Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ମାମଲା: ଶୁଣାଣି ବେଳେ କୋର୍ଟ ରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଥିଲା । ଏହି ସମୟରେ ଜଷ୍ଟିସ ଭାନୁମତୀ କୋର୍ଟ ରୁମରେ ବେହୋସ ହୋଇଯାଇଥିଲେ । ଏହାପରେ ତାଙ୍କୁ କୋଠରୀ ଭିତରକୁ ନିଆଯାଇଥିଲା । କୋର୍ଟରେ ଶୁଣାଣିକୁ ସ୍ଥଗିତ କରିଦିଆଯାଇଥିଲା । ଫଇସଲାର…

ବୋଲ୍ଟଙ୍କୁ ପଛରେ ପକାଇଲେ ଶ୍ରୀନିବାସ !

ବାଙ୍ଗାଲୋର: କର୍ଣ୍ଣାଟକର ଶ୍ରୀନିବାସ ଗୌଡା (୨୮) ଏଠାରେ ଆୟୋଜିତ ମଇଁଷି ଦୌଡ ପ୍ରତିଯୋଗିତାରେ ନୂଆ କାରନାମା କରିଛନ୍ତି । ଅବଶ୍ୟ ତାଙ୍କର ଏହି ସଫଳତା ରେକର୍ଡ ବୁକରେ ଲିପିବଦ୍ଧ ହେବ ନାହିଁ । ୧୪୨.୫୦ ମିଟର ରେସକୁ ସେ ମାତ୍ର ୧୩.୬୨ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ । ବିଶ୍ୱର ଦ୍ରୁତତମ…

ଖୁବ୍ ଶୀଘ୍ର ଗଡିବ ରାମାୟଣ ଏକ୍ସପ୍ରେସ୍: ଟ୍ରେନ ଭିତରେ ବାଜିବ କୀର୍ତନ

ନୂଆଦିଲ୍ଲୀ:ଆଇଆରସିଟି ହୋଲି ପର୍ବ ପରେ ରାମାୟଣ ଏକ୍ସପ୍ରେସ୍ ନାମକ ଟ୍ରେନ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଟ୍ରେନ ଭିତର ଓ ବାହାରେ ରାମାୟଣ ଘଟଣା ଉପରେ ଆଧାରିତ ବିଭିନ୍ନ ଚିତ୍ର ରହିବ । ଏହା ବ୍ୟତୀତ ଭକ୍ତିମୟ ପରିବେଶ ପାଇଁ ଏହା ମଧ୍ୟରେ ଭଜନ ଓ କୀର୍ତନ ବାଜିବ । ଭଗବାନ ରାମଙ୍କ ସହ…

ପୃଥିବୀ ଆଡକୁ ଦ୍ରୁତ ବେଗରେ ମାଡି ଆସୁଛି ଏକ କ୍ଷୁଦ୍ର ଗ୍ରହ!

ନୂଆଦିଲ୍ଲୀ: ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟେ୍ରଶନ(ନାସା) ସିଧାସଳଖ କହି ନ ଥିଲେ ମଧ୍ୟ ପୃଥିବୀ ପ୍ରତି ଏକ ବଡ ବିପଦ ଆସୁଥିବା ପରୋକ୍ଷରେ ସୂଚାଇଛି । ରିପୋର୍ଟ ମୁତାବକ ୧୬ ଫେବୃୟାରୀ ମଧ୍ୟରେ ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ବେଗରେ ପୃଥିବୀର ନିକଟତର ହେଉଛି । ଏହାର ନାମ…

ତୃତୀୟ ସନ୍ତାନର ମାଆ ହେଲେ ଟେନିସ ଷ୍ଟାର କୋର୍ଣ୍ଣିକୋଭା

ମସ୍କୋ: ରୁଷିଆର ଗ୍ଲାମର ଟେନିସ ଖେଳାଳି ଆନ୍ନା କୋର୍ଣ୍ଣିକୋଭା ତୃତୀୟ ସନ୍ତାନର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପପ୍ ଷ୍ଟାର ଇନରିକ୍ ଇଗଲେସିଆସ ଓ କୋର୍ଣ୍ଣିକୋଭା ମିଳିତ ଭାବେ ଝିଅ ହେବା କଥା ସୋସିଆଲ ନେଟୱର୍କି ସାଇଟରେ ଶେୟାର କରିଛନ୍ତି । ପୂର୍ବରୁ ସେମାନଙ୍କ ଲୁସି ଓ ନିକୋଲସ…

