Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାମାରୀର ରୂପ ନେଉଛି କରୋନା: ଚୀନରେ ୧୬୦୦ ଡେଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲୀ: ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ମାରାତ୍ମକ କରୋନା ଭାଇରସ । ଧୀରେଧିରେ ଏହା ମହାମାରୀର ରୂପ ନେଉଛି । ଏହି ମାରାତ୍ମକ ଭୁତାଣୁ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ହୁବେଇ ସହରରେ ଗତ ୨୪ ଘଣ୍ଟାରେ ୧୩୯ ଜଣ ପ୍ରାଣ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌତମ…

ଦିଲ୍ଲୀ ରାମଲୀଳା ପଡିଆ ପ୍ରସ୍ତୁତ: ମନ୍ତ୍ରୀଙ୍କ ସହ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଦିଲ୍ଲୀର ରାମଲୀଳା ପଡିଆରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଏଠାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ,…

ଗୁଜରାଟରେ ଟ୍ରମ୍ପଙ୍କ ପିଛା ପ୍ରତି ମିନିଟରେ ଖର୍ଚ୍ଚ ହେବ ୫୫ ଲକ୍ଷ !

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ପାଣି ଭଳିଆ ଅର୍ଥ ଖର୍ଚ୍ଚ କରାଯାଉଛି । ଅହମ୍ମଦାବାଦରେ ଟ୍ରମ୍ପ ମାତ୍ର ୩ ଘଂଟା ରହିବେ ଏଥିପାଇଁ ପ୍ରତି ମିନିଟ ପିଛା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ଫେବୃୟାରରେ ଟ୍ରମ୍ପ ୨ ଦିନିକିଆ ଭାରତ…

ଏନଡିଏମସିର ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକାଂଉଟ ହ୍ୟାକ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମ୍ୟୁନିସପାଲ କର୍ପୋରେଶନ (ଏନଡିଏମସି) ୨୦୦ କର୍ମଚାରୀଙ୍କ ବ୍ୟାଙ୍କ ଆକଂଉଟ ହ୍ୟାକ ହୋଇଛି । ତେବେ ଏ ପର୍ଯ୍ୟନ୍ତ କେବଳ ୨ଟି ଆକଂଉଟ ନେଇ ଅଭିଯୋଗ ଆସିଛି । ଲୋକଙ୍କଠାରୁ ଭୁଲ ବାଟରେ ଆକାଂଉଟରୁ ଅର୍ଥ ହେରଫେର କରାଯାଉଛି ବୋଲି ଏନଡିଏମସି କର୍ମଚାରୀ ୟୁନିୟନ କହିଛି ।…

ଡିଜେର ତୀବ୍ର ଶବ୍ଦରେ ବରର ମୃତ୍ୟୁ

ନିଜାମବାଦ: ଶବ୍ଦ ପ୍ରଦୂଷଣର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ତେଲେଙ୍ଗାନା ରାଜ୍ୟର ନିଜାମବାଦ ଅଂଚଳରେ । ୨୫ ବର୍ଷୀୟ ଏମ.ଗଣେଶ ବିବାହ ପାଇଁ ବରଯାତ୍ରୀ ସହ ଧୂମଧାମରେ କନ୍ୟାଘର ଅଭିମୁଖେ ଯାଉଥିଲେ । ତେବେ ଡିଜେ ଓ ବ୍ୟାଣ୍ଡପାର୍ଟିର ତୀବ୍ର ଶବ୍ଦ ତାଙ୍କୁ ବ୍ୟତିବ୍ୟସ୍ତ…

କରୋନା ଭୟରେ ଖାଲି ପଡ଼ିଛି ଖେଳନା ବଜାର

ନୂଆଦିଲ୍ଲୀ: ସୁନାମୀ ପରି ମାଡି ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏହି ଭାଇରସର ଭୟାବହତା ଏବେ ବଢ଼ିବାରେ ଲାଗିଛି । ଏହାକୁ ନେଇ  ସର୍ତକ ହୋଇପଡ଼ିଛି ଭାରତ । ଭାରତ ସରକାର ଚୀନ୍ ଜିନିଷ ଆମଦାନୀ କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ…

ଗର୍ଭବତୀ ମହିଳାଙ୍କୁ ମୋଦୀଙ୍କ ଉପହାର, ଏଣିକି ଚିକିତ୍ସା ପାଇଁ ମିଳିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର । ଇଏସ୍ଆଇସିର ଲାଭାର୍ଥୀ ଭର୍ଗବତୀ ମହିଳାଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶିକୁ ବଢ଼ାଇଛନ୍ତି ସରକାର । ଫଳରେ ଇଏସ୍ଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ…

ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଂଜାବ ସଙ୍ଗୁର ଅଚଂଳରେ ଅଘଟଣ । ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଜଳି ଯାଇଛନ୍ତି । ମୃତ ଛାତ୍ରଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ଅନ୍ୟ ୩ ଜଣ ସ୍କୁଲ ଛାତ୍ର ଓ ଭ୍ୟାନ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…