Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗର୍ଭବତୀ ମହିଳାଙ୍କୁ ମୋଦୀଙ୍କ ଉପହାର, ଏଣିକି ଚିକିତ୍ସା ପାଇଁ ମିଳିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର । ଇଏସ୍ଆଇସିର ଲାଭାର୍ଥୀ ଭର୍ଗବତୀ ମହିଳାଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶିକୁ ବଢ଼ାଇଛନ୍ତି ସରକାର । ଫଳରେ ଇଏସ୍ଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ…

ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଂଜାବ ସଙ୍ଗୁର ଅଚଂଳରେ ଅଘଟଣ । ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଜଳି ଯାଇଛନ୍ତି । ମୃତ ଛାତ୍ରଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ଅନ୍ୟ ୩ ଜଣ ସ୍କୁଲ ଛାତ୍ର ଓ ଭ୍ୟାନ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…

ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଥିବା ଶ୍ରୀନିବାସଙ୍କୁ ଡକାଇଲେ କ୍ରୀଡାମନ୍ତ୍ରୀ ରିଜିଜୁ

ବେଙ୍ଗାଳୁରୁ: ବିଶ୍ୱର ସବୁଠାରୁ ଦ୍ରୁତତମ ଧାବକ ଉସେନ୍ ବୋଲ୍ଟଙ୍କୁ ପଛରେ ପକାଇଲେ କର୍ଣ୍ଣାଟକର ଶ୍ରୀନିବାସୀ ଗୌଡା । ସେ ମଇଁଷି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରିମ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ ହୋଇଛି ।…

ଜୁନ୍ ୨୩ରୁ ଅମରନାଥ ଯାତ୍ରା ଆରମ୍ଭ, ଏପ୍ରିଲ ୧ରୁ ରେଜିଷ୍ଟ୍ରେସନ୍‌

ଜମ୍ମୁକାଶ୍ମୀର: ଆସନ୍ତା ଜୁନ୍ ୨୩ରୁ ଅରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା । ଏହା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ । ୪୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍…

କୁମାର ବିଶ୍ୱାସଙ୍କ ଘରୁ ଫର୍‌ଚ୍ୟୁନର୍ କାର୍ ଚୋରି

ଲକ୍ଷ୍ନୌ: ପ୍ରସିଦ୍ଧ କବି ତଥା ଆମ୍ ଆଦମୀ ପାର୍ଟି ନେତା କୁମ୍ବାର ବିଶ୍ୱାସଙ୍କ ଘରୁ କାର୍ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଗାଜିଆବାଦର ଇନ୍ଦିରାପୁରମ ସ୍ଥିତ ତାଙ୍କ ବାସଭବନ ସାମ୍ନାରୁ ଫର୍‌ଚ୍ୟୁନର କାର୍‌କୁ କେହି ଚୋରି କରି ନେଇଥିବା ଜଣାପଡିଛି । ଏନେଇ ପୋଲିସ ମାମଲା ରୁଜୁ କରି ଘଟଣାର…

ଫେସବୁକ୍‌ରେ ମୁଁ ନମ୍ବର ୱାନ୍‌, ମୋଦୀ ୨ ନମ୍ବର: ଟ୍ରମ୍ପ

ୱାଶିଂଟନ୍‌: ୱାଶିଂଟନ୍‌: ଆସନ୍ତା ୨୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଭାରତ ଆସିବା ପୂର୍ବରୁ ତାଙ୍କର ଏକ ଟ୍ୱିଟ୍ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଟ୍ରମ୍ପ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ମାର୍କ ଜୁକରବର୍ଗ ନିକଟରେ…

ଆଣ୍ଟାର୍କଟିକାରେ ତାପମାନ ବୃଦ୍ଧି: ୩୮ ବର୍ଷର ରେକର୍ଡ ଭାଙ୍ଗିଲା

ସାଓପାଓଲୋ: ଆଣ୍ଟାର୍କଟିକାର ତାପମାନ ବୃଦ୍ଧି ପାଇବା ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୨୦୨୦ରେ ଏହାର ତାପମାନ ୨୦ ଡିଗ୍ରୀ ସେଲସିୟସ ପାଖରେ ପହଂଚିଛି । ଏହା ୩୮ ବର୍ଷର ରେକର୍ଡକୁ ଭାଙ୍ଗିଛି । ୧୯୮୨ରେ ୧୯.୮ ଡିଗ୍ରୀ ସେଲସିୟସ ରହିଥିଲା । ଏଠାରେ ତାପମାନ ବଢ଼େ କିନ୍ତୁ ଏ ଭଳି…

ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ଫେବୃଆରୀ ୨୦୨୦ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ…

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ; ମାନସିକ ସ୍ତରରେ ଠିକ୍ ଅଛି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମ ଓ ଗଣହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଦେଇଛି । କୋର୍ଟ କହିଛି, ମେଡିକାଲ ରିପୋର୍ଟରେ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ସେ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ଅଛି । ଜଷ୍ଟିସ ଆର…