Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୋନିଆଙ୍କୁ ବିଜେପିର ପାଲଟା ପ୍ରଶ୍ନ; ରାଜଧର୍ମ ନାଁରେ ଲୋକଙ୍କୁ ଉସୁକାଇବା ବନ୍ଦ କରୁ କଂଗ୍ରେସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସିଏଏ ହିଂସା ଥମିଯାଇଛି । କିନ୍ତୁ ଏହି ମାମଲାରେ ରାଜନୈତିକ ବୟାନ ଏବେ ବି ଜାରି ରହିଛି । ତେବେ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଯାଇ ରାଜଧର୍ମ ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଦ୍ୱାରା ମୋଦି ସରକାରଙ୍କ ଉପରେ ରାଜଧର୍ମ ପାଳନ…

ହ୍ରାସ ହେଲା ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା

ଅମୃତସର: ପଞ୍ଜାବ ସରକାର ନିଜ ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ହ୍ରାସ କରିଛନ୍ତି। ପୂର୍ବରୁ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ହୋଇଥିବା ବେଳେ ଏହାକୁ ୨ ବର୍ଷ କମାଇ ୫୮ ବର୍ଷକୁ କମାଇ ଦେଇଛନ୍ତି। ଶୁକ୍ରବାର ଦିନ ୨୦୨୦-୨୧ ବର୍ଷର ବଜେଟ ଉପସ୍ଥାପନା କରିବା ସମୟରେ…

ଦିଲ୍ଲୀର ନୂଆ ପୋଲିସ କମିସନର୍‌ ଭାବେ ଭାର ଗ୍ରହଣ କରିବେ ଏସ. ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦିଲ୍ଲୀରେ ନଗରିକତା ଆଇନ ସପକ୍ଷ ଓ ବିପକ୍ଷ ବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ବର୍ତ୍ତମାନ ଅଣାୟତ୍ତ ହୋଇଗଲାଣି । ଏପର୍ଯ୍ୟନ୍ତ ଏହି ହିଂସାରେ ୩୮ ଜଣଙ୍କ ପ୍ରାଣ ଗଲାଣି। ହିଂସାକୁ ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ସବୁଆଡୁ ଭର୍ତ୍ସନା ମିଳିଲାଣି। ଏଭଳି…

ଫେବୃଆରୀ ୨୮: ଜାଣନ୍ତୁ, ଆଜିର ଦିନରେ କାହିଁକି ପାଳିତ ହୁଏ ‘ଜାତୀୟ ବିଜ୍ଞାନ ଦିବସ’

ଭୁବନେଶ୍ୱର: ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ…

ଦିଲ୍ଲୀ ହିଂସାରେ ୩୮ ମୃତ; ୧୦ ଘଣ୍ଟା ଲାଗି ୧୪୪ ଧାରା କୋହଳ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଶୋଂଧନ ଆଇନ୍ (ସିଏଏ) ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ନିକଟରେ ହୋଇଥିବା ହିଂସାକାଣ୍ଡରେ ଏଯାବତ୍ ୩୮ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଏହା ଘଟଣାର ଯାଞ୍ଚ କ୍ରାଇମ୍ ବ୍ରାଞ୍ଚର ୨ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କରୁଥିବା…

ନାଇଜେରିଆକୁ ବ୍ୟାପିଲା କରୋନା ଭାଇରସ; ଚୀନରେ ୨୭୮୮ ମୃତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୮୮ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮, ୮୨୪ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

କରୋନା ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ ଛୁଇଁଲା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୭୪୪ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୮,୪୯୭ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍…

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କଲେ କୋର୍ଟ

ରାଇଗଡ: ଗୁରୁବାର ଦିନ ରାଇଗଡର ସିଜେଏମ କୋର୍ଟ ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ଓ ବ୍ରେନ ମ୍ୟାପିଂ ଆବେଦନକୁ ଖାରଜ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସରକାରୀ ଓକିଲ ବିପି ପଟେଲ କହିଛନ୍ତି କି, ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ସିଜେଏମ କୋର୍ଟ ଚକ୍ରଧରନଗର…

ଆପ୍ କର୍ପୋରେଟରଙ୍କ ନାମରେ ହତ୍ୟା ଅପରାଧ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ଆମ ଆଦମି ପାର୍ଟି (ଆପ) କର୍ପୋରେଟର ତାହିର ହୁସେନଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଛି । ଦିଲ୍ଲୀର ଦୟାଲପୁର ପୁଲିସ ଷ୍ଟେସନରେ ଏହି ମାମଲା ରୁଜ୍ଜୁ କରାଯାଇଛି । ଏହା ସହିତ ତାକୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ…

ସିଏଏ ନିଆଁ: ଦିଲ୍ଲୀରେ ଥମୁଛି ହିଂସା, ଫେରୁଛି ଶାନ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ନାଗରିକତା ଆଇନ ବିରୋଧୀ ହିଂସା ଏବେ ଧୀରେ ଧୀରେ ଥମିବାରେ ଲାଗିଛି । ହାଇକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏକ୍ସନ ମୋଡ଼ରେ ପହଂଚିଛନ୍ତି । ତିନି ଦିନ ପରେ ପ୍ରଶାସନର ଚେତା ପଶିଛି । ହିଂସା ଗ୍ରସ୍ତ ଅଚଂଳରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ…