Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଔଷଧ ଏବଂ ଚିକିତ୍ସା ଉପକରଣ ପାଇଁ ୧୪ ହଜାର କୋଟି ଟଙ୍କା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କରୋନା ସହ ମୁକାବିଲା କରିବା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି । ଦେଶରେ ଔଷଧ ଏବଂ ମେଡିକାଲ ଉପକରଣର ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ୧୪ ହଜାର କୋଟି ଟଙ୍କା ମଂଜୁରୀ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍…

“ଜନତା କର୍ଫ୍ୟୁ”ରେ ସୋନୁ ନିଗମଙ୍କ ଅନ୍‌ଲାଇନ୍ କନସର୍ଟ

ମୁମ୍ବାଇ: ଜନତା କର୍ଫ୍ୟୁରେ ଜନତାଙ୍କୁ ଉତ୍ସାହିତ କରିବା ପାଇଁ ସୋନୁ ନିଗମ କରିବେ ଅନ୍‌ଲାଇନ୍ କନସର୍ଟ । କରୋନା ଭାଇରସର ପ୍ରଭାବରେ ସୋନୁଙ୍କର ଏକାଧିକ କନସର୍ଟ ବାତିଲ ହୋଇଥିଲା । https://t.co/xNUyP7LaGZ — Sonu Nigam Forum (@SonuNigamForum) March 21, 2020 ଏହା…

କୋଭିଡ-୧୯: କ୍ୱାରେଣ୍ଟାଇନ ପ୍ରୋଟୋକଲ ଭାଙ୍ଗିଲେ ଭାରତୀୟ ମହିଳା ବକ୍ସର ମେରିକମ୍

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଦ୍ୱାରା ଜାରି ହୋଇଥିବା ୧୪ ଦିନିଆ କ୍ୱାରେଣ୍ଟାଇନ ପ୍ରୋଟୋକଲକୁ ଭାରତୀୟ ମହିଳା ବକ୍ସର ତଥା ରାଜ୍ୟସଭା ସଦସ୍ୟ ମେରିକମ୍ ଅମାନ୍ୟ କରିଛନ୍ତି । ମେରିକମ୍ ମାର୍ଚ୍ଚ ୧୩ ତାରିଖରେ ଇଟାଲୀ ଓ ଜୋର୍ଡାନରୁ ଫେରିଥିଲେ । ଏହାପରେ ସେ…

କରୋନା ପାଇଁ ଦେଶବ୍ୟାପୀ ଲକଡାଉନ କରିବାକୁ ପାକିସ୍ତାନ ସମର୍ଥ ନୁହେଁ: ଇମରାନ ଖାନ

ଇସଲାମାବାଦ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ବନ୍ଦ(ଲକଡାଉନ) କରିବାକୁ ପାକିସ୍ତାନ ଅସମର୍ଥ ବୋଲି ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି । ସେ କହିଛନ୍ତି କି, ଲକଡାଉନ ଅର୍ଥାତ ସାରା ଦେଶରେ କର୍ଫୁ୍ୟ ଲଗାଇବା । ଏହାଦ୍ୱାରା ଗରୀବ ଶ୍ରେଣୀର…

କରୋନା ସହ ଲଢେଇ: ରାଷ୍ଟ୍ରପତି କୋବିନ୍ଦଙ୍କର ହେବ କରୋନା ଟେଷ୍ଟ !

ନୂଆଦିଲ୍ଲୀ: ରାଜସ୍ଥାନ ସାଂସଦ ଦୁଷ୍ୟନ୍ତ ସିଂହଙ୍କ ସହ ଏକ ବେକଫାଷ୍ଟ ପାର୍ଟିରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ନଭେଲ୍ କରୋନା ଭୂତାଣୁ ପରୀକ୍ଷା ହେବ । ପୂର୍ବରୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ବଲିଉଡ୍ କଣ୍ଠଶିଳ୍ପୀ କନିକା କପୁରଙ୍କ ଏକ ପାର୍ଟିରେ ଦୁଷ୍ୟନ୍ତ ଯୋଗଦେଇଥିଲେ ।…

କରୋନା ଭୟ: OLA ଓ UBERର ‘ସେୟାର ରାଇଡ’ ସେବା ବନ୍ଦ

ନୂଆଦିଲ୍ଲୀ: ଚାରିଆରେ କରୋନାର କୋକୁଆ ଭୟ । ଏହି ଭୟରୁ ବାଦ୍ ପଡିନି ଆପ୍ ଆଧାରିତ କମ୍ପାନୀ ଓଲା ଓ ଉବେର । ସାରା ଦେଶରେ ପରିବହନ ସେବା ଯୋଗାଉଥିବା ଏହି ଦୁଇ କମ୍ପାନୀ ଏବେ ନିଜର ‘ସେୟାର ରାଇଡ୍‌’ ସେବା ବନ୍ଦ କରିଛନ୍ତି । କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି…

ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ; ତାଲିକାରେ ଭାରତର ସ୍ଥାନ କେତେ?

ନ୍ୟୁୟର୍କ: ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାରେ ଲଗାତାର ତୃତୀୟ ଥର ପ୍ରଥମ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡର ଜନସଂଖ୍ୟା ପାଖାପାଖି ୫୫ଲକ୍ଷ । ଭାରତ ସୁଖୀ ତାଲିକାରେ ୧୪୪ତମ ସ୍ଥାନରେ ଅଛି । ଏହି ତାଲିକାରେ ଫିନଲ୍ୟାଣ୍ଡ ପଛକୁ ଯଥାକ୍ରମେ ଡେନମାର୍କ, ସ୍ୱିଜରଲାଣ୍ଡ,…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କାୟା ବିସ୍ତାର କିରିବାରେ ଲାଗିଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଦିନକୁ ଦିନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍‌ଆର୍‌ର ସୂଚନା ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ…

୧୦ ଟଙ୍କାରେ ମାସ୍କ ବିକିବାକୁ କେନ୍ଦ୍ରର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ ଆତଙ୍କ ଲାଗି ରହିଥିବା ବେଳେ ବଜାରରେ ମିଳୁଥିବା ମାସ୍କ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିଛନ୍ତି। ସୂଚନାନୁଯାୟୀ, ଏବେ ଦୁଇ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କାରେ ବିକ୍ରି ହେବ ଏବଂ ତିନି ଲେୟାର ବିଶିଷ୍ଟ ମାସ୍କର…

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ; ଗୋଟିଏ ଦିନରେ ୬୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩କୁ ବୃଦ୍ଧି ହୋଇଛି ବୋଲି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜଶେ ଟୋପେ ଶନିବାର ଦିନ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ରରେ କରୋନା ପଜିଟିଭ ମାମଲାଙ୍କ ଗୋଟିଏ ଦିନରେ ୧୧ ବଢ଼ିଛି । ସେମାନେଙ୍କ ମଧ୍ୟରୁ ୮ଜଣ ବିଦେଶରୁ ଫେରିଥିବା…