Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁଇ ଦିନିଆ ଭାରତ ଗସ୍ତରେ ଡୋନାଲ ଟ୍ରମ୍ପ: ସାଥିରେ ଆସୁଛନ୍ତି ଝିଅ, ଜ୍ବାଇଁ ଓ ପତ୍ନୀ

ଅହମଦାବାଦ୍: ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ସୋମବାର ଟ୍ରମ୍ପ ଗୁଜୁରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିିବେ। ଭାରତ…

ଦୀର୍ଘ ୩ ମାସ ପରେ କାଶ୍ମୀର ଘାଟିରେ ଆଜି ଖୋଲୁଛି ଶିକ୍ଷାନୁଷ୍ଠାନ…

ଶ୍ରୀନଗର: ପାଖାପାଖି ୩ ମାସର ଲମ୍ବା ଶୀତ ଅବକାଶ ପରେ କାଶ୍ମୀରର ଘାଟିରେ ସୋମବାର ଦିନ ସ୍କୁଲ କଲେଜ ଖୋଲିବାକୁ ଯାଉଛି । ଏଠାକାର ପିଲାମାନଙ୍କ ପାଠପଢ଼ା ପୂର୍ବ ଭଳି ସ୍ୱାଭାବିକ ହେବ । ଘାଟିରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ଏଠାରେ ଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରୁ ଅନେକ ଶୀତ ଅବକାଶ…

କରୋନା ଭାଇରସ୍‌: ୨୪ ଘଣ୍ଟାରେ ୧୫୦ ମୃତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି । ଏଥିସହିତ ୭୭,୧୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୭୭,୧୫୦ ଜଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ପତ୍ନୀ ମେଲାନିୟା, ଝିଅ ଇବାଂକା ଏବଂ ଜ୍ୟୋଇଁ ଜେରେଡ କୁଶ୍ନର ଆସିବେ । ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ମଧ୍ୟ ତାଙ୍କ ସହିତ ଆସିବେ । ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରମ୍ପଙ୍କ…

ଭାରତ ସରକାରକୁ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁତ ରୋହିଂଗ୍ୟା ଶରଣାର୍ଥୀ ! ଜାଣନ୍ତୁ କାହିଁକି

ତେଲେଙ୍ଗାନା: ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ଆନ୍ଦୋଳନ ହେଉଛି । ଦିଲ୍ଲୀର ଶାହିନ ବାଗ ଆନ୍ଦୋଳନ ପୁରା ଦେଶର ବିରୋଧ ପ୍ରଦର୍ଶନର କେନ୍ଦ୍ର ଥିଲା । ଏବେ ଶାହିନ ବାଗ ପରେ ପୁଣି ଜାଫରାବାଦରେ ଆନ୍ଦୋଳନ ଉଗ୍ର ରୂପ ନେଇଛି । କିନ୍ତୁ ଏହା ମଧ୍ୟରେ ତେଲେଙ୍ଗାନାର ପାଖାପାଖି ୧୨୭ଜଣ ରୋହିଂଗ୍ୟା…

ବୃଦ୍ଧି ପାଇବ ତମ୍ବାଖୁ ସେବନର ବୟସ ସୀମା

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ତମ୍ବାଖୁ ସେବନର ଆଇନଗତ ବୟସ ସୀମା ୧୮ ବର୍ଷ ବୟସରୁ ୨୧କୁ ବୃଦ୍ଧି ପାଇବ । ଏନେଇ ଏକ ସୁପାରିଶ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କମିଟି ମନ୍ତ୍ରଣାଳୟକୁ ଦେଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ନିକଟଷର ଏସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ…

ସିଏଏ ବିରୋଧରେ ମୌଜପୁରରେ ପଥର ମାଡ; ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆନ୍ଦୋଳନ ଉଗ୍ର ରୂପ ନେଇଛି । ସିଏଏ ବିରୋଧରେ ଶାହିନ ବାଗ ପରେ ଜାଫରାବାଦରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଜାଫରାବାଦ ପ୍ରଦର୍ଶନର ପାଲଟା ଜବାବରେ ବିଜେପି ନେତା କପିଲ ମିଶ୍ରା ଓ ତାଙ୍କ ସମର୍ଥକ ରାସ୍ତାକୁ…

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରେ ଗିରଫ

ନୂଆଦିଲ୍ଲୀ: ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଶେଷରେ ଧରାପଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଗିରଫ ହୋଇଛନ୍ତି । ଏଥିପାଇଁ ଗଠନ କରାଯାଇଥିବା ଟିମରେ କର୍ଣ୍ଣାଟକର ଜଣେ ବରିÂ ଆଇପିଏସ ଅଧିକାରୀ ରହିଛନ୍ତି । ତାଙ୍କ ନାମରେ ଅନେକ କେସ୍ ରହିଛି । ସୋମବାର ବିଳମ୍ବିତ…

କରୋନା ଭାଇରସରୁ ଝିଅକୁ ରକ୍ଷା କରିବା ପାଇଁ ମାଆର ଅଭିନବ ପ୍ରୟାସ

ଉହାନ: ଚୀନର ହୁବଇ ପ୍ରାନ୍ତର ଏକ ଗାଁରେ ୭ ବର୍ଷର ବି ମେନଗୀ ନାମକ ଝିଅର ମାଆ ତାଙ୍କ ପାଇଁ ଏକ ପଲିଥିନର ଟେଣ୍ଟ ତିଆରି କରିଛନ୍ତି । ଯେଉଁଥିରୁ ସେ କରୋନା ଭାଇରସର ସଂକ୍ରମଣରୁ ବଂଚିପାରିବେ ଓ ଅନଲାଇନରେ କ୍ଲାସ କରିପାରିବେ । ଘର ଭିତରେ ଇଣ୍ଟରନେଟ୍ କନେକ୍ସନ ଦୁର୍ବଳ ଥିବାରୁ ମନେଗୀ ଘର…

କରୋନା ଭୂତାଣୁ: ସିଙ୍ଗାପୁର ନ ଯିବାକୁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସିଙ୍ଗାପୁର ନଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଭାରତୀୟ ସିଙ୍ଗାପୁର ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସୋମବାରଠୁ ନେପାଳ,…