୪୦ ଶହୀଦଙ୍କ ଘରୁ ମାଟି ନେଇ ପୁଲୱାମା ପହଂଚିଲେ ଗୋପୀନାଥ

ପୁଲୱାମା: ଗୋପୀନାଥ ଯାଦବ ଯେଉଁ ଭାବନା ଓ ସଂକଳ୍ପ ସହକାରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ତାହା ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ତାଙ୍କ ପ୍ରଚେଷ୍ଟା ଅନେକ ଆଖିରେ ଲୁହ ଆଣିଥିବା ବେଳେ ଦେଶପ୍ରେମ ଭାବ ଜାଗ୍ରତ କରାଇଛି । ଗୋପୀନାଥ ସମସ୍ତ ୪୦ ଶହୀଦଙ୍କ ଘରୁ ମାଟି…

ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଉଂଟ

ହାଇଦ୍ରାବାଦ: ଫେସବୁକ୍‌ରେ ୨୭.୫ କୋଟି ଡୁପ୍ଲିକେଟ ଆକାଂଉଟ ରହିଛି । ଜଣେ ଜଣେ ବ୍ୟକ୍ତିଙ୍କର ୨ଟି ଲେଖାଏ ଆକାଂଉଟ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ନକଲି ଆକାଂଉଟ ସଂଖ୍ୟା ବଢ଼ିଛି ବୋଲି ଫେସବୁକ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି । ହାଇଦ୍ରାବାଦର ଏକ…

ବ୍ରିଟେନର ସବୁଠାରୁ ଯୁବ ଅଲିମ୍ପିଆନ ହେବାକୁ ଯାଉଛନ୍ତି ସ୍କାଇ ବ୍ରାଉନ

ଟୋକିଓ: ଟୋକିଓ ଅଲିମ୍ପିକ ପାଇଁ ବ୍ରିଟେନର ୧୧ ବର୍ଷୀୟ ସ୍କେଟବୋର୍ଡର ସ୍କାଇ ବ୍ରାଉନ ଯୋଗ୍ୟତା ଅର୍ଜନ କରିଛନ୍ତି । ୯୨ ବର୍ଷ ଇତିହାସରେ ବ୍ରାଉନ ସବୁଠାରୁ ଯୁବ ଅଲିମ୍ପିଆନ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି । ସ୍କେଟବୋର୍ଡର ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ପଦକ ହାସଲ କରି…

ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ଲାଗି ୧୨୫୦ କିମି ଚାଲିଲେ ପାରେକର

ଖରଗେନ:ମଧ୍ୟପ୍ରଦେଶର ୬୩ ବର୍ଷୀୟ ତାରକ ପାରକର ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ପାଇଁ ୧୨୫୦ କିଲୋମଟର ଚାଲିଲେ । ଖରନେରୁ ଯାତ୍ରା ଆରମ୍ଭ କରି ସେ ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ପହଂଚିଥିଲେ । ଏହା ପୂର୍ବରୁ ନିଶା କବଳରୁ ଯୁବ ପିଢ଼ୀଙ୍କୁ ଦୂରେଇ ରହିବା…

ମାଲିକର ମୃତ୍ୟୁ ପରେ ପୋଷା ବନ୍ଦର ମଧ୍ୟ ଜୀବନ ହରାଇଲା

ଫତେପୁର: ଏହା ସଂଯୋଗ କିମ୍ବା ସ୍ନେହର ଡୋରୀ ତାହା ଜଣାପଡି ନ ଥିଲେ ମଧ୍ୟ ମାଲିକର ମୃତ୍ୟୁର କିଛି ସମୟ ମଧ୍ୟରେ ପୋଷା ମାଙ୍କଡ ମରିଯିବା ଆଲୋଚନାର କେନ୍ଦ୍ର ସାଜିଛି । ଘଟଣାଟି ଘଟିଛି ଫତେପୁର ଜିଲାର କିଶନପୁରରେ, ଶିକ୍ଷକ ଶିବରାଜ ସିଂ (୭୫)ଙ୍କ ହୃଦଘାତ ଯୋଗୁ ପ୍ରାଣ ଚାଲିଗଲା । ଘରେ କାନ୍ଦ…