Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋମବାର ଶକ୍ତି ପରୀକ୍ଷା, ରାତିଅଧରେ କମଲନାଥଙ୍କୁ ଆସିଲା ନିର୍ଦ୍ଦେଶ

ଭୋପାଲ: ସିନ୍ଧିଆ ଏବଂ ତାଙ୍କ ୨୨ ସମର୍ଥକ ଇସ୍ତଫା ପରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ । ଏହାରି ଭିତରେ ସୋମବାର ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କମଲନାଥ । ଏନେଇ ରାତିଅଧରେ ତାଙ୍କୁ ପାଖକୁ ଆସିଛି ନିର୍ଦ୍ଦେଶ । ଶନିବାର ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ…

ଇଟାଲିରୁ ଫେରିଲେ ୨୧୧ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲି ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୧୧ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଭି ମୁରଲୀଧରନ । https://twitter.com/MOS_MEA/status/1239044639291654144?s=08 ଗଣମାଧ୍ୟମରେ…

ମଧ୍ୟପ୍ରଦେଶ ରାଜନୀତି: ରିସର୍ଟରୁ ହୋଟେଲକୁ ସିଫ୍ଟ ହେଲେ ୨୨ ବିଧାୟକ

ବେଙ୍ଗାଲୁରୁ: ଦିନକୁ ଦିନ ରୋଚକ ମୋଡ ନେଉଛି ମଧ୍ୟପ୍ରଦେଶ ରାଜନୀତି । ମଧ୍ୟପ୍ରଦେଶ ସରକାରଙ୍କୁ ଇସ୍ତଫା ଦେଇ ସିନ୍ଧିଆଙ୍କ ସମର୍ଥକ ୨୨ ଜଣ ବିଧାୟକ ଏବେ ବେଙ୍ଗଲୁରୁରେ ଡେରା ପକାଇଛନ୍ତି । ତେବେ ସମସ୍ତ ବିଧାୟକ ରବିବାର ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ତାଙ୍କ ଜୀବନ ପ୍ରତି ବିପଦ…

କରୋନାଭାଇରସ୍ ଆତଙ୍କ: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ଦିଲ୍ଲୀର ପ୍ରଥମ ‘ପଜିଟିଭ୍ ରୋଗୀ’

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ରାଜଧାନୀ ଦିଲ୍ଲୀର ପ୍ରଥମ କରୋନାଭାଇରସ୍ ପଜିଟିଭ୍ ରୋଗୀ । ମୟୂର ବିହାର ଅଞ୍ଚଳର ୪୫ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କୁ ଶନିବାର ଦିନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୦୭ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ପକ୍ଷରୁ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ମଧ୍ୟ…

ଜମ୍ମୁକାଶ୍ମୀର: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେ ବି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନକାଉଣ୍ଟରରେ କୌଣସି ଭାରତୀୟ ଯବାନ ଆହତ ହୋଇଥିବା ସୂଚନା…

କରୋନା ମୁକାବିଲା: ସାର୍କ ଦେଶ ସହିତ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୫ଟାରେ ଭିଡିଓ କଂଫ୍ରେନ୍ସିଂ ଜରିଆରେ ଦକ୍ଷିଣ ଏସିଆ ଦେଶର ସଙ୍ଗଠନ(ସାର୍କ) ସହିତ ଚର୍ଚ୍ଚା କରିବେ । ଏହି ଚର୍ଚ୍ଚାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ…

କରୋନା ଭାଇରସ: ୨୪ ଘଣ୍ଟାରେ ୪୧୭ ମୃତ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

ପ୍ୟାରିସ: ସାରା ଦୁନିଆରେ କରୋନା ଭାଇରସର ମାମଲା ବଢ଼ି ୧,୫୧,୭୬୦ରେ ପହଞ୍ଚିସାରିଛି । ଯେଉଁଥିରେ ୧୩୭ଟି ଦେଶରେ ୫୭୬୪ଜଣଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରୋନା ଭାଇରସର ୧୧,୦୩୭ ନୂଆ ମାମଲା ସାମନାକୁ ଆସିଛି । ଯେବେକି ୨୪…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ୨୩୪ ଜଣ ଭାରତୀୟ ରବିବାର ସକାଳେ ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଚନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୩୪ ଜଣ…

କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।…