Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକ୍ ଟକ୍ ନିଶା: ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଆମେରିକାର କ୍ଲାର୍କ

ନୁ୍ୟର୍କ: ଟିକ୍ ଟକ୍ ଯୋଗୁ ଆମେରିକାର ଜାସନ କ୍ଲାର୍କ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଛନ୍ତି । ୪ ଲକ୍ଷ ପ୍ରଶଂସକଙ୍କ ପାଇଁ ସେ କିଛି ନୂଆ କରିବା ଆଶାରେ ମୃତ୍ୟୁର ନିକଟତର ହୋଇ ଯାଇଥିଲେ । କ୍ଲାର୍କଙ୍କ ଏହି ପଦକ୍ଷେପକୁ ଅନେକ ପାଗଳାମୀ ବୋଲି କହୁଛନ୍ତି । ସେ ଏକ ବରଫ ଚଟାଣରେ ଗର୍ତ କରି ଭିତରକୁ…

ମାଆ ପାଖରେ ଅମାନିଆ ଛୁଆ ଓରାଂଟନର ଗେହ୍ଲବସର ଫଟୋ ଏବେ ଚର୍ଚ୍ଚାରେ

ପାଇରି ଡାଇଜା: ବେଲଜିୟମର ପାଇରି ଡାଇଜା ଚିଡିଆଖାନାରେ ଓରାଂଟନ ମାଆ ଓ ପୁଅର ସ୍ନେହ ଏବେ ସୋସିଆଲ ନେଟୱର୍କିଂରେ ବେଶ୍ ଆଦୃତ ହେଉଛି । ୩ ବର୍ଷୀୟ ଓରାଂଟନ ବେରାନୀ ତାର ମାଆ ସହିତ ଖେଳୁଥିଲା । ଖେଳିବା ସମୟ ଗଡିଗଲା ପରେ ମାଆ ସାରି ତାକୁ ଡାକିବାରୁ ବେରାନୀ ଆସି ନ ଥିଲା । ଜିଦି କରିବାରୁ ସାରି…

କରୋନା ଭୂତାଣୁ: ମକ୍କା ମଦିନା ଯାତ୍ରା ଉପରେ ଲାଗିଲା ରୋକ

ସାଉଦି ଆରବ: ସୁନାମି ପରି ମାଡି ଚାଲିଛି କରୋନା ଭୂତାଣୁ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଚୀନ୍ ସମତେ ଚାରିଆଡେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହି ଭୂତାଣୁର ଭୟ ଏବେ ସାଉଦି ଆରବକୁ ମଧ୍ୟ ଘାରିଛି । ଏଥିପାଇଁ ମକ୍କା-ମଦିନା ଯାତ୍ରା ଉପରେ ରୋକ ଲଗାଯାଇଛି । ସାଉଦି ଆରବ ମକ୍କା-ମଦିନାକୁ…

ଆପ୍ ପାର୍ଷଦ ତାହିରଙ୍କ ଫ୍ୟାକ୍ଟ୍ରି ସିଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଉତର-ପୂର୍ବାଂଚଳରେ ଘଟିଥିବା ହିଂସାକାଣ୍ଡରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଆମ ଆଦମୀ ପାର୍ଟିର ବିବାଦୀୟ ପାର୍ଷଦ ତାହିର ହୁସେନଙ୍କ ଫ୍ୟାକ୍ଟ୍ରିକୁ ପୋଲିସ ସିଲ୍ କରିଛିତ । ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ସ୍ଥିତି ବର୍ତମାନ ନିୟନ୍ତ୍ରଣାଧୀନ…

ଦିଲ୍ଲୀ ହିଂସା ନେଇ କେଜ୍ରିୱାଲଙ୍କ ବଡ ଘୋଷଣା; ଆପ୍ ନେତା ସାମିଲ ଥିଲେ ମିଳିବ ଡବଲ ଦଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଅନେକ ଅଂଚଳରେ ହିଂସା କାରଣରୁ ୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହି ହିଂସା ପାଇଁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କ ପାଇଁ ଆଶ୍ୱସ୍ତି ମୂଳକ ଘୋଷଣା କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ହିଂସା: ଘର ସହ ବୃଦ୍ଧାଙ୍କୁ ଜାଳିଦେଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଜାଫରାବାଦ, ମୌଜପୁର, ଚାନ୍ଦବାଗ, ଗୋକୁଲପୁରୀ ଓ ଆଖାପାଖ ଅଂଚଳରେ ଏବେ ବି ପରିବେଶ ଆତଙ୍କିତ ରହିଛି । ବୁଧବାର ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ୩୪ରେ ପହଂଚିଛି । ଅଧିକାଂଶ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଲୋକମାନେ…

ଛଳଛଳ ଆଖିରେ ପ୍ରିୟ ଡାକ୍ତରଙ୍କୁ ବିଦାୟ ଦେଲେ ଗ୍ରାମବାସୀ !

ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ ।…

ଦିଲ୍ଲୀ ଦଙ୍ଗା: କେନ୍ଦ୍ରକୁ ରିପୋର୍ଟ ତଲବ, ଏପ୍ରିଲ ୧୩ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଯୋଗୁଁ ଦିଳ୍ଲୀ ହିଂସା ହୋଇଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଥିଲା । ଏହାର ଶୁଣାଶି ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ କୋର୍ଟ ରିପୋର୍ଟ ତଲବ କରିଛନ୍ତି । ଦିଲ୍ଲୀ ପୋଲିସ କୋର୍ଟର ନିଜ ଜବାବ ଦାଖଲ କରିବା…

ଗମ୍ଭୀର କହିଲେ, ଆଇବି ଅଧିକାରୀ ହତ୍ୟା ଘଟଣାରେ କେଜରିୱାଲଙ୍କ ନୀରବତା ଚିନ୍ତାଜନକ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗ ଅଧିକାରୀଙ୍କ ମୃତୁ୍ୟ ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନୀରବତା ଚିନ୍ତାଜନକ ଓ ଭୟଙ୍କର ବୋଲି କହିଛନ୍ତି । ଆପର ପାର୍ଷଦ ତାହିର ହୁସେନ ଏହି ହତ୍ୟକାଣ୍ଡରେ ଜଡିତ ଥିବା ପ୍ରାରମ୍ଭିକ ପୋଲିସ ରିପୋର୍ଟରୁ ଅନୁମାନ…

ମନ୍ଦିର ମାଟିତଳୁ ମିଳିଲା ୧୭୧୬ କିଲୋଗ୍ରାମର ସୁନା

ତିରୁଚିରାପଲି: ତାମିଲନାଡୁର ତିରୁଚିରାପଲି ଜିଲାରେ ଥିବା ଜମ୍ବୁକେଶ୍ୱର ମନ୍ଦିର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ୧୭୧୬ କିଲୋଗ୍ରାମର ସୁନା ମିଳିଛି । ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୭ଫୁଟ ଖୋଳା ହେବା ପରେ ୧୦୦୦ରୁ ୧୨୦୦ ବର୍ଷ ତଳର ଏହି ସ୍ୱର୍ଣ୍ଣ…