପାଇଁ ପ୍ରତ୍ୟେକ ଲୋକ ପ୍ରସ୍ତୁତି କରୁଛନ୍ତି । ନିଜକୁ ଭାଇରସ ଦାଉରୁ ରକ୍ଷା କରିବା ପାଇଁ ସାନିଟାଇଜର ଓ ମୁହଁରେ ମାସ୍କର ବ୍ୟବହାର କରୁଛନ୍ତି । ଏହାପରେ ମଧ୍ୟ ଆମେ ପ୍ରତିଦିନ ଏମିତି କିଛି ଭୁଲ କରୁଛେ, ଯାହା ଭାଇରସକୁ ସହଜରେ ସଂକ୍ରମଣ କରିବାକୁ…

କୋଭିଡ-୧୯ ବନାମ୍ ଭାରତ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲଙ୍କ ୧୦୦ କୋଟି ଟଙ୍କା ର ସହଯୋଗ

ମୁମ୍ବାଇ: କରୋନାଭାଇରସ୍ ପାଇଁ ସାରା ବିଶ୍ୱ ସମେତ ଆତଙ୍କିତ ଭାରତବାସୀ । ଜରୁରୀକାଳୀନ ସ୍ଥିତିରେ ଆଗେଇ ଆସିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । କରୋନା ମହାମାରୀ ଆକ୍ରାନ୍ତଙ୍କ ପାଇଁ ସହଯୋଗ କରିଛନ୍ତି ୧୦୦ କୋଟି ଟଙ୍କା ଭଳି ମୋଟା ଅଙ୍କର ରାଶି । ରବିବାର ମାଇନିଂ ଟାଇକୁନ୍…

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…

‘ଜନତା କର୍ଫ୍ୟୁ’ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ବିରୋଧରେ ଆଜି ପୂରା ଦେଶବାସୀ ଏକାଠି ହୋଇଛନ୍ତି । ସମସ୍ତେ ମିଶି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । कोरोना वायरस की लड़ाई का नेतृत्व करने वाले…

କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ: ଘଣ୍ଟ, ଘଣ୍ଟି, ଥାଳି ଓ ତାଳି ବଜାଇଲେ ଦେଶବାସୀ

ଭୁବନେଶ୍ୱର: କରୋନ ଭୂତାଣୁ ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ । ସାରା ଦେଶବାସୀ ଘଣ୍ଟ, ଘଣ୍ଟି, ତାଲି ଓ ଥାଳି ବଜାଇ ଜଣାଇଲେ ଧନ୍ୟବାଦ । କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଆଜି ପୁରା ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି । କିଏ ଘରର ବାଲକୋନୀ ତ ଆଉ କିଏ ଛାତ ଉପରେ ତ ଆଉ କିଏ ବାହାରକୁ…