Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିଏଏ: ଶାହିନବାଗ ଭଳି ଜାଫରାବାଦରେ ମହିଳାଙ୍କ ଧାରଣା; ରାସ୍ତା, ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପୂର୍ବୋତ୍ତର ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରେ ପାଖାପାଖି ୫୦୦ ଲୋକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ମେଟ୍ରୋ ଷ୍ଟେସନ ପାଖରେ ପ୍ରଦର୍ଶନ ହେଉଥିବାରୁ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ମେଟ୍ରୋ ଅଧିକାରୀ…

ବାହୁବଳୀ ଲୁକରେ ଡୋନାଲ୍ଡ୍ ଟ୍ରମ୍ପ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଗସ୍ତର କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁପରହିଟ୍ ଫିଲ୍ମ ବାହୁବଳୀ ଲୁକରେ ନଜର ଆସୁଛନ୍ତି । ଏନେଇ ଏକ…

କରୋନା ଭୂତାଣୁ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ: ସିଙ୍ଗାପୁର ଗସ୍ତ ଏଡ଼ାଇବା ପାଇଁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସଚିବ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ…

ଭାରତ ଆସୁଛନ୍ତି ଟ୍ରମ୍ପ: କ’ଣ ସବୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆମେରିକୀୟ ରାଷ୍ଟ୍ରପତିଙ୍କ ଭବ୍ୟ ଅଭ୍ୟର୍ଦ୍ଧନା ପାଇଁ…

କରୋନା ଭାଇରସ: ୨୪୬୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୩୪୫ ଜୀବନ । ଚୀନ ପରେ ଦକ୍ଷିଣ କୋରିଆ ଏହି ଭାଇରସରେ ଅଧିକ ସଂକ୍ରମିତ ହୋଇଥିବା ଦେଶ । ଏଠାରେ ୪୩୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଏହାର ପ୍ରଭାବରେ…

ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଜିଏସଆଇର ଖଣ୍ଡନ

ନୂଆଦିଲ୍ଲୀ: ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି । ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ…

କ୍ଷମା ମାଗିଲେ ୱାରିସ ପଠାନ୍

ମୁମ୍ବାଇ:ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କର ୧୫ କୋଟି ୱାଲା ଭାଷଣବାଜି ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମୋତେ ରାଜନୈତିକ ଉଦେ୍ଧଶ୍ୟ ନେଇ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ମୋ ସ୍ଳୋଗାନ ନେଇ କାହାକୁ ଆଘାତ ଲାଗିଛି ତାହାହେଲେ ଦୁଃଖିତ । ପ୍ରକୃତରେ ବିବାଦୀୟ ଭାଷଣବାଜି…

ଟ୍ରମ୍ପ,ମୋଦି ରୋଡ ଶୋରେ ରୂପାଣି ସାମିଲ ହେବେନି

ଅହମ୍ମଦାବାଦ: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମିଲ ହେବେ ନାହିଁ । ଟ୍ରମ୍ପ ପହଂଚିବା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ଗୋଇନ୍ଦା ଏଜେନ୍ସି ହାତରେ ରହିବ । ସେମାନେ…

୪୭ ବର୍ଷ ପରେ ପରସ୍ପରକୁ ଭେଟିଲେ ଦୁଇ ଭଉଣୀ

ନୋମପେହ୍ନ: କାମ୍ବୋଡିଆରେ ଦୁଇ ବୟସ୍କା ଭଉଣୀ ୪୭ ବର୍ଷ ପରେ ପୁନର୍ବାର ପରସ୍ପରକୁ ଭେଟି ପାରିଛନ୍ତି । ଏହି ଦୁଇ ଜଣ ହେଲେ ୱନ ସେନ୍ (୯୮) ଓ ୱନ ଚିୟୋ(୧୦୧) । ୧୯୭୩ରେ ସେମାନେ ପରସ୍ପରକୁ ଶେଷ ଥର ପାଇଁ ଦେଖିଥିଲେ । ସେମାନଙ୍କ ମଧ୍ୟରେ କେହି ଚିନ୍ତା କରି ନ ଥିଲେ ଯେ, ତାଙ୍କ ଭଉଣୀ ବଂଚିଥିବେ…

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…