Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନତା କର୍ଫ୍ୟୁ ଲାଗି ରବିବାର ଦିନ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲଗାଯାଇଥିବା ଜନତା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୨ ତାରିଖ ତଥା ରବିବାର ଦିନ ସକାଳ ୪ଟାରୁ ୧୦ଟା ମଧ୍ୟରେ ସମସ୍ତ ଟ୍ରେନ୍ ବାତିଲ ରହିବା ନେଇ ଘୋଷଣା କରାଯାଇଛି । ଏନେଇ ରେଳ ବୋର୍ଡ ଜୋନାଲ…

କରୋନା ପାଇଁ ଯୁପି ସରକାରଙ୍କ ଘୋଷଣା; ୧୫ ଲକ୍ଷ ଦିନ ମଜୁରିଆ ପାଇବେ ୧ହଜାର ଟଙ୍କା

ଲକ୍ଷ୍ନୌ: ସାରା ଦେଶରେ କରୋନାଭାଇରସ ସଂକ୍ରମଣ ଯୋଗୁଁ ଆସିଥିବା ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ଦିନ ମଜୁରିଆଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ ୨୦.୩୭ ଲକ୍ଷ…

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୨୫୮ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ସମସ୍ତ ୨୫୮ ଆକ୍ରାନ୍ତଙ୍କ ମଧ୍ୟରେ ୨୧୯…

ଭାରତୀୟ ଫୁଟବଲ କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ପରଲୋକ

କୋଲକାତା: ଭାରତୀୟ ଫୁଟବଲ ଜଗତର କିମ୍ବଦନ୍ତୀ ପି କେ ବାନାର୍ଜୀଙ୍କ ଶୁକ୍ରବାର ଦିନ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ମୃତୁ୍ୟବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।…

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ…

କନିକା କାପୁରଙ୍କ କରୋନା ପଜିଟିଭ ନେଇ କେଉଁ କେଉଁ ନେତା ବେଶି ଚିନ୍ତିତ

ନୂଆଦିଲ୍ଲୀ:ବଲିଉଡ ସେଲିବ୍ରେଟି କନିକା କାପୁରଙ୍କ କରୋନ ଭାଇରାସରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ନେତା ଏ ନେଇ ଚିନ୍ତିତ ଏବଂ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ମଧ୍ୟ କନିକା ସାମିଲ…

ରାଷ୍ଟ୍ରପତି ଭବନ ସମାରୋହରେ ଯୋଗ ଦେଇଥିଲେ ଦୁଷ୍ମନ୍ତ !

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କାପୁର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚିନ୍ତା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ତାଙ୍କ ପୁତ୍ର ଦୁଷ୍ମନ୍ତ ସିଂ ଏହି ପାର୍ଟିରେ ଯୋଗ ଦେଇଥିଲେ । ସବୁଠାରୁ ବଡ କଥା ଏହା ପରେ ଦୁଷ୍ମନ୍ତ ସଂସଦ ଯିବା ସହ ରାଷ୍ଟ୍ରପତି…

ନିଜକୁ ଆଇସୋଲେଶନରେ ରଖିଲେ ବସୁନ୍ଧରା ରାଜେ ଓ ଦୁଷ୍ମନ୍ତ

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ସରକାର ସବୁ ଦିଗରୁ ଉଦ୍ୟମ କରୁଛନ୍ତି । ଏଥିପାଇଁ ନାଗରିକମାନେ ମଧ୍ୟ ସଚେତନ ହେବା ଉଚିତ । ବଲିଉଡ ଗାୟିକା କନିକା କାପୁରଙ୍କ ଦାୟିତ୍ୱହୀନତା ଯଦି ପ୍ରମାଣିତ ହୁଏ ତାହାହେଲେ ଏହା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିବ । କନିକା…

କରୋନା ଭୟ: ୟୁପିଏସସି ସିଭିଲ ସର୍ଭିସ ୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଂକ୍ରମଣକୁ ନଜରରେ ରଖି ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ଆୟୋଜିତ ହେଉଥିବା ସିଭିଲ ସର୍ଭିସ(ମୁଖ୍ୟ)୨୦୧୯ର ସାକ୍ଷାତକାର ପରୀକ୍ଷା ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୨୩ରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା । ତେବେ…

ଜାଣନ୍ତୁ, ମଧ୍ୟପ୍ରଦେଶର କମ୍ ଦିନର ମୁଖ୍ୟମନ୍ତ୍ରୀଙ୍କୁ…

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଦେବା ପରେ କଂଗ୍ରେସ ସରକାରର ଏଠାରେ ପତନ ଘଟିଛି । ଆସନ୍ତୁ ଜାଣିବା ମଧ୍ୟପ୍ରଦେଶ ରାଜନୀତିରେ କେଉଁ ମୁଖ୍ୟମନ୍ତ୍ରୀ ୫ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନାହାନ୍ତି । ଅଳ୍ପ ଦିନ ରାଜୁତି କରଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ…