Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଟ୍ସଆପରେ ଆସିଲା ନୂଆ ଅପଡେଟ୍ ଫିଚର୍‌, ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ସ ହ୍ୱାଟ୍ସଆପରେ ଯୋଡି ହୋଇଛି ନୂଆ ଫିଚର୍ । ଏହାର ଡାର୍କ ମୋଡରେ କମ୍ପାନୀ ପକ୍ଷରୁ କିଛି ନୂଆ ଅପଡେଟ୍ ଜାରି କରାଯାଇଛି । ଖାସ୍ କରି ଆଇଫୋନ୍ ତଥା ଆପେଲ୍ ଗ୍ରାହକଙ୍କ ଲାଗି ଏହି ଅପଡେଟ୍ ଜାରି କରାଯାଇଛି । ଯାହାଫଳରେ ଏବେ ଡାର୍କମୋଡରେ ସାମିଲ ହୋଇଛି…

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ମୋଦୀ ଦେଲେ ସ୍ୱାଗତ ସନ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦୁଇ ଦିନ ଭାରତରେ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ସ୍ୱାଗତ ସନ୍ଦେଶ ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ…

ମୁସଲମାନ ଭାରତ ମାତାର ସନ୍ତାନ: ରାଜନାଥ ସିଂହ

ନୂଆଦିଲ୍ଲୀ: ମୁସଲମାନ ଭାରତ ମାତାର ସନ୍ତାନ । ଭାରତର ହୃଦୟରେ ମୁସଲମାନ ରହିଛନ୍ତି । ବିଜେପିର ବିଚାରଧାରା ଅଳ୍ପସଂଖ୍ୟକ ବିରୋଧୀ ନୁହେଁ । ତେଣୁ ସାମ୍ପ୍ରଦାୟିକ ରାଜନୀତି ହେବା ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପ୍ର୍‌ତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମୋଦି ସରକାରଙ୍କ ଅଳ୍ପ ସଂଖ୍ୟକ ବିରୋଧୀ…

ବିଜେପିରେ ସାମିଲ ହେଲେ ବୀରପନ୍ନଙ୍କ ଝିଅ

ଚେନ୍ନାଇ: ବିଜେପିରେ ମିଶିଲେ କୁଖ୍ୟାତ ଜଙ୍ଗଲ ଦସ୍ୟୁ ବୀରାପ୍ପନ ଝିଅ । ତାମିଲପନାଡୁର କୁଖ୍ୟାତ ଡାକୁ ବୀରପନ୍ନଙ୍କ ଝିଅ ବିଦ୍ୟାରାଣୀ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଇ ସେ ବିଜେପିରେ ସାମିଲ ହୋଇଛନ୍ତି । Tamil Nadu: Vidhya Rani - daughter of…

ଆସନ୍ତୁ ଜାଣିବା ତାଜମହଲ ଦେଖିବା ପରେ କେଉଁ ମହାନ ବ୍ୟକ୍ତିମାନେ ପାର୍ଟନରଙ୍କଠାରୁ ଅଲଗା ହୋଇଥିଲେ

ଆଗ୍ରା: ତାଜମହଲକୁ ପ୍ରେମର ପ୍ରତୀକ ଭାବେ ବର୍ଣ୍ଣନା କରାଯାଏ । ତେବେ ବିଦେଶର ଅନେକ ମହାନ ବ୍ୟକ୍ତି ଏହାକୁ ଦର୍ଶନ କରିବା ପରେ ସେମାନଙ୍କ ପାର୍ଟନରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏହାକୁ ଅବଶ୍ୟ ସଂଯୋଗ କୁହାଯାଇପାରେ.. ଆସନ୍ତୁ ଜାଣିବା ସେଭଳି କିଛି ମହାନ ବ୍ୟକ୍ତିଙ୍କ ସମ୍ପର୍କରେ-ରୁଷିଆର…

ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଗୋଆ: ଟ୍ରେନିଂ ସେମୟରେ ଭାରତୀୟ ନୌସେନାର ମିଗ-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣା ଗୋଆରେ ହୋଇଛି । ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଏହାର ଯାଂଚ ଏପର୍ଯ୍ୟନ୍ତ ହୋଇପାରିନି । ଦୁର୍ଘଟଣାର ଯାଂଚ ପାଇଁ ଏକ ତଦନ୍ତ…

ଜନ୍ମ ହେଲା ପରେ ଶିଶୁ କାନ୍ଦିଲାନି, ଡାକ୍ତରକୁ ରାଗିକି ଅନେଇଲା

ରିଓ ଡି ଜେନେରିୟା: ବ୍ରାଜିଲର ଏକ ଡାକ୍ତରଖାନାରେ ମଜାଦାର ଓ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ସେଠାରେ ଏକ ସଦ୍ୟଜାତ ଶିଶୁ ଶରୀର ବାହାରକୁ ଆସିବା ପରେ କାନ୍ଦିଲାନି । ଡାକ୍ତର ଚେକଅପ କରିବା ପରେ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜାଣିପାରିଲେ । ଶିଶୁକୁ କନେ୍ଦଇବା…

ଶାହିନବାଗ ପରେ ଜାଫରାବାଦରେ ସିଏଏକୁ ବିରୋଧ, ରାସ୍ତାରୋକ

ନୂଆଦିଲ୍ଲୀ: ଶନିବାର ଶାହିନବାଗରୁ ଆଶ୍ୱସ୍ତି ମିଳିବା ପରେ ରବିବାର ଜାଫରାବାଦରେ ଆରମ୍ଭ ହୋଇଛି ଆନ୍ଦୋଳନ । ଏଠାରେ ମହିଳାମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଏନ୍‌ଆର୍‌ସିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସମସ୍ତ ମହିଳା ସଂଗଠନ ଦ୍ୱାରା ଭାରତ ବନ୍ଦ ଆହ୍ୱାନରେ ଧାରଣାରେ…

ମୋଦିଙ୍କ ମନ୍ କି ବାତ ୨.୦, କହିଲେ ‘ହୁନର ହାଟ’ର କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ୬୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଦେଶର ବିଶାଳତା ଓ ବିବିଧତାକୁ ମନେ ପକାଇଛନ୍ତି । ଦେଶର ଜୈବ ବିବିଧତା ସମ୍ପୂର୍ଣ୍ଣ ମାନବ ଜାତି ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଆମ…

ଆସନ୍ତୁ ଜାଣିବା ସଲମାନଙ୍କୁ ମାରିବା ପାଇଁ ସୁପାରୀ କିଏ ନେଇଥିଲେ

ମେରଠ: ନିକଟରେ ୟୁପି ପୋଲିସ ନାଇଡୁ ଗ୍ୟାଙ୍ଗର ଶୁଟର ରବି ଭୁରାଙ୍କୁ ଗିରଫ କରିଛି । ସେ ଗିରଫ ହେବା ପରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ବଲିଉଡ ସୁପର ଷ୍ଟାର ସଲମାନଙ୍କୁ ମାରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ୩୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ବୋଲି ରବି କହିଛନ୍ତି । ମେରଠ…