Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ଦଙ୍ଗା ଶୁଣାଣି: ରାତାରାତି ବଦଳିଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ…

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ…

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପୁଥିବା ହିଂସା ଉଗ୍ର ରୂପ ନେଇଛି । ଏହାରି ଭିତରେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୁରଜେବାଲା…

ଆମେରିକା ବିୟର କମ୍ପାନୀରେ ଗୁଳିକାଣ୍ଡ: ୭ ମୃତ

ନ୍ୟୁୟର୍କ: ଆମେରିକାର ଏକ ବିୟର କମ୍ପାନୀରେ ହଠାତ୍ ଜଣେ ବ୍ୟକ୍ତି ଗୁଳିଚାଳନା କରିବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ମୋଲସନ କୁର୍ସ କମ୍ପ୍ଲେକ୍ସରେ ଜଣେ ଆତତାୟୀ ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା । ଏଥିରେ  ୭ ଜଣ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । …

ଇନଷ୍ଟାଗ୍ରାମରେ ‘ଥ୍ୟାଙ୍କ ୟୁ ଇଣ୍ଡିଆ’ ଲେଖିଲେ ଇଭାଙ୍କା ଟ୍ରମ୍ପ; ଦେଖନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । https://www.instagram.com/p/B9ByUmnh9fD/?igshid=1t54p1g0g7evm ଏହି ଅବସରରେ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପଙ୍କ ଝିଅ ଇଭାଙ୍କା…

ସ୍ବଦେଶ ଫେରିଲେ ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର

ଭୁବନେଶ୍ୱର/ନୂଆଦିଲ୍ଲୀ: କୋରାନା ଭାଇରସରେ ପ୍ରଭାବିତ ‘ଡାଏମଣ୍ଡ ପ୍ରିନସେସ୍‌’ କ୍ରୁଜରଲାଇନରେ ୨୦ ଦିନ ରହିବା ପରେ ଓଡିଆ ଯୁବ ସଫ୍ଟୱେୟାର ଇଞ୍ଜିନିୟର ଶିବାଶିଷ ନାୟକ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଟୋକିଓରୁ ଏୟାର ଇଣ୍ଡିଆ ବିମାନ ୧୧୮ ଭାରତୀୟଙ୍କ ସହ ୫ ବିଦେଶୀ ନାଗରିକଙ୍କୁ ଧରି…

ଚନ୍ଦ୍ରଶେଖର ଆଜାଦଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଭାରତୀୟ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର ପ୍ରସିଦ୍ଧ ସଂଗ୍ରାମୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ଚନ୍ଦ୍ରଶେଖର ଆଜାଦ । ସେ ଥିଲେ ସହିଦ ଭଗତ ସିଂହଙ୍କ ଗୁରୁ ତଥା ‘ହୁନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍‌’ର ପ୍ରତିଷ୍ଠାତା । ୧୯୩୧ ମସିହା ଫେବୃଆରୀ ୨୭ ତାରିଖରେ ସେ…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏହି ଦଙ୍ଗାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହେଉଥିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ…

ଆମେରିକାରେ ପହଁଞ୍ଚି ଟ୍ରମ୍ପ କହିଲେ ଭାରତ ମହାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଦୁଇ ଦିବସୀୟ ଗସ୍ତ ପୁରା କରି ନିଜ ଦେଶରେ ପହଁଞ୍ଚି ଭାରତକୁ ମହାନ ଦେଶ କହିଛନ୍ତି । ଟ୍ରମ୍ପ ୨୪,୨୫ ଫେବ୍ରୁୟାରୀରେ ଭାରତ ଗସ୍ତରେ ଆସିଥିଲେ । ଏହି ଯାତ୍ରାରେ ତାଙ୍କ ସହ ପତ୍ନୀ ମେଲାନିଆ,ଝିଅ ଇଭାଙ୍କା ଓ ଉଚ୍ଚସ୍ତରୀୟ…

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…