Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା: ବିଶ୍ୱରେ ୪୬୦୦ ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ କେତେ ମୃତ

ନୂଆଦିଲ୍ଲୀ: କରୋନା କବଳରେ ସାରା ଦୁନିଆ । ଚୀନ ଦେଶ ବାହାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲାଗାତାର ବଢ଼ି ବଢ଼ି ଚାଲିଛି । ଇଟାଲୀ ଓ ଇରାନରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଛି । ମିଳିଥିବା ସୂଚନା ମୁତାବକ, ଦୁନିଆର ୧୨୪ଟି ଦେଶରେ କରୋନାର ପ୍ରକୋପ ରହିଛି ଏବଂ ମୋଟ୍ ୧,୨୬,୩୬୭ଜଣ କରୋନା…

କରୋନା ଭାଇରସରେ ଆକ୍ରାନ୍ତ ହେଲେ ହଲିଉଡ ଷ୍ଟାର ଟମ୍ ହଙ୍କ ଓ ତାଙ୍କ ପତ୍ନୀ

ହଲିଉଡ ଷ୍ଟାର ଟମ୍ ହଙ୍କ୍‌ସ ଓ ତାଙ୍କ ପତ୍ନୀ ରୀତା ୱିଲସନ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଗୁରୁବାର ପ୍ରକାଶ କରିଛନ୍ତି । ସେ ଅଷ୍ଟ୍ରେଲିଆରେ ଥିବାବେଳେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି । ହଙ୍କ ଏବଂ ୱିଲସନ ଉଭୟ ୬୩ ବର୍ଷ ବୟସ୍କ ହୋଇଥିବା ବେଳେ କରୋନାରେ ସଂକ୍ରମିତ ହୋଇଥିବା…

କରୋନା ଭୟ: ବ୍ୟାନ ହେଲା ଟୁରିଷ୍ଟ ଭିସା, ଘରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାର କରାଳ କାୟାରେ ସାରବିଶ୍ୱ । ଭାରତରେ ମଧ୍ୟ ଏହା କାୟା ବିସ୍ତାର କରି ଚାଲିଛି । ପୁନେରେ ୮ଟି ଏବଂ ମୁମ୍ବାଇରେ ୨ ଟି ସଂକ୍ରମଣ ମାମଲା ପରେ ମହାରାଷ୍ଟ୍ରରେ ୧୦ ଏବଂ ସମଗ୍ର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୮ କୁ ବୃଦ୍ଧି ପାଇଛି। ମୁମ୍ବାଇର ଦୁଇଜଣ ବୃଦ୍ଧ ଦମ୍ପତି କରୋନା…

ଭୋପାଳରେ ପହଞ୍ଚିବା ପୂର୍ବରୁ ସିନ୍ଧିଆଙ୍କୁ ବିରୋଧ; ପୋଷ୍ଟର ଫାଡିଲେ, କାଳି ବୋଳିଲେ

ଭୋପାଳ: କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଭୋପାଳରେ ଭବ୍ୟ ସ୍ୱାଗତ କରାଯିବ । ବିଜେପିର କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । କିନ୍ତୁ…

କରୋନା: ଭାରତରେ ୬୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧ ରାଜ୍ୟରେ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦୁନିଆରେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ମହାମାରୀ ରୂପ ଧାରଣ କରିସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା ଏହି ରୋଗର କବଳରେ ଅଧା ଦୁନିଆ ଆସି ସାରିଲାଣି । ଯାହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ମହାମାରୀ ଘୋଷଣା କରିଛି । ଭାରତ…

କରୋନା ଭୟ: ଏପ୍ରିଲ ୧୫ ଯାଏଁ ସମସ୍ତ ଦେଶର ଭିିସା ରଦ୍ଦ କଲା ଭାରତ

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରକୋପରୁ ବଞ୍ଚିବା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି । ଭାରତ ସରକାର ଦୁନିଆର ସମସ୍ତ ଦେଶ ପାଇଁ ଜାରି ହୋଇଥିବା ଭିସା ରଦ୍ଦ କରିଦେଇଛନ୍ତି । ଏହି ଭିସା ଏପ୍ରିଲ ୧୫ ଯାଏଁ ରଦ୍ଦ କରି ଦିଆଯାଇଛି । ଅର୍ଥାତ୍ ଦୁନିଆର କୌଣସି ବି ନାଗରିକ କରୋନା ଭାଇରସ କାରଣରୁ…

‘ବିଶ୍ୱ ମହାମାରୀ’ ଘୋଷିତ ହେଲା ମରଣାନ୍ତକ କରୋନା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବୁଧବାର ଦିନ କରୋନାକୁ ‘ବିଶ୍ୱ ମହାମାରୀ’ ରୂପେ ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି ଏହି ମରଣାନ୍ତକ ରୋଗ କରୋନା । ଚୀନରେ ଏହି ରୋଗର ଉତ୍ପତ୍ତି ହୋଇଥିବା ବେଳେ ସାରା ବିଶ୍ୱରେ ଏହି କରୋନା ଭୂତାଣୁ ଯୋଗୁଁ ପ୍ରାୟ…

ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରଚଳନ ହେବ ନୂଆ ପ୍ରକାରର ବାର୍ଣ୍ଣିସ ନୋଟ୍ !

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ନୋଟରେ ଆଉ ଲାଗିବନି ମଇଲା କି ନୋଟ ହେବନି ଆଉ ଲୋଚା କୋଚା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନୂଆ ନୋଟ ପ୍ରଚଳନ ଲାଗି ଯୋଜନା ଚାଲିଛି । ଏସମ୍ପର୍କରେ ବୁଧବାର ଦିନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟସଭାରେ ସୂଚନା ପ୍ରଦାନ…

ଲଞ୍ଚ ହେଲା ୩୨ ମେଗାପିକ୍ସସେଲ ସେଲଫି କ୍ୟାମେରା ସହିତ ଭିଭୋ ଭି୧୯: ଆସନ୍ତୁ ଜାଣିବା ଫିଚର୍ସ…

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଭିଭୋ ଏହାର ନୂତନ ସ୍ମାର୍ଟଫୋନ୍ ଭିଭୋ ଭି୧୯ ଲଞ୍ଚ କରିଛି | ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶ୍ରେଷ୍ଠ ଭିଭୋ ସ୍ମାର୍ଟଫୋନ୍ (ଭିଭୋ ମୋବାଇଲ୍ ଫୋନ୍) ଫଟୋଗ୍ରାଫି ପାଇଁ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍…

ଖୁବଶୀଘ୍ର ଲଞ୍ଚ ହେବ ୧.୦ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହ ଭର୍ନା ଫେସଲିଫ୍ଟ; ଜାଣନ୍ତୁ, କ’ଣ ରହିବ ଫିଚର୍ସ !

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ହୁଣ୍ଡାଇ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ଭର୍ନା ର ଏକ ନୂତନ ମଡେଲ୍ ଲଞ୍ଚ କରିବ | କମ୍ପାନୀ ଏହାର ନୂଆ ଫେସେଲିଫ୍ଟର ଏକ ଟିଜର ଇମେଜ୍ ପ୍ରକାଶ କରିଛି | ନୂତନ ମଡେଲରେ, ଏଲଇଡି ୟୁନିଟରେ ଆଲୁମିନିୟମ ବ୍ୟବହାର ସହିତ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି |…